Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଜାଣନ୍ତୁ, ଶ୍ରୀମନ୍ଦିରରେ କିପରି ପାଳନ ହୁଏ ମକର ସଂକ୍ରାନ୍ତି…

ଭୁବନେଶ୍ୱର: ମକର ସଂକ୍ରାନ୍ତି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ (ପତଳା ସୂତାର ଜାଲିକନା) ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ । ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ…

ଜାଣନ୍ତୁ, କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି

ଭୁବନେଶ୍ୱର: ଓଡିଆ ସଂସ୍କୃତିରେ ବାରମାସରେ ତେରପର୍ବ ପାଳନ କରାଯାଉଥିବା ବେଳେ ଏହି ‘ମକର ପର୍ବ’ ସେଥିମଧ୍ୟରୁ ଅନ୍ୟତମ । ଯାହାକୁ ପ୍ରତିବର୍ଷ ଜାନୁଆରୀ ମାସରେ ପାଳନ କରାଯାଇଥାଏ । କୁହାଯାଏ, ଏହିଦିନରେ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ…

ମକର ସଂକ୍ରାନ୍ତି ବିଶେଷ ‘ମକର ଚାଉଳ’ର ପ୍ରସ୍ତୁତି ପ୍ରଣାଳୀ…

ଭୁବନେଶ୍ୱର: ମକର ସଂକ୍ରାନ୍ତି ଦିନ ବନ୍ଧୁତ୍ୱର ସମ୍ପର୍କକୁ ମଜବୁତ୍‍ କରିବା ପାଇଁ ବନ୍ଧୁମାନେ ପରସ୍ପର ହାତରେ ସୂତା ବାନ୍ଧିବା ସହ ପରସ୍ପରକୁ ମକର ଚାଉଳ ଖୁଆଇ ଥାଆନ୍ତି। ଆସନ୍ତୁ ଜାଣିବା ଏହି ମକର ଚାଉଳର ପ୍ରସ୍ତୁତି ପ୍ରଣାଳୀ... ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, କ୍ଷୀର, କୋରା…

ଓଡ଼ିଶାରେ କିପରି ପାଳନ କରାଯାଏ ମକର ସଂକ୍ରାନ୍ତି…

ଭୁବନେଶ୍ୱର: ସଂସ୍କୃତିର ରାଜ୍ୟ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ସେଥିରୁ ‘ମକର ସଂକ୍ରାନ୍ତି’ ଅନ୍ୟତମ। ଓଡିଶାର ସବୁଠାରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଗୃହର ଦେବାଦେବୀ ଓ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ । ବିଭିନ୍ନ ମନ୍ଦିରରେ ମକର ଚାଉଳ ପ୍ରଦାନ କରିବା ସହିତ ବିଶେଷ ନୀତି…

ନରସିଂହପୁରର ପ୍ରଗଳା ଠାକୁରଣୀ; ଯେଉଁଠି ଶୂନ୍ୟରେ ଉଡୁଛି ଖଣ୍ଡା…

ଭୁବନେଶ୍ୱର: ସଂସ୍କୃତି ରାଜ୍ୟ ଆମ ଓଡିଶାରେ ଲୁଚି ରହିଛି ଅନେକ କିମ୍ବଦନ୍ତୀ ଓ ରହସ୍ୟ । ଯାହା ଲୋକଲୋଚନକୁ ମଧ୍ୟ ଆସିପାରି ନାହିଁ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏକ ରହସ୍ୟମୟ ଠାକୁରାଣୀ ପୀଠ ସମ୍ପର୍କରେ । ଯାହାକୁ ପଢି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଏହି ରହସ୍ୟମୟ ପୀଠରେ ଶୂନ୍ୟରେ ଉଡୁଛି…

