Latest Odisha News

BREAKING NEWS

Browsing Category

ରଜ ଉତ୍ସବ

Raja Utsav

ରଜରେ ପାନଖିଆ ଏକ ନିଆରା ଓଡ଼ିଆ ପରମ୍ପରା…

- ଦେବଦତ୍ତ ରଥ ଆସନ୍ତା କାଲିଠାରୁ ଆରମ୍ଭ ହୋଇଯିବ ରଜ । କାଲି ପହଲି ରଜ ପୂର୍ବରୁ ଆଜିଠାରୁ ଆରମ୍ଭ ହୋଇଗଲାଣି ରଜ ପାଇଁ ସଜବାଜ । ରଜରେ ପାନଖିଆ ଏକ ନିଆରା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ। ପ୍ରୀତି, ପ୍ରେମ, ବନ୍ଧୁତାକୁ ଆଦି ଛଅଟି ଲକ୍ଷଣ ନିର୍ଦ୍ଧାରିତ କରାଯାଇଛି । ଦିଏ,…

ପରମ୍ପରା ଓ ପ୍ରଗତିର ଆଢ଼ୁଆଳରେ ରଜପର୍ବ

ମାନସ ରଞ୍ଜନ ନାୟକ  ମାନବୀୟ ସଭ୍ଯତା ପ୍ରଗତିଶୀଳ ହେବା ସହ ସମାନ୍ତରାଳରେ ପରିବର୍ତ୍ତିତ ତାର ପରମ୍ପରା । ବଦଳିଯାଉଛି ଜୀବନର ମୂଲ୍ଯବୋଧ, ସାମାଜିକତା, ଆଉ ଆଚରଣ। ବସ୍ତୁବାଦୀ ସଫଳତା, ବୃତ୍ତିଗତ ପ୍ରତିଦ୍ବନ୍ଦିତା , ବଦଳାଇ ଦେଇଛି ମଣିଷର ରୂଚି, ଆମୋଦ ପ୍ରମୋଦ ଆଉ ଆଡ଼ମ୍ବରର ପରିସୀମା।…

ମହକହୀନ ରଜ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ରଜ ଛୁଟିରେ ବାପାଙ୍କ ସହିତ ଗାଁ’କୁ ବୁଲିବାକୁ ଗଲେ ସାରା ପରିବାର । ଆଜିକାଲି ଗାଁ’ରେ ତ ଘରେ ଘରେ କେବୁଲ୍ ଟିଭି । ଗାଁ’ରେ ପିଲାମାନେ ଟିଭିରେ ତାଙ୍କ ପ୍ରିୟ ସିରିଏଲ୍ ଦେଖିବାରେ ବ୍ୟସ୍ତ ରହିଲେ ଓ ମୋବାଇଲ୍‌ରେ ମୁହଁ ପୁରେଇ ସମୟ…

ରଜ ସଂକ୍ରାନ୍ତି: କାହିଁକି ଓ କିପରି ପାଳିତ ହୁଏ, ଜାଣନ୍ତୁ

ଭୁବନେଶ୍ୱର: ଭାରତର ବିଭିନ୍ନ ରାଜ୍ୟ ଯଥା ଆସାମ ଆଦି ରାଜ୍ୟରେ ମଧ୍ୟ ଏହି ରଜ ପର୍ବ ଭିନ୍ନ ଭାବରେ ପାଳିତ ହଉଥିଲେ ମଧ୍ୟ ଏହା ମୁଖ୍ୟତଃ ଏକ ଓଡିଆ ପର୍ବ । ଉପକୂଳବର୍ତ୍ତୀ ଜିଲ୍ଲାରେ ଏହା ସର୍ବତ୍ର ପାଳିତ ହଉଥିଲେ ମଧ୍ୟ ଅବିଭକ୍ତ ସମ୍ବଲପୁର , କଳାହାଣ୍ଡି , କୋରାପୁଟ, ବଲାଙ୍ଗିର , କେନ୍ଦୁଝର…

ବନସ୍ତେ ଡାକିଲା ଗଜ…

ରଜ l ଓଡିଶାର ଗଣପର୍ବ l ରଜର ମଉଜ ବେଶ୍ ନିଆରା l ରଜ ତିନିଦିନରେ ଘରେ ଘରେ ଖାଦ୍ୟପେୟର ଆସର ଜମେ l  ଗଡ଼ିଆ, ପୋଖରୀରୁ ମାଛ ଧରାଯାଏ l ପହିଲି ରଜ, ରଜ ଏବଂ ରଜ ପରଦିନ, ଏ ତିନିଦିନ ପାଇଁ ଘରେ ଘରେ ମଣ୍ଡା, ଆରିସା, ପୋଡ଼ପିଠା, ଇତ୍ୟାଦି ପ୍ରସ୍ତୁତ ହୋଇ ରଖାଯାଏ l ବିବାହିତା ଝିଅ ,ବୋହୁଙ୍କ…

