Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ମହାଶିବରାତ୍ରୀ: କାହିଁକି ଶିବଙ୍କୁ ଅର୍ପଣ କରାଯାଏ କେତକୀଫୁଲ, ଜାଣନ୍ତୁ…

ପବିତ୍ର ଶିବରାତ୍ରୀରେ ଭକ୍ତମାନେ ମହାଦେବଙ୍କୁ ବେଲପତ୍ର, ଦୁର୍ଦରା ଫୁଲ, କେତକୀ ଫୁଲ, ମହୁ ଏବଂ କ୍ଷୀରଦାନ କରି ପୂଜାର୍ଚ୍ଚନା କରିଥାଆନ୍ତି । କେତକୀ ଫୁଲ କାହିଁକି ଦେବଦେବ ମହାଦେବଙ୍କ ଅତି ପ୍ରିୟ ଏସମ୍ପର୍କରେ ଏକ ପୌରାଣିକ କଥାବସ୍ତୁ ରହିଛି । ଶିବ ପୁରାଣ ଅନୁସାରେ ଭଗବାନ ଶିବଙ୍କ ଆଦି…

ମହାଶିବରାତ୍ରୀ: ରାଜ୍ୟର ପ୍ରମୁଖ ଶୈବପୀଠରେ କେଉଁ ସମୟରେ ଉଠିବ ମହାଦୀପ, ଜାଣନ୍ତୁ

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାରେ ଲାଗିଛି । ଭୁବନେଶ୍ୱରସ୍ଥିତ ଏକାମ୍ରକ୍ଷେତ୍ରର ଶ୍ରୀଲିଙ୍ଗରାଜ ମନ୍ଦିରର ୨୦୦ ମିଟର ବ୍ୟାରିକେଡ଼ ମଧ୍ୟରେ ଦର୍ଶନାର୍ଥୀମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ…

ବାବା ଆଖଣ୍ଡଳମଣିଙ୍କ ମହାଦୀପ ସହ ସୁନାବେଶ ଦର୍ଶନ ପାଇଁ ପୀଠରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ

ଭଦ୍ରକ: ପବିତ୍ର ମହାଶିବରାତ୍ରି ଉପଲକ୍ଷେ ବାବା ଆଖଣ୍ଡଳମଣିଙ୍କ ପୀଠ ଭକ୍ତମୟ ହୋଇ ଉଠିଛି । ବିଶେଷକରି ମଣିବାବାଙ୍କ ସୁନାବେଶ ଓ ମହାଦୀପ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପୀଠରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁମାନଙ୍କ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଛି ସମଗ୍ର…

ଓଡ଼ିଆ ସଂସ୍କୃତିରେ ମହାଶିବରାତ୍ରିର ଗୁରୁତ୍ୱ…

ଭୁବନେଶ୍ୱର: ଶାସ୍ତ୍ର ଅନୁଯାୟୀ ମହାଦେବଙ୍କୁ ପ୍ରସନ୍ନ କରାଇବାର ଦଶ ଗୋଟି ବ୍ରତ ରହିଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ । ଜାବାଳି ଶ୍ରୁତି ଅନୁଯାୟୀ ଦଶ ଶୈବ ବ୍ରତ ମଧ୍ୟରେ ଏହି ବ୍ରତ ସିଦ୍ଧିଦାୟକ । ପୁଣ୍ୟ ମାଘ ମାସର ମାଘସ୍ନାନ ବ୍ରତ ମଧ୍ୟରେ କୃଷ୍ଣ…

ମହାଶିବରାତ୍ରୀ ଲାଗି ଚଳଚଞ୍ଚଳ ଓଡିଶାର ପ୍ରମୁଖ ଶୈବପୀଠ

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ଲାଗି ଶୁକ୍ରବାର ଦିନ ରାଜ୍ୟର ସମସ୍ତ ଶିବାଳୟ ମାନଙ୍କରେ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର ଭିଡ ଜମିବାରେ ଲାଗିଛି । ଏହି ଅବସରରେ ଆଜି ଭୋରରୁ ଧବେଳଶ୍ୱର, ଲୋକନାଥ, ଆଖଣ୍ଡଳମଣୀ, କପିଳାସ, ଲିଙ୍ଗରାଜ, ପଞ୍ଚଲିଙ୍ଗେଶ୍ୱର ଏବଂ ବେଦବ୍ୟାସ ପରି ପ୍ରମୁଖ…

