Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ୬ ପଞ୍ଚାୟତ କଣ୍ଟେନ୍‌ମେଣ୍ଟଜୋନ୍ ଭାବେ ଘୋଷିତ

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ଆଜି ରସୁଲପୁର ବ୍ଲକର ରାହାମ୍ବା, ଭୋଟକା, ରସୁଲପୁର, ଶ୍ରୀବନ୍ତପୁର, ଜାବରା ଏବଂ ନାଥବର ଗ୍ରାମ ପଞ୍ଚାୟତର ୧୩ଟି ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷିତ କରିଛନ୍ତି । ଆଜି ଯାଜପୁର ଜିଲ୍ଲାର ରାହାମ୍ବା ଗ୍ରାମ ପଞ୍ଚାୟତର ସଦାନନ୍ଦପୁର ଗ୍ରାମରେ…

ସୁସ୍ଥ ହେଲେ ଆଉ ଜଣେ କରୋନା ରୋଗୀ; ଜାଣନ୍ତୁ ଓଡ଼ିଶାର କେଉଁ ଜିଲ୍ଲାରେ କେତେ ଆରୋଗ୍ୟ…

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନ ପୁଣି ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ଭୁବନେଶ୍ବର ସହରର ବାସିନ୍ଦା ବୋଲି ଜଣାପଡିଛି। ଏହାକୁ ମିଶାଇ କେବଳ ଭୁବନେଶ୍ୱରରେ ମୋଟ ୩୨ ଜଣ ସୁସ୍ଥ ହୋଇଥିବାବେଳେ…

ଗୋଟିଏ ଦିନରେ୧୭ ପଜିଟିଭ: ରେଡ୍ ଜୋନରେ ଗଞ୍ଜାମ

ଭୁବନେଶ୍ୱର: ରାଜ୍ୟରେ ହଠାତ ଦୁଇ ଦିନ ମଧ୍ୟରେ କରୋନା ପଜିଟିଭ୍ ମାମଲାରେ ଆକସ୍ମିକ ବୃଦ୍ଧି ଘଟିଛି । ଗୋଟିଏ ଦିନରେ ଗଞ୍ଜାମରୁ ୧୭ ସୁରତ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପ୍ରଥମ କରି ମୟୁରଭଞ୍ଜ ଜିଲ୍ଲାରୁ ୩ ଜଣ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗ୍ରୀନ…

କରୋନା କବଳରେ ଓଡ଼ିଶାର ୧୮ ଜିଲ୍ଲା; ୧୫ରୁ ୪୦ ବର୍ଷ ମଧ୍ୟରେ ୬୩% ରୋଗୀ

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣ ଧିରେଧିରେ ଓଡିଶାର ୧୮ଟି ଜିଲ୍ଲାକୁ ବ୍ୟାପିଛି। ଯାହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି। ଏହି ଭାଇରସ ସଂକ୍ରମିତଙ୍କ ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ୍କ ବର୍ଗରେ ଅଛନ୍ତି ପ୍ରାୟ ୨୨ଜଣ। ଯାହାକି ରାଜ୍ୟରେ ମୋଟ ରୋଗୀଙ୍କ ମଧ୍ୟରୁ…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସକାଳ ୬ଟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୧ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

ଉଗ୍ର ହେଉଛି କରୋନା: ଭାରତରେ ୧୭ ଶହ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । Total number of #COVID19 positive cases in India rises to 52,952…

ଦେଶବ୍ୟାପୀ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀର ଯୋଗାଣରେ ୪୬୫ ଲାଇଫ ଲାଇନ ଉଡାଣ ବିମାନ

ନୂଆଦିଲ୍ଲୀ: ଦେଶବ୍ୟାପୀ ବିଭିନ୍ନ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀର ଯୋଗାଣରେ ଲାଇଫ ଲାଇନ ଉଡାଣ ଅନ୍ତର୍ଗତ ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର ଓ ଆଇଏଏଫର ୪୬୫ଟି ବିମାନ ନିୟୋଜିତ ଅଛନ୍ତି । ଏୟାର ଇଣ୍ଡିଆ ଏବଂ ଆଲାଏନ୍ସ ଏୟାରର ୨୭୮ଟି ବିମାନ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବର୍ତ୍ତମାନ…

‘ବନ୍ଦେ ଭାରତ ମିଶନ’: ସ୍ୱରାଷ୍ଟ୍ର ଫେରିବେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ:ମହାମାରୀ କରୋନା ଭାଇରସ ଯୋଗୁଁ ବିଭିନ୍ନ ଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟ ଆଜିଠାରୁ ଘରକୁ ଫେରିବେ । ହଜାର ହଜାର ସଂଖ୍ୟକ ଏହି ପ୍ରବାସୀ ଭାରତୀୟମାନେ ବିମାନ ଓ ପାଣି ଜାହାଜ ଯୋଗେ ଫେରିବେ ବୋଲି ଜଣାପଡିଛି । ଜାତୀୟ ଗଣମାଧ୍ୟମର ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଦେଶ ସଚିବ…

ଗୋଟିଏ ଦିନରେ ୩୦୬୦ ସାମ୍ପୁଲ ଟେଷ୍ଟ ସହ ରାଜ୍ୟରେ ୫୦ ହଜାର ଟପିଲା ନମୁନା ପରୀକ୍ଷଣ ସଂଖ୍ୟା

ଭୁବନେଶ୍ବର: କରୋନା ମୁକାବିଲା କରିବା ପାଇଁ ଯଥାଚେଷ୍ଟା ଜାରି ରଖିଛନ୍ତି ରାଜ୍ୟ ସରକାର । ବର୍ତମାନ ସୁଦ୍ଧା ରାଜ୍ୟରେ ନମୁନା ପରୀକ୍ଷଣ ସଂଖ୍ୟା ୫୦ହଜାର ଟପିଥିବା ଜଣାପଡିଛି। ଗତକାଲି ଗୋଟିଏ ଦିନରେ ୩୦୬୦ ନମୁନା ପରୀକ୍ଷା ହୋଇଥିଲା । ଯାହା ଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୦ହଜାର…

ଭାରତରେ ୫୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୫ ଦିନରେ ୫୨୬ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ଅନ୍ୟ ରାଷ୍ଟ୍ର ଗୁଡିକ ଭଳି ଭାରତରେ ମଧ୍ୟ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ବର୍ତ୍ତମାନ ଖବର ସୁଦ୍ଧା ଦେଶର ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପି ଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ଦେଶରେ…