Latest Odisha News
Browsing Category

ଧର୍ମ ଓ ପରମ୍ପରା

ମା’ କୁଷ୍ମାଣ୍ଡା

ନବରାତ୍ରର ନବସ୍ୱରୂପର ଚତୁର୍ଥ ରୂପ ‘ମା' କୁଷ୍ମାଣ୍ଡା' ଶାରଦୀୟ ନବରାତ୍ରର ଚତୁର୍ଥ ଦିନ ମା’ କୁଷ୍ମାଣ୍ଡାଙ୍କ ଆରାଧନା କରାଯାଏ । ନିଜଉଦରରୁ ମା' ଏହି ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିବା କାରଣରୁ ତାଙ୍କ ନାମ କୁଷ୍ମାଣ୍ଡା ଭାବରେ ଅଭିହିତ । ମା’ କୁଷ୍ମାଣ୍ଡା ହେଉଛନ୍ତି ତେଜ ଏବଂ ପ୍ରତାପର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୦  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାରଠାରୁ ପଶ୍ଚିମ ଦିଗରେ ଆଗେଇଲେ ପଡେ ହରଚଣ୍ଡି ସାହି ଓ ଗୌଡ଼ବାଡ଼ ସାହି। ଏହି ଦୁଇ ସାହିର ମଧ୍ୟ ସ୍ଥଳ ରେ ଅବସ୍ଥିତ ଶ୍ରୀ…

ଆସନ୍ତୁ ଜାଣିବା ଭାରତର କେଉଁ ବଡ ସହର ମାଆ ଦୁର୍ଗାଙ୍କ ନାମରେ ନାମିତ

ନୂଆଦିଲ୍ଲୀ: ଏବେ ସାରା ଭାରତ ଉତ୍ସବ ମୁଖରିତ କାରଣ ମାଆ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଯାଇଛି । ନବରାତ୍ରୀରେ ୯ ଦିନ ଧରି ମାଆ ଦୁର୍ଗାଙ୍କୁ ପୂଜା କରାଯାଇଥାଏ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତର ବଡ ବଡ ସହର ପ୍ରକୃତରେ ମାଆଙ୍କ ନାମରେ ନାମିତ । ସେଗୁଡିକ ହେଲା- ମୁମ୍ବାଇ:…

ମା’ ଚନ୍ଦ୍ରଘଣ୍ଟା

ନବରାତ୍ରର ନବସ୍ୱରୂପରତୃତୀୟ ରୂପ ‘ମା' ଚନ୍ଦ୍ରଘଣ୍ଟା ’ ନବରାତ୍ରର ତୃତୀୟ ଦିବସରେ ପରମ କଲ୍ୟାଣକାରୀ ଓ ଶାନ୍ତି ପ୍ରଦାୟିନୀ ମା' ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଇଥାନ୍ତି । କକଥିତ ଅଛି ଯେ ମା' ଚନ୍ଦ୍ରଘଣ୍ଟାଙ୍କ ଘଣ୍ଟ ଧ୍ଵନିରେ ଅତ୍ୟାଚାରୀ, ଦାନବ, ଦୈତ୍ୟ ସବୁ ଭୟଭୀତ ହୁଅନ୍ତି। ମସ୍ତକରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାବନ ଶ୍ରୀକ୍ଷେତ୍ରରେ ପବିତ୍ର ଶ୍ୱେତ ଗଙ୍ଗା କୂଳରେ ମହର୍ଷି ଭୃଗୁଙ୍କ ଆଶ୍ରମ ସହ ଶ୍ରୀମନ୍ଦିରର ଅତ୍ୟନ୍ତ ଗୂଢ଼ ସମ୍ପର୍କ ଦେଖିବାକୁ ମିଳେ । ଯେହେତୁ…

ମା’ ବ୍ରହ୍ମଚାରିଣୀ

ନବରାତ୍ରର ନବସ୍ୱରୂପର ଦ୍ଵିତୀୟ ରୂପ ‘ମା ବ୍ରହ୍ମଚାରିଣୀ ’  ନବରାତ୍ରର ଦ୍ୱିତୀୟ ଦିବସରେ ତପ, ତ୍ୟାଗ ଓ ଶକ୍ତିର ଦେବୀ ମା’ ବ୍ରହ୍ମଚାରିଣୀ ସ୍ୱରୂପରେ ପୂଜା ପାଇଥାନ୍ତି । ଏହି ସ୍ୱରୂପ ସହ ମା'ଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାରଠାରୁ ଏବେ ଦକ୍ଷିଣ ଦ୍ୱାର ଆଡେ ଆଗେଇଲେ ଶ୍ରୀମନ୍ଦିରଠାରୁ ବାଲିସାହି ଦେଇ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ଦେଖିବାକୁ ମିଳିବ।…

ଭକ୍ତଙ୍କ ବିଶ୍ୱାସ ଓ ଭରସାର ପୀଠ ସୋନପୁରର ମାଆ ସୁରେଶ୍ୱରୀ ମନ୍ଦିର

ସୋନପୁର: ସୋନପୁର ଗଡ଼ଜାତର ଇଷ୍ଟଦେବୀ ମାଆ ସୁରେଶ୍ୱରୀ । ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳର ଇଷ୍ଟଦେବୀ ଭାବେ ମାଆ ପୂଜା ପାଇ ଆସୁଛନ୍ତି । ଗଡ଼ଜାତର ବିଭିନ୍ନ ପର୍ବ ପର୍ବାଣୀ ଯାନିଯାତ୍ରା ଭିତରେ ମାଆ ସୁରେଶ୍ବରୀ ପରୁହାଁ ଦେବୀ ଭାବେ ସର୍ବାଗ୍ରେ ପୂଜିତା ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପୂର୍ବ ଦିଗରେ ଅବସ୍ଥିତ ଅଙ୍ଗିରସ ମହର୍ଷିଙ୍କ ଆଶ୍ରମ ଭିତରେ ଥିବା ବା ପୂଜା ପାଉଥିବା ଠାକୁରଙ୍କ ବିଷୟରେ ଆଲୋଚନା ଜାରି ରଖିବା । ଏହି…