Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଆଉ ଜଣେ ରୁଷ ମନ୍ତ୍ରୀ କରୋନା ପଜିଟିଭ୍‌

ମସ୍କୋ: କରୋନା ଭାଇରସ ପ୍ରଭାବ ଏବେ ବି ବିଶ୍ୱରେ ବଳବତର ରହିଛି । ସମସ୍ତ ପ୍ରକାର ଉଦ୍ୟମ ସତ୍ୱେ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରୁଷିଆରେ କରୋନା ସଂଖ୍ୟା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ରୁଷ୍ ସଂସ୍କୃତିମନ୍ତ୍ରୀ ଓଲ୍‌ଗା ଲ୍ୟୁବିମୋଭା ନମୁନା ପରୀକ୍ଷା ରିପୋର୍ଟ କରୋନା…

କୋଭିଡ୧୯ ଯୁଦ୍ଧ ପାଇଁ ଆୟୁର୍ବେଦ ଅସ୍ତ୍ର, ଟ୍ରାଏଲ ଆରମ୍ଭ

ନୂଆଦିଲ୍ଳୀ: କୋଭିଡ୧୯ ଯୁଦ୍ଧରେ ଅସ୍ତ୍ର ସାଜିବ ଆୟୁର୍ବେଦ । ଏହା କରୋନା ସଂକ୍ରମଣ ଓ ନିରାକରଣ ପାଇଁ ଲାଭଦାୟକ ହେବ । ଏଥିପାଇଁ ଆୟୁଷ ମେଡିସିନ ଗୁଡିକର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରାଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । କରୋନା ଯୁଦ୍ଧରେ…

୨୧ ଦିନକୁ ବଢ଼ିପାରେ କ୍ୱାରେଂଟିନ ଅବଧି

ଭୁୁବନେଶ୍ୱର: ବଢ଼ିପାରେ କ୍ୱାରେଂଟିନ ଅବଧି । ରାଜ୍ୟରେ ପ୍ରବାସୀ ଓଡ଼ିଆଙ୍କ କ୍ୱାରେଂଟିନ ଅବଧି ପର୍ବରୁ ୧୪ ଦିନ ଥିବା ବେଳେ ଏହା ଏବେ ୨୧ ଦିନ ପର୍ଯ୍ୟନ୍ତ ବଢ଼ିପାରେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା କେ.ଶ୍ରୀନାଥ ରେଡ୍ଡି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ପରାମର୍ଶ…

ଲକଡ଼ାଉନ-୩ ପ୍ରଭାବ: ବାତିଲ ହେଲା IGNOU ଶେଷବର୍ଷ ବାର୍ଷିକ ପରୀକ୍ଷା

ଭୁବନେଶ୍ୱର: ପରିବର୍ଦ୍ଧିତ ଲକଡ଼ାଉନକୁ ନଜରରେ ରଖି ଆସନ୍ତା ଜୁନ ୧ ତାରିଖରେ ହେବାକୁ ଥିବା ଶେଷବର୍ଷ ପରୀକ୍ଷାକୁ ବାତିଲ କରାଯାଇଥିବା ଭୁବନେଶ୍ୱର IGNOU ଆଞ୍ଚଳିକ ନିର୍ଦ୍ଦେଶକ ଏସ କେ ତ୍ରିପାଠୀ ସୁଚନା ଦେଇଛନ୍ତି । ସଂଶୋଧିତ ତାରିଖର ସୁଚନା ପରୀକ୍ଷାର ପନ୍ଦର ଦିନ ପୁର୍ବରୁ…

କରୋନାର କରୁଣ ଦୃଶ୍ୟ: ଯେଉଁଠି ଶବ, ସେଇଠି ଚାଲିଛି କରୋନା ରୋଗୀଙ୍କ ଚିକିତ୍ସା

ମୁମ୍ବାଇ: ଦେଶରେ ବଢ଼ିବାରେ ଲାଗିଛି କରୋନା ସଂକମ୍ରଣ । ଏହାରି ଭିତରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ସାମ୍ନାକୁ ଆସିଛି । ହସ୍ପିଟାଲର ଗୋଟିଏ ୱାର୍ଡରେ କରୋନା ସଂକ୍ରମିତଙ୍କ ଚାଲିଛି ଚିକିତ୍ସା, ଆଉ ସେଇଠି ହିଁ ରଖାଯାଇଛି ମୃତଦେହ । ଏପରିକି ଜଣେ କରୋନା ରୋଗୀଙ୍କ ବେଡକୁ ଲାଗି ମୃତଦେହ…

