Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଓଡିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି

ଗଞ୍ଜାମ: ଓଡିଶାରେ ଆଉ ୨ଜଣ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ଉକ୍ତ ୨ଟି ମାମଲା ଗଞ୍ଜାମ ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ୪୮ ଓ ୫୨ ବର୍ଷ ବୟସ୍କ ଏହି ଦୁଇ ବ୍ୟକ୍ତି…

ରାଜ୍ୟର ୬ ଜିଲ୍ଲାରେ ୬୦% କରୋନା ଆକ୍ଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ୭ ହଜାର ଛୁଇଁବ କରୋନା ପଜିଟିଭ୍ କେସ୍ । ସୁସ୍ଥ ହୋଇଛନ୍ତି ୪ ହଜାର ୭୪୩ । ଆଶ୍ୱସ୍ତିକର ଖବର ହେଉଛି ରାଜ୍ୟର ୬୯ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଏବେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ୨ ହଜାର ୮୬ ଭୂତାଣୁ ସଂକ୍ରମିତ । କିନ୍ତୁ…

ବାଲେଶ୍ୱରର ଏକ ଘରୋଇ ନର୍ସିଂହୋମରେ ମେଡିକାଲ ଟିମର ଚଢାଉ

ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ) ଦୁଲାଲସେନ୍ ଜଗଦେବଙ୍କ ନେତୃତ୍ୱରେ ପାଞ୍ଚଟି ମେଡିକାଲ ଦଳ ରବିବାର ଦିନ ସହରର ଘରୋଇ ନର୍ସିଂହୋମ ଉପରେ ଚଢାଉ କରି କୋଭିଡ-୧୯ ପ୍ରୋଟୋକଲଗୁଡିକର ସଠିକ୍ କାର୍ଯ୍ୟକାରିତା ଯାଞ୍ଚ କରିଛନ୍ତି। ସେମାନଙ୍କ ସହ ଅତିରିକ୍ତ…

୨୪୫ ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୨ ହଜାର ଟପିଲା ଆକ୍ଟିଭ କେସ୍‌

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୪୫ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୮୫୯ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ପଦକ୍ଷେପ

ବ୍ରହ୍ମପୁର: କରୋନା ମୁକାବିଲା କ୍ଷେତ୍ରରେ ସବୁବେଳେ ନୂଆ ନୂଆ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏବେ ଜିଲ୍ଲାରେ ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଟ୍ୱିଟ୍ କରି ଜିଲ୍ଲାବାସୀଙ୍କୁ ଅପିଲ୍…

୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୧୯ ହଜାରରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୫,୪୮,୩୧୮କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

କରୋନା ଭୟ: କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଯାଜପୁରର ଏହି ପଞ୍ଚାୟତ

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବରୀ ବ୍ଲକର ଈଶାନପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏନେଇ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । କରୋନା ସଂକ୍ରମିତଙ୍କ ସଂଖ୍ୟା ଏହି ଅଞ୍ଚଳରେ ବଢ଼ୁଥିବାରୁ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା…

କରୋନା ପଜିଟିଭ ଚିହ୍ନଟ ହେଲା ୧୮ ମାସର ଶିଶୁ କନ୍ୟା

ଗୋପ: ପୁରୀ ଜିଲ୍ଲା ଗୋପ ବ୍ଲକରୁ ଚିହ୍ନଟ ହୋଇଛନ୍ତି ୨ କରୋନା ପଜିଟିଭ୍‌। ସେମାନଙ୍କ ମଧ୍ୟରେ ରହିଛି ଜଣେ ୧୮ମାସର ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏହି ଶିଶୁ ଜଣଙ୍କ ନିକଟରେ ନିଜ ବାପା ମାଆଙ୍କ ସହ ଦିଲ୍ଲୀରୁ ଫେରିଥିବା ବେଳେ ବଣିଆସାହି ପଞ୍ଚାୟତରେ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ…

ବିଶ୍ୱରେ ୧ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ସୁସ୍ଥ ହେଲେଣି ୫୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ

ନୂଆଦିଲ୍ଲୀ: ବିଶ୍ୱରେ କୋଟିଏ ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚାହୁଁଚାହୁଁ ଏହି ମହାମାରୀ ସାରା ବିଶ୍ଵରେ ବିଜୁଳି ବେଗରେ ଛାଇ ଗଲାଣି । ସଦ୍ୟତମ ରିପୋର୍ଟ ଅନୁଯାୟୀ,ବିଶ୍ବରେ କୋରୋନା ପଜିଟିଭଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୪୨ ହଜାର ୯୩୦କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫…

ବଜାରକୁ ଆସିବ ସ୍ମାର୍ଟ ଫେସ୍ ମାସ୍କ; କରିହେବ ଫୋନ୍ କଲ୍‌ !

ଜାପାନ: କରୋନାଭାଇରସ୍‌କୁ ନେଇ ଅସ୍ତବ୍ୟସ୍ତ ଜନଜୀବନ । ଏପରି ସ୍ଥିତିରେ ଖୁବ ଶୀଘ୍ର ବଜାରକୁ ଆସିବ ସ୍ମାର୍ଟ ଫେସ୍ ମାସ୍କ । ଯେଉଁଥିରେ ଫୋନ୍ କଲ୍ ଭଳି ସୁବିଧା ଉପଲବ୍ଧ ହେବ । ତାଜା ସ୍ଥିତିରେ ରାଜ୍ୟ, ଦେଶ ତଥା ବିଦେଶରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ସାଧାରଣତଃ ଲୋକେ ମାସ୍କ…