Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଦୁଇଟି ଚକ୍ରଙ୍କ ବିଶେଷ ପ୍ରଭାବ ଦୃଷ୍ଟି ଗୋଚର ହୁଏ । ଜଣେ ରତ୍ନସିଂହାସନରେ ପ୍ରଭୁଙ୍କ ସହିତ ବିରାଜମାନ କରନ୍ତି। ଯଥା ଶ୍ରୀଜଗନ୍ନାଥଙ୍କ…

ଆଜି ରାଧାଷ୍ଟମୀ: ରାଧା ହିଁ କୃଷ୍ଣ ହିଁ ରାଧା; କିପରି ଜନ୍ମ ହୋଇଥିଲେ ଶ୍ରୀରାଧା…

।।ବନ୍ଦେ ରାଧାପଦାମ୍ଭୋଜଂ ବ୍ରହ୍ମାଦିସୁରବନ୍ଦିତମ୍, ୟତ୍କୀର୍ତିକୀର୍ତନେନୈବ ପୁନାତି ଭୁବନତ୍ରୟମ୍। ନମୋ ଗୋକୁଲବାସିନ୍ୟୈ ରାଧିକାୟୈ ନମୋ ନମଃ, ଶତଶୃଙ୍ଗନିବାସିନ୍ୟୈ ଚନ୍ଦ୍ରାବତ୍ୟୈ ନମୋ ନମଃ॥ ଆଜି ଶ୍ରୀରାଧାଙ୍କ ଜନ୍ମ, ରାଧାଷ୍ଟମୀ। ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ…

ବ୍ରହ୍ମପୁର କେଦାରନାଥ ମନ୍ଦିରରେ ଗଜାନନଙ୍କୁ ଦେଖିବାକୁ ଭିଡ଼

ବ୍ରହ୍ମପୁର: ଦୁଇ ବର୍ଷ ପରେ ବ୍ରହ୍ମପୁର ସହର ଓ ଉପକଣ୍ଠରେ ବେଶ ଧୂମଧାମରେ ପାଳନ ହୋଇଛି ଗଣେଶ ପୂଜା। ଆୟୋଜକଙ୍କ ପକ୍ଷରୁ ଭିନ୍ନ ଭିନ୍ନ ପ୍ରକାର ସାଜସଜ୍ଜା ସହ ମୂର୍ତ୍ତି ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ସହର ଉପକଣ୍ଠ ସାନକୁଶସ୍ଥଳୀ ଗ୍ରାମରେ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଇଛି।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ,ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଯେଭଳି ସର୍ବବ୍ୟାପୀ, ସେଭଳି ସର୍ବନାମ ମଧ୍ୟ । ତେଣୁ ସମୟ ସମୟରେ, ନାରାୟଣ, ଗୋବିନ୍ଦ, ବାସୁଦେବ, ହୃଷିକେଶ, ବିଷ୍ଣୁ, ହରି ଓ ସର୍ବୋପରି ଜଗନ୍ନାଥ, ଜଗମୋହନ,…

ଆଜି ଷଠି ଓଷା: ଭିନ୍ନ ଏକ ଓଡ଼ିଆ ପରମ୍ପରା

ଭୁବନେଶ୍ୱର: ଆଜି ଷଷ୍ଠୀ ଓଷା ବା ଷଠି ଓଷା। ଷଷ୍ଠୀ ଓଷା ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା। ଷଷ୍ଠୀ ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି ବୋଲି କୁହନ୍ତି। ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ (ଗଣେଶ ପୂଜାର ଦୁଇ ଦିନ ପରେ) ଷଠି ଓଷା ପାଳନ ହୁଏ। ଷଠି ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ…

ଭାଷା ଭାଗବତ : କୃତି ଓ ମୁଖାକୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କୃତି ପାସୋରି, ମୁଖାକୃତି ପ୍ରତି ରଖିଲେ ବେଶି ପ୍ରୀତି ହୁଏ ଭାଷାର କେତେ କ୍ଷତି ବୁଝେନି ସ୍ତୁତିକାରୀ ବ୍ୟକ୍ତି କଲେ ମୁହଁର ଚିତ୍ରାଂକନ ବାସ୍ତବ ରୂପଠାରୁ ଭିନ୍ନ ଦିଶିବା ଯେଣୁ ସ୍ବାଭାବିକ ଅନାବଶ୍ୟକ ବେଶି ତର୍କ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାବନ ଶ୍ରୀକ୍ଷେତ୍ରରେ ତୀର୍ଥରାଜ ମହୋଦଧି କୂଳରେ ଅବସ୍ଥିତ ଚକ୍ରତୀର୍ଥ ପୂର୍ବରୁ ବାଙ୍କୀ ମୁହାଣ ନାମରେ ପରିଚିତ ଥିଲା। ବର୍ତ୍ତମାନ ସେ ନଦୀ ମାଳିନୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ନାରାୟଣ ସ୍ୱରୂପ ଧାରଣ କରି ଯେଉଁ ସ୍ଥାନରେ ପ୍ରଭୂ ଚକ୍ର ନାରାୟଣ ପୂଜା ପାଆନ୍ତି। ସେହି ସ୍ଥାନଟି ଏତେ ପବିତ୍ର ଯେ ମହୋଦଧି କୂଳରେ ଅବସ୍ଥିତ ଏହି ଅଞ୍ଚଳ…

ଜାଣନ୍ତି କି ଭଣ୍ଡ ଗଣେଶ କିଏ ?

ଆଜି ଗଣେଶ ପୂଜା ବା ଗଣେଶ ଚତୁର୍ଥୀ। ଭଗବାନ୍ ଶ୍ରୀ ଗଣେଶଙ୍କର ଅନେକ ସ୍ୱରୂପ ରହିଛି। ଭଣ୍ଡ ଗଣେଶ ହେଉଛନ୍ତି ଗଣେଶଙ୍କର ଏକ ସ୍ୱରୂପ। ପୁରୀ, ଶ୍ରୀମନ୍ଦିରର ଭିତର ବେଢ଼ାରେ ପଶ୍ଚିମ ଦ୍ୱାରର ଦକ୍ଷିଣକୁ ଭଣ୍ଡ ଗଣେଶ ମନ୍ଦିର ଅବସ୍ଥିତ। ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଏହି ମନ୍ଦିରର ନାମ କାଞ୍ଚି…

ଗଣେଶ ପୂଜା: ବିଦ୍ୟା ଅନୁକୂଳର ଦିନ ଖଡ଼ିଛୁଆଁ

। । ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ। ନିର୍ବିଘ୍ନମ୍। କୁରମେଦେବ, ସର୍ବକାର୍ଯ୍ୟେସୁ ସର୍ବଦା । । ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ସାରା ଭାରତରେ ଗଣେଶ ପୂଜା ପାଳନ ହୋଇଥାଏ । ତେବେ, ଓଡ଼ିଆ ମାନଙ୍କର ଆଉ ଏକ ନିଆରା ପ୍ରାଚୀନ ପରମ୍ପରା ଏହି ଉତ୍ସବ ସହିତ ଯୋଡ଼ି ହୋଇ ରହିଛି। ତାହା…