Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଓଡ଼ିଶାରୁ କରୋନା ନେଲା ଆଉ ୬୬ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି । କିନ୍ତୁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଆଉ ୬୬ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧ ଜଣ ପ୍ରାଣ ହରାଇଛନ୍ତି । ବରଗଡ଼ ଓ…

ଆଜି ଓଡ଼ିଶାରୁ ୨୧୧୦ କରୋନା ଆକ୍ରାନ୍ତ ଚିହ୍ନଟ, ୨୫ ଜିଲ୍ଲାରେ ଶହେରୁ କମ୍ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ ସଂକ୍ରମଣ । ଗତ ତିନି ଚାରି ଦିନ ହେବ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାରରୁ ସାମାନ୍ୟ କମ୍ ନହେଲେ ବେଶୀ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୧ଶହ ୧୦ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୧୨ଶହ ୧୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୯୭ ।…

ଆସନ୍ତା ୧୬ ତାରିଖରୁ ରାଜ୍ୟରେ କୋହଳ ହୋଇପାରେ କଟକଣା

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛ ମହାମାରୀ । ସଂକ୍ରମଣ କମୁଥିବାରୁ କଟକଣା କୋହଳ କରିପାରନ୍ତି ସରକାର । ଆସନ୍ତା ୧୬ ତାରିଖରେ ସରୁଛି କଟକଣା ଅବଧି । ତେଣୁ ଆସନ୍ତା ୧୬ ତାରିଖରୁ ରାଜ୍ୟରେ କୋହଳ ହୋଇପାରେ କଟକଣା । ଏଥିପାଇଁ ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି । ତେବେ ସଂକ୍ରମଣ ହ୍ରାସ…

ଡ଼ରାଇଲାଣି ଛତିଶଗଡ଼ରେ ସଂକ୍ରମଣ ବୃଦ୍ଧି, ଓଡ଼ିଶାର ସୀମାନ୍ତ ଜିଲ୍ଲାକୁ ଛନକା

ଭୁବନେଶ୍ୱର: ଛତିଶଗଡ଼ରେ ପୁଣି ବଢ଼ିଲାଣି ସଂକ୍ରମଣ । ସେଠି ବଢ଼ିବା ପରେ ଓଡ଼ିଶାର ସୀମାନ୍ତ ଜିଲ୍ଲା ପ୍ରତି ଟେନସନ୍ ବଢ଼ିଛି । ସ୍ଥିତି ଉପରେ ସରକାର ନଜର ରଖିଛନ୍ତି । ବିଶେଷ କରି ନୂଆପଡା ଜିଲ୍ଲା ଉପରେ ସ୍ୱତନ୍ତ୍ର ଭାବେ ନଜର ରଖଯାଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ…

୧୬ ତାରିଖରୁ ୩ ଜିଲ୍ଲାରେ ବଳବତ୍ତର ରହିବ ଲକଡାଉନ୍ କଟକଣା, ଏସବୁ ଜିଲ୍ଲାରେ ଅଧିକ କୋହଳ !

ଭୁବନେଶ୍ୱର: ଦିନେ ପରେ ରାଜ୍ୟରେ ସରୁଛି ଦ୍ୱିତୀୟ ପର୍ୟ୍ୟାୟ ଆଂଶିକ୍ ଲକଡାଉନ୍ । ତାପରେ ସାରା ରାଜ୍ୟ ଅନଲକ୍ ହେବ କି ? ମୁକାବିଲା ରଣନୀତି କଣ ରହିବ ? ଲୋକଙ୍କ ଭିତରେ ଉତ୍କଣ୍ଠା ବଢ଼ିଛି । ସଂକ୍ରମଣ ହାର ଓ ଲୋକ କିଭଳି କୋଭିଡ୍ ଗାଇଡଲାଇନ୍ ମାନୁଛନ୍ତି ତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବେ…

ଓଡ଼ିଶାରୁ କରୋନା ନେଲା ଆଉ ୬୫ ଜୀବନ

ଭୁବନେଶ୍ୱର: ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲେ ବି ରାଜ୍ୟରେ ବଢିଛି ମୃତ୍ୟୁସଂଖ୍ୟା । ଆଉ ୬୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୬ ଜିଲ୍ଲାରୁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଜଣ ମୃତ୍ୟୁବରଣ କରିଛନ୍ତି । ବରଗଡ଼ ଜିଲ୍ଲାରୁ ୧୦…

ରାଜ୍ୟରେ ପୁଣି ଦୁଇ ହଜାର ଡେଇଁଲା କରୋନା ସଂକ୍ରମଣ, ପଜିଟିଭ୍ ହାର ୨.୯୯%

ଭୁବନେଶ୍ୱର: ରାଜ୍ୟ ଦୁ ଦିନ ହେବ ୨ ହଜାର ତଳେ ରହୁଥିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସାମାନ୍ୟ ବଢ଼ି ଦୁଇ ହଜାର ପାର କରିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୨ହଜାର ୭୪ ପଜିଟିଭ୍ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୧ଶହ ୯୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ରାଜ୍ୟରୁ କରୋନା ନେଲା ରେକର୍ଡ ୬୮ ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ ୧୭ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ କମୁଛି । କିନ୍ତୁ ବଢୁଛି ମୃତ୍ୟୁସଂଖ୍ୟା । ଆଉ ୬୮ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୮ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭…

ଦ୍ୱିତୀୟ ଦିନରେ ରାଜ୍ୟରେ ୨ ହଜାର ତଳେ ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । କ୍ରମାଗତ ଦ୍ୱିତୀୟ ଦିନରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦୁଇ ହଜାରରୁ କମ୍ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ହଜାର ୯୩୦ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୧ଶହ ୧୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୧୩ ।…

ଜାଇଡସ କାଡିଲାର ଟିକା ଜାଇକୋଭ-ଡି’କୁ ଅନୁମତି ଦେଇପାରେ ଡିସିଜିଆଇ

ନୂଆଦିଲ୍ଲୀ : ଜରୁରୀକାଳୀନ ବ୍ୟବହାର ଲାଗି ଜାଇଡସ କାଡିଲାର ଟିକା ଜାଇକୋଭ-ଡି’କୁ ଅନୁମତି ଦେଇପାରନ୍ତି ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ । ୧୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ଲାଗି କୋଭିଡ ଟିକା ଦେବା ଲାଗି ଡିସିଜିଆଇ ଏହି ପଦକ୍ଷେପ ନେବେ । ଆସନ୍ତା କିଛି ଦିନ ଭିତରେ ଏନେଇ ପଦକ୍ଷେପ…