Latest Odisha News

BREAKING NEWS

Browsing Category

ମହାଶିବରାତ୍ରୀ

Mahashivaratri

ଖାତାକୁ ଗଲା ସୁଭଦ୍ରାର ତୃତୀୟ ଦଫା ଟଙ୍କା

ସୁନ୍ଦରଗଡ: ପୁଣି ଖାତାକୁ ଗଲା ସୁଭଦ୍ରାର କିସ୍ତି । ବାଦ୍ ପଡିଥିବା ଯୋଗ୍ୟ ଆଉ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଆଜି ୫ ହଜାର ଟଙ୍କା ସୁଭଦ୍ରା ଟଙ୍କା ଚଢିଛି । ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଆକାଉଣ୍ଟକୁ ସୁନ୍ଦରଗଡରେ ଆୟୋଜିତ…

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା…

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ମହାଶିବରାତ୍ରୀ: ଶିବଲିଙ୍ଗରେ ବେଲପତ୍ର ଦେଉଥିଲେ ମାନନ୍ତୁ ଏହି ନିୟମ

ଭୁବନେଶ୍ଵର: ମହାଶିବରାତ୍ରୀ ହିନ୍ଦୁମାନଙ୍କର ପ୍ରମୁଖ ପର୍ବ ଅଟେ । ଏହି ପର୍ବରେ ଭଗବାନ୍ ଶିବଙ୍କୁ ଆରାଧନା କରାଯାଇଥାଏ । ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀରେ ଶିବରାତ୍ରୀର ପାର୍ବଣ ଅବସର ପାଳନ ହୋଇଥାଏ । ପୁରାଣରେ ରହିଛି, ଏହିଦିନ ମଧ୍ୟରାତ୍ରୀରେ ଭଗବାନ୍ ଶିବ ରୁଦ୍ର ରୂପରେ ଅବତରଣ କରିଥିଲେ…

ଆଜି ପବିତ୍ର ଜାଗର: କାହିଁକି ପାଳନ କରାଯାଏ ମହାଶିବରାତ୍ରୀ

ଭୁବନେଶ୍ଵର: ଯେମିତି ବ୍ରତ ମଧ୍ୟରେ ଶ୍ରେଷ୍ଠ ଷୋଳ ସୋମବାର ବ୍ରତ, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ ମନ୍ତ୍ର, ସେମିତି ରାତ୍ରୀ ମଧ୍ୟରେ ଶ୍ରେଷ୍ଠ ରାତ୍ରୀ ମହାଶିବରାତ୍ରୀ। ଶିବ ଓ ଶକ୍ତି ପରମ୍ପରାର ଏକ ମହାନ ପର୍ବ ହେଉଛି ମହାଶିବରାତ୍ରୀ । ଭାରତୀୟ ଧାର୍ମିକ ସଂସ୍କୃତିରେ ଏହି ପର୍ବର…

ଆଜି ମହାଶିବ ରାତ୍ରି, ଭୋଳାବାବାଙ୍କୁ ପୂଜାର୍ଚ୍ଚନା କିପରି କରିବେ?

ଆଜି ମହାଶିବରାତ୍ରୀ ।ସାରା ଦେଶରେ ଥିବା ଶୈବପୀଠମାନଙ୍କରେ ଲାଗିଛି ଲମ୍ବା ଗହଳି । କୁହାଯାଏ ଆଜି ଦିନରେର ନିଷ୍ଠାର ଶହ ମହାଦେବଙ୍କ ପୂଜାର୍ଚ୍ଚନା କଲେ ଭକ୍ତ କରିଥିବା ସବୁ ମନସ୍କାମନା ପୁରଣ ହୁଏ । ସେଥିପାଇଁ ଆଜିର ଦିନରେ ମହାଦେବଙ୍କ ପୂଜାର୍ଚ୍ଚନ କରିବାକୁ ସବୁ ମନ୍ଦିରରେ ଗହଳି ଲାଗିଛି ।…

ମହାଶିବରାତ୍ରୀରେ ପାଇବାକୁ ଚାହୁଁଛନ୍ତି ମହାଦେବ ଆଶିର୍ବାଦ, ତେବେ ପୂଜାରେ ଲଗାନ୍ତୁ ଏହି ପୁଷ୍ପ

ଭୁବନେଶ୍ଵର: ସନାତନ ଧର୍ମରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମହାଶିବରାତ୍ରୀ ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଦିନ ଭଗବାନ ଶିବଙ୍କର ମା’ ପାର୍ବତୀଙ୍କ ସହ ବିବାହ ସମ୍ପର୍ଣ୍ଣ ହୋଇଥିଲା । ଏହି ଦିନ ଭଗବାନ ଶିବ ଜ୍ୟୋତିର୍ଲିଙ୍ଗ ଅବତାରରେ ମଧ୍ୟ ପ୍ରକଟ ହୋଇଥିଲେ । ଶିବ…

ଅନନ୍ତ ନୀରବତାର ଯୋଗୀରାଜ ଓ ନୃତ୍ୟରାଜ ଶିବ

ରାଜଲକ୍ଷ୍ମୀ ତ୍ରିପାଠୀ  ଯୋଗ ଏବଂ ଶିବ ଅଭିନ୍ନ । ତେଣୁ ଶିବ ହେଉଛନ୍ତି ଯୋଗେଶ୍ବର। ଶ୍ରୀକୃଷ୍ଣ ହେଲେ ମହାଯୋଗେଶ୍ବର । ହରି ଓ ହର ଉପାସନା ଆମ ସସ୍କୃତିର ଏକ ବୈଶିଷ୍ଟ୍ୟ। କବି ବ୍ରଜନାଥ ବଡ଼ଜେନା "ଅମ୍ବିକା ବିଳାସ "ରେ ଲେଖିଛନ୍ତି: "ଅଚ୍ୟୁତ ଶିବ ଏ ଅଭିନ୍ନ ଅମ୍ବିକା ରାଧିକା…

ଆଜି ମହାଶିବରାତ୍ରି; ରାତି ୧୦ଟା ସୁଦ୍ଧା ଉଠିବ ମହାଦୀପ

ଭୁବନେଶ୍ବର : ଆଜି ମହାଶିବରାତ୍ରି। ପବିତ୍ର ଜାଗର ବ୍ରତ। ଆଜି ଶିବଭକ୍ତ ଓ ଶ୍ରଦ୍ଧାଳୁମା‌ନେ ଉପବାସ ରଖି ଜାଗର ବ୍ରତ ପାଳନ କରିବେ । ଏଥିପାଇଁ ଆଜି ସକାଳୁ ସକାଳୁ ମହାଦେବଙ୍କ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗତକାଲି ରାତିରୁ…