ତଥାପି ଆସୁଛି ରଜ…

ତଥାପି ଆସୁଛି ରଜ... ସୁସ୍ମିତା ମହାପାତ୍ର ଗଜରାଜ ଡାକରାରେ ଆଉ ଆସୁନାହିଁ ରଜ, ଆସୁନାହିଁ ଆଷାଢର ଓଦା ପଣତରେ ସରସର ଭିଜିବାକୁ, ପୋଡ଼ପିଠା ମହକରେ ମହକିବାକୁ ଅଥବା ବାହିବାକୁ ବାଉଁଶ ଦୋଳିର କାତ, ଆସୁନାହିଁ ରଜ । ନାହିଁ ଆଜି ଅତୀତ ମଉସୁମୀର ସେ ମତୁଆଲା ପରଶ,…

ଆସୁଛି ରଜ ହୋଇ ସଜବାଜ…

ଆସୁଛି ରଜ ହୋଇ ସଜବାଜ... ସୁଶାନ୍ତ କୁମାର ନନ୍ଦ ମେଘ ରାଇଜରୁ ବରଷା ଆସିବ ଡାକ ଆଜି ଦେଖ ଦେଲାଣି ଗିରିଷିମ ଏବେ ବାହୁଡ଼ିବ ବୋଲି ସଜବାଜ ପରା ହେଲାଣି । ଏତିକି ବେଳକୁ ଓଡ଼ିଆ ଘରକୁ ଆସିଗଲା ଦେଖ କିଏରେ, ଘରେ ଘରେ ବାସେ କେତେ ପିଠା ପଣା ବଡ଼ ପରବଟେ ସିଏରେ । ଗାଁ ଆମ୍ବ ତୋଟା…

‘ରଜ ପର୍ବ’କୁ ନେଇ କ’ଣ ରହିଛି ବିଶ୍ବାସ ଓ ପରମ୍ପରା

ଭୁବନେଶ୍ୱର: ରଜ ପର୍ବ ଓଡ଼ିଶାର ଏକ ଗଣପର୍ବ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରନ୍ତି । ତିନିଦିନ ଧରି ଏହା ପୁରପଲ୍ଲୀରେ ବେଶ୍ ଜାକଜମକରେ ପାଳିତ ହୋଇଥାଏ । ସାଧାରଣତଃ ଜ୍ୟେଷ୍ଠ ମାସର ଶେଷ ଦିନକୁ ପହିଲି ରଜ କୁହାଯାଏ । ସେହିପରି ଆଷାଢ ମାସର ପ୍ରଥମ ଦିନକୁ…

ରଜରେ ବିଭିନ୍ନ ପ୍ରକାର ପିଠାର ହୋମ୍ ଡେଲିଭରି କରିବ ଓଟିଡିସି

ଭୁବନେଶ୍ୱର: କୋଭିଡ-୧୯ ହେତୁ ଚଳିତ ବର୍ଷ ରଜ ପର୍ବ ଉତ୍ସବ ଟିକେ ନିଆରା ହେବ ଜ୍ଝ କିଛି ଆୟୋଜକ ସାମାଜିକ ଦୂରତା ନିୟମ ଅନୁସରଣ କରି ଏହି ପର୍ବ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ‘Pitha on Wheel’ ଜରିଆରେ ବିଭିନ୍ନ ପ୍ରକାର ପିଠାପଣାର…

ତୃତୀୟ ଜିଲ୍ଲା ଭାବେ ବାଲେଶ୍ୱରରେ ବି ହେବନି ରଜ ମହୋତ୍ସବ

ବାଲେଶ୍ୱର: କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ କେନ୍ଦୁଝର ଏବଂ ଖୋର୍ଦ୍ଧା ପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଶୁକ୍ରବାର ଦିନ ‘ରଜ ପର୍ବ’ ପାଳନ ଉପରେ ପ୍ରତିବନ୍ଧକ ଲଗାଇଛି। କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ପଦକ୍ଷେପକୁ ମଜବୁତ କରିବା ଉଦ୍ଦେଶ୍ୟରେ ପ୍ରଶାସନ ଘୋଷଣା କରିଛି ଯେ…