ମହାଶିବରାତ୍ରୀ: ସୁବାସିତ ଫୁଲ, ରଙ୍ଗୀନ ଆଲୋକମାଳାରେ ଝଟକୁଛି ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ମହାଶିବରାତ୍ରୀ ଉପଲକ୍ଷେ ପ୍ରସିଦ୍ଧ ଏକାମ୍ରକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶିବରାତ୍ରୀ ଉତ୍ସବ ଲାଗି ୨୦ ପ୍ରକାର ସୁବାସିତ ଫୁଲରେ ସଜ୍ଜିତ ହୋଇଛି ମନ୍ଦିର । ପ୍ରାୟ ୧୫ ଲକ୍ଷ ଟଙ୍କାର ସୁବାସିତ ଫୁଲରେ ସଜା ହୋଇଛି ମନ୍ଦିର, ରଙ୍ଗୀନ ଆଲୋକମାଳା…

ଅଜବ ପ୍ରଥା : ବିବାହର ୩ ଦିନ ପର୍ଯ୍ୟନ୍ତ ପତି-ପତ୍ନୀ ଶୌଚାଳୟ ଯିବେନି

ଜାକର୍ତା: ବାହାଘର ନେଇ ଭିନ୍ନ ଭିନ୍ନ ନୀତି ନିୟମ ପାଳନ କରାଯାଏ । ତେବେ ଇଣ୍ଡୋନେସିଆରେ ଏକ ଅଜବ ରୀତି ରହିଛି । ଏଠାରେ ବିବାହ ପରେ ପତି-ପତ୍ନୀ ୩ ଦିନ ପର୍ଯ୍ୟନ୍ତ ଶୌଚାଳୟ ଯିବେନି । ଯଦି କିଏ ଯାଏ ତା’ହେଲେ ଏହାକୁ ଅଶୁଭ ମନାଯାଏ । ବିଶେଷ କରି ଟ୍ୱାଙ୍ଗ ସମ୍ପ୍ରଦାୟର ଲୋକ ଏହି ପ୍ରଥା…

ଜାଗର ଉପଲକ୍ଷେ ଆରଡ଼ି ଆଖଣ୍ଡଳମଣିପୀଠ ଚଳଚଞ୍ଚଳ; ରାତି ୪ଟାରେ ଉଠିବ ମହାଦୀପ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ିଠାରେ ଥିବା ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାତି ପାହିଲେ ଆରଡ଼ି ପୀଠରେ ଶିବରାତ୍ରୀ ଉତ୍ସବ, ତେଣୁ ଓଡ଼ିଶାର ଏହି ପ୍ରସିଦ୍ଧ ଶୈବ ପୀଠ ଚଳଚଞ୍ଚଳ ହୋଇ ଉଠିଛି । ଆରଡ଼ିସ୍ଥିତ…

ମହାଦେବଙ୍କର କାହିଁକି ପ୍ରିୟ ଦୁଦୁରା ଫୁଲ, ଜାଣନ୍ତୁ…

ଭୁବନେଶ୍ୱର: ରାତି ପାହିଲେ ଶିବରାତ୍ରି। ଦେବଦେବ ମହାଦେବଙ୍କ ଅତ୍ରିପ୍ରିୟ ଦିନ । କୁହଯାଏ ମହାଦେବଙ୍କୁ ଏହିଦିନ ତାଙ୍କ ମନ ପସନ୍ଦର ଦ୍ରବ୍ୟ ଅର୍ପଣ କରି ପୂଜାର୍ଚ୍ଚନା କଲେ ଭକ୍ତଙ୍କ ସକଳ ମନୋବାଞ୍ଛା ପୂର୍ଣ୍ଣ ହୁଏ । ମହାଦେବଙ୍କ ପ୍ରିୟ ଦ୍ରବ୍ୟ ମଧ୍ୟରେ ଦୁଦୁରା ଫୁଲ ଅନ୍ୟତମ । ସଂସାରରେ…

ବୁଦ୍ଧ ମନ୍ଦିରରେ ପୁନଃ ସ୍ଥାପିତ ହେଲା ମୂର୍ତ୍ତି

ଭୁବନେଶ୍ୱର: ଗତ ଫନି ମହାବାତ୍ୟାରେ ଉପୁଡ଼ି ପଡ଼ିଥିବା ବୋଧୀଦ୍ରୁମର ପୁନଃ ସ୍ଥାପନ ଓ ବୈଜ୍ଞାନିକ ପ୍ରକ୍ରିୟାର ସଫଳତା ପରେ, ଆଜି ବୋଧୀଦ୍ରୁମ ପରିସରରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତୀକୁ, ସର୍ବଭାରତୀୟ ମହାବୋଧି ସମିତିର ସାଧାରଣ ସମ୍ପାଦକ ମହାମାନ୍ୟ ଶିଓଲି ଥେରୋ ପୁନଃ ପ୍ରତିଷ୍ଠା କରିଛନ୍ତି…