Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ନାରାୟଣ ସ୍ୱରୂପ ଧାରଣ କରି ଯେଉଁ ସ୍ଥାନରେ ପ୍ରଭୂ ଚକ୍ର ନାରାୟଣ ପୂଜା ପାଆନ୍ତି। ସେହି ସ୍ଥାନଟି ଏତେ ପବିତ୍ର ଯେ ମହୋଦଧି କୂଳରେ ଅବସ୍ଥିତ ଏହି ଅଞ୍ଚଳ…

ଜାଣନ୍ତି କି ଭଣ୍ଡ ଗଣେଶ କିଏ ?

ଆଜି ଗଣେଶ ପୂଜା ବା ଗଣେଶ ଚତୁର୍ଥୀ। ଭଗବାନ୍ ଶ୍ରୀ ଗଣେଶଙ୍କର ଅନେକ ସ୍ୱରୂପ ରହିଛି। ଭଣ୍ଡ ଗଣେଶ ହେଉଛନ୍ତି ଗଣେଶଙ୍କର ଏକ ସ୍ୱରୂପ। ପୁରୀ, ଶ୍ରୀମନ୍ଦିରର ଭିତର ବେଢ଼ାରେ ପଶ୍ଚିମ ଦ୍ୱାରର ଦକ୍ଷିଣକୁ ଭଣ୍ଡ ଗଣେଶ ମନ୍ଦିର ଅବସ୍ଥିତ। ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଏହି ମନ୍ଦିରର ନାମ କାଞ୍ଚି…

ଗଣେଶ ପୂଜା: ବିଦ୍ୟା ଅନୁକୂଳର ଦିନ ଖଡ଼ିଛୁଆଁ

। । ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ। ନିର୍ବିଘ୍ନମ୍। କୁରମେଦେବ, ସର୍ବକାର୍ଯ୍ୟେସୁ ସର୍ବଦା । । ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ସାରା ଭାରତରେ ଗଣେଶ ପୂଜା ପାଳନ ହୋଇଥାଏ । ତେବେ, ଓଡ଼ିଆ ମାନଙ୍କର ଆଉ ଏକ ନିଆରା ପ୍ରାଚୀନ ପରମ୍ପରା ଏହି ଉତ୍ସବ ସହିତ ଯୋଡ଼ି ହୋଇ ରହିଛି। ତାହା…

ବିଶେଷତାରେ ବିଘ୍ନରାଜ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଗଣେଶ ପୂଜା । ତୁମେମାନେ ତ ଆଜି ପୂଜା କରିବ। ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ । ଏହାର ଅର୍ଥ ଆମେ କୌଣସି ଦେବାଦେବୀଙ୍କ ପୂଜା କରିବା ଆଗରୁ ପ୍ରଥମେ ଗଣେଶଙ୍କର ପୂଜା କରୁ। କାରଣ ଗଣେଶ ବିଘ୍ନବିନାଶକ ଭାବରେ ସବୁ ଅସୁବିଧାର ସମାଧନ କରିଥାନ୍ତି। ପିଲାମାନେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ପ୍ରଚାର ପାଇଁ ଉଦିଷ୍ଟ”ଗଜ ଉଦ୍ଧାରଣ “ଉପାଖ୍ୟାନ “ଖଣ୍ଡିକିଆ ହରିବଂଶ “ଆଧାରରେ ଆମେ ଆଲୋଚନା ଜାରି ରଖିଛେ। ଏଠାରେ ଗଜ ଚଉରlଶି କାଠି ଜଳରେ ବୁଡ଼ି…

ଆଜି ବାଲି ତୃତୀୟା: ଶିବଙ୍କୁ ପାଇବା ଲାଗି ପାର୍ବତୀ କରିଥିଲେ କଠୋର ତପସ୍ୟା…

 । । ଶିବୟୈ ସର୍ବମାଙ୍ଗଲ୍ୟୈ ଶିବାୟ ସତ‌ତଂ ନମଃ। ଶିବେସର୍ବପ୍ରଦାତ୍ରି ତ୍ୱଂ ଶିବରୂପେ ନମୋନମଃ  । । ଆଜି ବାଲି ତୃତୀୟା, ଭିନ୍ନ ଏକ ଓଡ଼ିଆ ପରମ୍ପରା। ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଏ ବାଲି ତୃତୀୟା ବ୍ରତ। ଏହି ପର୍ବ ଭାରତ ବର୍ଷରେ କେବଳ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ “ଗଜ ଉଦ୍ଧାରଣ “ପ୍ରସଙ୍ଗ ଆମେ ତତ୍ତ୍ୱତଃ ମନ ରୂପୀ ଗଜ ଓ ଇନ୍ଦ୍ରିୟ ରୂପୀ କୁମ୍ଭୀର ବିବେଚନା ନକରି ଯଦି ସ୍ଥୁଳତଃ ବିଚାର କରିବା, ତେବେ ବିଭିନ୍ନ ପୁରାଣ ଓ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାଳମୁକୁନ୍ଦ ରୁପ ଧରି ବଟ ପତ୍ରରେ ଶୟନ ଓ ପ୍ରଳୟ ଜଳରେ ଭାସି ଆସୁଥିବା ମାର୍କଣ୍ଡେୟ ଋଷିଙ୍କୁ ଉଦ୍ଧାର କରି ନିଜ ଉଦର ମଧ୍ୟରେ ପ୍ରବେଶ କରାଇ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଙ୍କ ପୁରୁଷୋତ୍ତମ କ୍ଷେତ୍ର ଗାରିମା ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛନ୍ତି ସ୍ୱୟଂ ଶ୍ରୀ ଜଗନ୍ନାଥ ଓ ସର୍ବଦା ତରଙ୍ଗlୟିତ ହେଉଥିବା ମହୋଦଧି। ଏହି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ଓଁ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦେବଦୁର୍ଲ୍ଲଭ ଶ୍ରୀକ୍ଷେତ୍ର ତୀର୍ଥରାଜ ମହୋଦଧିର ପୁଣ୍ୟ ସ୍ଥଳି ସ୍ୱର୍ଗଦ୍ୱାର ସମ୍ମୁଖ ତଟରେ ପ୍ରଭୁଙ୍କୁ ସ୍ମରଣ ଓ ମନନ କରି କରି ମହା ଆନନ୍ଦରେ ସ୍ନାନ…