Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଜୈନ ଧର୍ମରେ କିପରି ପାଳିତ ହୁଏ ଦୀପାବଳି, ଜାଣନ୍ତୁ

ଭୁବନେଶ୍ୱର: ଜୈନଧର୍ମରେ ଦୀକ୍ଷିତ ବ୍ୟକ୍ତିମାନେ ୨୪ତୀର୍ଥଙ୍କର ମହାବୀରଙ୍କର ନିର୍ବାଣ ଦିବସ ରୂପେ ଏହିଦିବସକୁ ପାଳନ କରିଥା'ନ୍ତି । ଏ ସମ୍ପର୍କରେ ଗୋଟିଏ କାହାଣୀ ରହିଛି । ମହାବୀରଙ୍କର ଯେତେବେଳେ ମହାପ୍ରୟାଣ ଘଟିଲା, ସେତେବେଳେ ତାଙ୍କପାଖରେ ବହୁ ଜୈନ ଧର୍ମାବଲମ୍ବୀ ସନ୍ନ୍ୟାସୀ ଭକ୍ତ…

କାହିଁକି ଦୀପାବଳି ପୂର୍ବରୁ ପାଳନ କରାଯାଏ ଛୋଟି ଦିୱାଲୀ; ଜାଣନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ଚଳିତ ବର୍ଷ ଦିପାବଳୀ ପର୍ବ ୧୪ ନଭେମ୍ବର ଅର୍ଥାତ୍ ଶନିବାର ଦିନ ପଡୁଛି। ହିନ୍ଦୁ ପୌରାଣିକ କଥା ଅନୁଯାୟୀ, ପ୍ରତିବର୍ଷ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଛୋଟ ଦିୱାଲୀ ପାଳନ କରାଯାଏ। ଏହି ଦିନକୁ ନରକ ଚତୁର୍ଦଶୀ କିମ୍ବା କାଳୀ ଚୌଦସୀ ମଧ୍ୟ କୁହାଯାଏ। ଏହି ଦିନ ଦୀପାବଳି ପରି ଦୀପ…

ଧନତେରସାରେ ଆସନ୍ତୁ ଜାଣିବା ରାଶି ଅନୁସାରେ କଣ କିଣିଲେ ଶୁଭ ହେବ

ପୁରୀ: ସମୁଦ୍ର ମନ୍ଥନ ସମୟରେ କାର୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ କଳସ ସହିତ ଧନ୍ୱନ୍ତରୀ ମହାପ୍ରଭୁ ପ୍ରକଟ ହୋଇଥିଲେ । ଚଳିତ ବର୍ଷ ନଭେମ୍ବର ୧୨ ଓ ୧୩ରେ କିଛି ସମୟ ପାଇଁ ଧନତେରସା ତିଥି ରହିଛି । ଆସନ୍ତୁ ଜାଣିବା ଏହି ଦିନ ରାଶି ଅନୁସାରେ କେଉଁ ବସ୍ତୁ କିଣିଲେ ଶୁଭ ହେବ । ମେଷ:…

ଦୀପାବଳି ପର୍ବ ଏକ ପରମ୍ପରା ଅନେକ

ପୁରୀ: ଭାରତରେ ଦୀପାବଳିକୁ ବହୁତ ଧୂମଧାମରେ ପାଳନ କରାଯାଏ । ମୁଖ୍ୟତଃ ଏହା ପଂଚ ପର୍ବର ସମ୍ମିଳନୀ । ଅନ୍ୟ ଅର୍ଥରେ କାର୍ତିକ ଅମବାସ୍ୟାରୁ ଭାଇ ଦୁଜ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ । ପୂର୍ବରୁ ଏହା ସମ୍ପୂର୍ଣ୍ଣ ଭାବେ ପାରମ୍ପାରିକ ଢ଼ଙ୍ଗରେ ପାଳନ କରାଯାଉଥିଲା । ଏବେ ଆଧୁନିକ ଢ଼ାଂଚାରେ…

ଓଡ଼ିଆ ସଂସ୍କୃତିରେ ଦୀପାବଳୀ…

ଭୁବନେଶ୍ୱର: ଓଡ଼ିଶାର ସାଂସ୍କୃତିକ ପରମ୍ପରା, ପ୍ରାଚୀନ ମୂଲ୍ୟବୋଧକୁ ରିଦ୍ଧିମନ୍ତ କରେ ଏହି ଦୀପାବଳି ପର୍ବ । ଏହି ଦୀପର ଆଲୋକ ଅନ୍ଧକାରକୁ ଦୂର କରି ନୂତନ ଉନ୍ମାଦନା ସୃଷ୍ଟି କରିଥାଏ ସମାଜରେ । ପବିତ୍ର କାର୍ତ୍ତିକ ମାସ ଅମାବାସ୍ୟା ଦିନ ଦୀପାବଳି ପର୍ବ ପାଳିତ ହୋଇଥାଏ । ଏହି ଦିବସରେ…

ନିଆରା ଦୀପାବଳି, ଯେଉଁଠି ପୂଜା ପାଆନ୍ତି କୁକୁର !

