Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀ ଭାଗବତ ସାର ୩୦: ମନୁଷ୍ୟଙ୍କୁ ସତକର୍ମ ବିଷୟରେ ମାର୍ଗ ଦେଖାଇବା ପାଇଁ ଉତ୍ପତି ହୁଏ ମନୁଗଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ପଞ୍ଚମ ଲକ୍ଷଣ ହେଉଛି ମନ୍ୱନ୍ତର। ମନ୍ୱନ୍ତର ଏକ କାଳର ଗଣନା, ତେବେ ଏହା ସାଧାରଣ ମଣିଷଙ୍କ କାଳର ଗଣନା ନୁହେଁ। ଜଣେ ମନୁଙ୍କ ରାଜତ୍ୱ କାଳକୁ ମନ୍ୱନ୍ତର କୁହାଯାଏ। ଏଵେ ଆସନ୍ତୁ ଜାଣିବା ମନୁଙ୍କ ଵିଷୟରେ।…

ଶ୍ରୀ ଭାଗବତ ସାର ୨୯: ଅଧର୍ମର ବିନାଶ ଓ ଧର୍ମ ସଂସ୍ଥାପନ ପାଇଁ ଯୁଗେ ଯୁଗେ ପ୍ରଭୁଙ୍କର ଅବତାର ଲୀଳା ହୁଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ବିଭିନ୍ନ ଲକ୍ଷଣ ଆଲୋଚନା ପ୍ରସଙ୍ଗରେ ଏକ ବିଶେଷ ଲକ୍ଷଣ ହେଲା "ପୋଷଣ "। ୪. ପୋଷଣ:- ସର୍ଗ, ବିସର୍ଗ, ସ୍ଥିତି ପରେ ପୋଷଣ ଅର୍ଥାତ ସଚରାଚର ସୃଷ୍ଟି କରିସାରିଲେଣି ତାର ପାଳନର ପ୍ରବନ୍ଧ ହୋଇସାରିଛି ଏଵେ ସକଳ…

ଶ୍ରୀ ଭାଗବତ ସାର ୨୮: ଶ୍ରୀମଦ ଭାଗବତ ଆମକୁ ସୃଷ୍ଟିର ମର୍ଯ୍ୟାଦା ଓ ଶୃଙ୍ଖଳା ରକ୍ଷାର ଜ୍ଞାନ ପ୍ରଦାନ କରେ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଦଶ ଲକ୍ଷଣ ଆଲୋଚିତ ହେବା ପରିପ୍ରେକ୍ଷୀରେ ଆମେ ପ୍ରଥମ ଲସକ୍ଷ ସର୍ଗ ଜାଣିଲେ। ୨.ବିସର୍ଗ:- ସ୍ୱୟଂ ପରମ ପୁରୁଷଙ୍କ ଠାରୁ ସୄଷ୍ଟ ସମସ୍ତ ବିଷୟ ସର୍ଗ ହେଲା କିନ୍ତୁ ଅନ୍ତର୍ଯ୍ୟାମୀ ଗର୍ଭୋଦକଶାୟୀ ଶ୍ରୀବିଷ୍ଣୁଙ୍କ…

ଶ୍ରୀ ଭାଗବତ ସାର ୨୭: ଶ୍ରୀମଦ ଭାଗବତଙ୍କର ଦଶବିଦ୍ଧ ତତ୍ୱ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଦଶ ଲକ୍ଷଣ ଯଥା ୧.ସର୍ଗ ୨.ବିସର୍ଗ ୩.ସ୍ଥିତି ୪.ପୋଷଣ ୫.ଊତି ୬.ମନ୍ୱନ୍ତର ୭.ଈଶାନୁକଥା ୮.ନିରୋଧ ୯.ମୁକ୍ତି ୧୦.ଆଶ୍ରୟ ଏହାକୁ ଭାଗବତଙ୍କର ଦଶବିଦ୍ଧ ତତ୍ୱ ବୋଲି ମଧ୍ୟ କୁହାଯାଏ। ଏସବୁର ତାତ୍ୱିକ…

ଶ୍ରୀ ଭାଗବତ ସାର ୨୬: ଅବିନାଶୀ ତତ୍ତ୍ୱଙ୍କୁ ଚି଼ହ୍ନାଇ ଦେଇ ଭୋଗୀ ମଣିଷଙ୍କୁ ଯୋଗୀରେ ପରିଣତ କରେ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ସଂଗତି କୌଣସି ସତସଙ୍ଗ ଠାରୁ କମ ନୁହେଁ। କାରଣ ଏହା ଅବିନାଶୀ ତତ୍ତ୍ୱଙ୍କୁ ଚି଼ହ୍ନାଇ ଦେଇ ଭୋଗୀ ମଣିଷଙ୍କୁ ଯୋଗୀରେ ପରିଣତ କରିଦିଏ। ଶ୍ରୀମଦ ଭାଗବତରେ ପ୍ରଦତ୍ତ ଉପଦେଶ ଗୁଡିକ ଭବରୋଗ ଦୂର କରିବା ପାଇଁ ଔଷଧ ରୂପେ…