ମୟୂରଭଞ୍ଜରେ ଆଉ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାରେ ଗୁରୁବାର ଦିନ ଆଉ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡିଶାରେ ମୋଟ କୋଭିଡ-୧୯ ଆକ୍ରାନ୍ତ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାପୂର୍ବରୁ ଜିଲ୍ଲାରେ…

ଓଡ଼ିଶା ପ୍ରବେଶ ପୂର୍ବରୁ ପ୍ରବାସୀଙ୍କ ପରୀକ୍ଷା କର: ହାଇକୋର୍ଟ

କଟକ: ବିନା ପରୀକ୍ଷାରେ ଓଡ଼ିଶା ପ୍ରବେଶ ମନା । ପ୍ରବାସୀ ଓଡ଼ିଆଙ୍କ ଓଡ଼ିଶା ଆସିବା ପୂର୍ବରୁ କରୋନା ପରୀକ୍ଷା କରାଯାଉ । ଆଜି ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ହାଇକୋର୍ଟ କହିଛନ୍ତି, ଓଡ଼ିଶାକୁ ପ୍ରବଶେ ପୂର୍ବରୁ ସମସ୍ତ ପ୍ରବାସୀଙ୍କ କୋଭିଡ-୧୯ ପରୀକ୍ଷା କରାଯାଉ । ରିପୋର୍ଟ…

ମୁମ୍ବାଇରେ ୨୫୦ ପୋଲିସ୍ କରୋନା ପଜିଟିଭ୍ ଚିହ୍ନଟ: ପୋଲିସ କମିଶନର୍‌

ମୁମ୍ବାଇ: ଏପର୍ଯ୍ୟନ୍ତ ପାଖାପାଖି ୨୫୦ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ମୁମ୍ବାଇ ପୋଲିସ କମିଶନର୍ ପରମ ବୀର ସିଂହ । କରୋନା ଆକ୍ରାନ୍ତ ହୋଇଥିବା ଏହି ସମସ୍ତ ପୋଲିସ କର୍ମଚାରୀମାନଙ୍କ ମଧ୍ୟରେ ଅଧିକାଂଶ ରୋଗୀଙ୍କର କୌଣସି ଲକ୍ଷଣ…

ଦିଲ୍ଲୀରେ କାରୋନା ଯୋଦ୍ଧାଙ୍କ ମୃତ୍ୟୁରେ ୧କୋଟି ଟଙ୍କାର ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ମହାମାରୀ ସହ ଲଢ଼ିବାକୁ ଆଗଧାଡିର ଯୋଦ୍ଧା ସାଜିଛନ୍ତି ପୋଲିସ । ଏମାନେ ପ୍ରତିଦିନ କରୋନା ସହ ଲଢ଼ୁଛନ୍ତି । ସାଧାରଣ ଜନତାକୁ ଘରେ ସୁରକ୍ଷିତ ରଖିବାକୁ ଯାଇ ଦିନ ରାଜି ରାଜରାସ୍ତାରେ ଜଗି…

କ୍ୱାରେଣ୍ଟିନ ସେଣ୍ଟରରେ ରହିଛି ବ୍ୟାପକ ଅବ୍ୟବସ୍ଥା: ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ପ୍ରବାସୀଙ୍କ ଫେରିବା ପ୍ରସଙ୍ଗ ଏବଂ କ୍ୱାରେଂଟିନ ସେଂଟରକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ କହିଛନ୍ତି, ସାରା ରାଜ୍ୟରେ ବାହାରୁ ଆସୁଥିବା ପ୍ରବାସୀଙ୍କ ପାଇଁ ରାଜ୍ୟରେ ସଂକ୍ରମଣ ବଢ଼ୁଛି । ଟେଷ୍ଟି କରି ଆଣିବାକୁ ପ୍ରଥମରୁ କୁହାଯାଇଥିଲା…