ଭୁବନେଶ୍ୱର: ହିନ୍ଦୁ ସଭ୍ୟତାରେ ଦୀପାବଳିକୁ ବେଶ ଧୁମ୍‌ଧାମ୍‌ରେ ଲୋକେ ପାଳନ କରିଥାନ୍ତି । ଘର ଧୋଇବାଠାରୁ ଆରମ୍ଭ କରି ରାତିରେ ଦୀପ ଓ ଆଲୋକ ସଜ୍ଜା କରିଥାନ୍ତି । ଉପହାର ଆଦାନପ୍ରଦାନ ସହ ସମସ୍ତଙ୍କ ମୁହଁରେ ଥାଏ ଉତ୍ସବର ଝଲକ । ଖାସ କରି ମା' ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କୁ ଏହି ଦିନ ପୂଜା…

ଆସନ୍ତୁ ଜାଣିବା ଦୀପାବଳି ଓ ମାଆ ଲକ୍ଷ୍ମୀଙ୍କ ପୂଜା ପୂର୍ବରୁ ଘରୁ କେଉଁ କେଉଁ ବସ୍ତୁ ବାହାର କରିନେବା ଉଚିତ

ପୁରୀ:ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ମଧ୍ୟରେ ଦୀପାବଳି ଅନ୍ୟତମ । ଏହା କାର୍ତିକ ମାସ ଅମାବାସ୍ୟାରେ ପାଳନ କରାଯାଇଥାଏ । ଏହି ଦିନ ମାଆ ଲକ୍ଷ୍ମୀ ଘରକୁ ଆସନ୍ତି ବୋଲି ବିଶ୍ୱାସ ରହିଛି । ସେଥିପାଇଁ ସମସ୍ତେ ଘର ଦ୍ୱାର, ଦୋକାନ ସଫା ରଖିବା ସହ ରଙ୍ଗ ମଧ୍ୟ କରିଥାନ୍ତି । ଆସନ୍ତୁ ଜାଣିବା ମାଆ…

‘ଦୀପାବଳି’କୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ…

ଭୁବନେଶ୍ୱର: କାର୍ତ୍ତିକ ମାସର ଅମାବାସ୍ୟାକୁ ଦୀପାବଳି ରୂପେ ପାଳନ କରାଯାଇଥାଏ । ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ସମଗ୍ର ଦେଶ ଉତ୍ସବମୁଖର ହୋଇଉଠିଥାଏ । ଧନତେରସ୍ ଦିନଠାରୁ ଏହି ପର୍ବର ଶୁଭାରମ୍ଭ ହୋଇଥାଏ । କିଛି କିଛି ସ୍ଥାନରେ ଦୀପାବଳିକୁ ୫ ଦିନ ଯାଏଁ ପାଳନ କରାଯାଇଥାଏ । କେହିକେହି…

କେଦାରନାଥ ଧାମର କିମ୍ବଦନ୍ତୀ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଉତ୍ତରାଖଣ୍ଡର ରାଜ୍ୟର ଗଡ଼ୱାଲ ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଅବସ୍ତିତ । ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋଲିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜ ମାନ…

ତୃତୀୟ ଦିନରେ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା; ବିନା ଭକ୍ତରେ ଚାଲିଛି ମା’ଙ୍କ ଆରାଧନା

ଢେଙ୍କାନାଳ: ନାଅଛି ଲାଇଟ ନା ତୋରଣ।କୋଭିଡ କଟକଣା ଭିତରେ ଚାଲିଛି ଧନଧାତ୍ରୀ ମା ଗଜଲକ୍ଷ୍ମୀଙ୍କ ପୂଜା। ତୃତୀୟ ଦିନ ରେ ପହଂଚିଛି ବିଶ୍ୱ ପ୍ରସିଦ୍ଧ ଢେ଼ଙ୍କାନାଳର ଗଜଲଷ୍ମୀ ପୂଜା। ନାହିଁ ତୋରଣ, ନାହିଁ ଆଲୋକ ସଜା, ନାହିଁ ଭକ୍ତଙ୍କ ଭିଡ଼, ଶୁଭୁନି ହରିବୋଲ ହୁଳହୁଳି। ତଥାପି ୪ କାନ୍ଥ ମଧ୍ୟରେ…