ଶ୍ରୀ ଭାଗବତ ସାର ୨୫: ଭଗବାନଙ୍କ ସଙ୍ଗ ଲାଭର ବିକଳ୍ପ ମାଧ୍ୟମ ହେଉଛି ସାଧୁ ସନ୍ଥଙ୍କ ସଙ୍ଗ ଲାଭ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କଥାମୃତ ଶ୍ରବଣ ମନନ ଓ ଚିନ୍ତନ କରୁଥିବା ବ୍ୟକ୍ତି ବିଶେଷ ଯେ ଜଣେ ଜଣେ ସଜ୍ଜନ ଏହା ନିଃସନ୍ଦେହରେ କୁହାଯାଇପାରେ। କାରଣ ସତସଙ୍ଗ ପ୍ରାଣୀଙ୍କ ମନରୁ ସମସ୍ତ ପ୍ରକାର ବିକାର, ଯଥା କାମନା, ବାସନା ଦୁଶ୍ଚିନ୍ତା ଇତ୍ୟାଦି…

ଶ୍ରୀ ଭାଗବତ ସାର ୨୪: ଭାଗବତ ମନ୍ୟୁଷଙ୍କୁ ମୁକ୍ତି ପଥ ଦେଖାଇବାର ଅନେକ ଉପଦେଶ ପ୍ରଦାନ କରେ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ ଶ୍ରୀମଦ ଭାଗବତ ଏପରି ଏକ ଅମୂଲ୍ୟ ଗ୍ରନ୍ଥ ଯାହା କେବଳ ପ୍ରଭୁଙ୍କର ଲୀଳା ବର୍ଣ୍ଣନା ରେ ସୀମିତ ନୁହେଁ। ଏହା ମନ୍ୟୁଷଙ୍କୁ ମୁକ୍ତି ପଥ ଦେଖାଇବାର ଅନେକ ଉପଦେଶ ପ୍ରଦାନ କରିଥାଏ। ରାଜା ପରୀକ୍ଷିତ ଅଠାଅଶି ହଜାର ସାଧୁଙ୍କ ସଙ୍ଗ ଲାଭ କରି…

ଶ୍ରୀ ଭାଗବତ ସାର ୨୩: ଯଦି ପ୍ରାଣୀ ନିମିଷଟିଏ ସତସଙ୍ଗରେ ବିତାଏ ତେବେ ସେ ଭବ ବନ୍ଧନ ପାରି ହୁଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଏପରି ଏକ ଗୁରୁ ଯେକି ସାଧାରଣ ସଂସାରୀ ପ୍ରାଣୀଙ୍କୁ ମଧ୍ୟ କୁବୁଦ୍ଧି ତ୍ୟାଗ କରି ନିଜର ସୁଜ୍ଞାନ ପ୍ରଭାଵରେ ଭଗବାନଙ୍କ ସାନିଧ୍ୟ ଲାଭ କରିବାରେ ସାହାଯ୍ୟ କରିଥାଏ। ଶ୍ରୀମଦ ଭାଗବତ ପ୍ରଥମ ସ୍କନ୍ଦରେ ସାଧୁ…

ଶ୍ରୀ ଭାଗବତ ସାର ୨୨: ସର୍ବଦା ପ୍ରଭୁଙ୍କର ଚିନ୍ତନରେ ମଗ୍ନ ହୋଇଗଲେ ଭଗବାନଙ୍କ ସାନିଧ୍ୟ ନିଶ୍ଚିତ ହୋଇଯାଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣ୍ଣିତ ଭକ୍ତ ପ୍ରହଲ୍ଲାଦ ଉପାଖ୍ୟାନରେ ଏକ ବଡ଼ କଥା ଆମେ ଜାଣିବାକୁ ପାଇବା ଯଥା କୋଅତି ପ୍ରୟାସୋଅସୁରବାଳକହରେ ରୁପାସନେ ସ୍ବେ ହୃଦି ଛିଦ୍ରବତ ସତଃ ସ୍ୱସ୍ୟାତ୍ମନଃ ସଖ୍ୟୁରଶେଷ ଦେହିନଂ। ସାମାନ୍ୟ ତଃ କିଂ…

ଶ୍ରୀ ଭାଗବତ ସାର ୨୧: ଅସତରୁ ଅସଙ୍ଗ ହୋଇ, ସତ ସତ୍ତା ସହିତ ଯୋଗ ହେବା ହଁ ସତସଙ୍ଗ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆଲୋଚନା, ତାହା ପୁଣି ବ୍ରହ୍ମବେତା ଶ୍ରୀଶୁକଦେବଙ୍କ ମୁଖରେ, ସବୁଠାରୁ ବଡ଼କଥା ଅଠାଅଶୀ ହଜାର ମୁନି ଋଷିଙ୍କ ଉପସ୍ଥିତି, ଏଭଳି ଏକ ପ୍ରକୃଷ୍ଟ ସତସଙ୍ଗ ଯୋଗୁଁ ରାଜା ପରୀକ୍ଷିକ ବିଷ୍ଣୁ ଲୋକ ପ୍ରାପ୍ତ ହେଲେ। ଶାସ୍ତ୍ର…