କଂସ ବଧ ସହ ବରଗଡ଼ ଧନୁଯାତ୍ରାରେ ପଡିଲା ଯବନିକା

ବରଗଡ଼: ଯେଉଁ ମଥୁରା ନଗରୀ ନୃଶଂସ କଂସର ଅଟ୍ଟହାସ୍ୟରେ ଫାଟି ପଡୁଥିଲା ସେଠି ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜୟ ଜୟକାର ଧ୍ୱନୀରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି । ଦୀର୍ଘ ୧୧ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶେଷ ଦିନରେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ମଞ୍ଚରେ…

ଅନ୍ତିମ ପର୍ଯ୍ୟାୟରେ ଧନୁଯାତ୍ରା: ଆଜି ହେବ କଂସ ବଦ୍ଧ…

ବରଗଡ଼: ଅନ୍ତିମ ପର୍ଯ୍ୟାୟରେ ବରଗଡ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚରେ ଶ୍ରୀକୃଷ୍ଣ କରିବେ କଂସ ବଦ୍ଧ। କଂସ ବଦ୍ଧ ପାଇଁ କୃଷ୍ଣ-ବଳରାମ ମଥୁରା ନଗରୀରେ ପହଞ୍ଚିଛନ୍ତି । ନିଜର ପ୍ରିୟ ଭଗବାନ କୃଷ୍ଣ ବଳରାମଙ୍କୁ ପାଇ ଆତ୍ମ ବିଭୋର ହୋଇଯାଇଛନ୍ତି ମଥୁରାବାସୀ । ଅକ୍ରୁରଙ୍କ ସହ…

ଶ୍ରୀଜଗନ୍ନାଥଙ୍କ ପୁଷ୍ୟାଭିଷେକ; ସୁନାବେଶରେ ଝଟକନ୍ତି ମହାପ୍ରଭୁ…

ପୁରୀ: ସୁନା ବେଶ ବା ରାଜାବେଶ ବା ବଡତଢ଼ାଉ ବେଶ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ବେଶ । ଏଥିରେ ଠାକୁରଙ୍କୁ ସୁବର୍ଣ୍ଣ ଆଭୁଷଣରେ ସାଜ କରାଯାଏ । ପ୍ରତି ବର୍ଷ ସୁନାବେଶ ପାଂଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ…

ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ: କେତେ ଶୁଭ କେତେ ଅଶୁଭ…

ଭୁବନେଶ୍ୱର: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଜାନୁୟାରୀ ୧୦ ତାରିଖରେ ଧାର୍ମିକ ମାନ୍ୟତା ଅନୁସାରେ ଗ୍ରହଣ ର ପ୍ରଭାବ ଶୁଭ ହେଉ ଅବା ଅଶୁଭ ତାହା ପ୍ରତି ରାଶି ଉପରେ ରହିଥାଏ । ଚଳିତ ବର୍ଷ ଅର୍ଥାତ ୨୦୨୦ ରେ ସମୁଦାୟ ୬ ଟି ଗ୍ରହଣ ର ଯୋଗ ରହିଛି । ସେଥି ମଧ୍ୟରେ ୪ଟି ଚନ୍ଦ୍ରଗ୍ରହଣ ଓ ୨ଟି ସୂର୍ଯ୍ୟ…

ମହାପ୍ରଭୁଙ୍କ ଆଶ୍ଚର୍ଯ୍ୟଜନକ ରୋଷଶାଳା; ଭକ୍ତ କେବେ ଓପାସରେ ଫେରେନାହିଁ !

ପୁରୀ: କଥାରେ ଅଛି ଶ୍ରୀକ୍ଷେତ୍ର ପୁରୀରେ ପାଦ ଥାପିଲେ ପାପ ଧୋଇ ହୋଇଯାଏ । ସେହିପରି ଶ୍ରୀମନ୍ଦିରରେ ପାଦ ଦେଲେ କେହି ଭୋକିଲା ରୁହେ ନାହିଁ । ଜଣେ ପ୍ରକୃତ ଭକ୍ତ କେବେ ହେଲେ ଓପାସରେ ଏଠାରୁ ଯିବ ନାହିଁ । ଏହା ଶ୍ରୀଜଗନ୍ନାଥଙ୍କ ଲୀଳା କ୍ଷେତ୍ର । ଯେତେ ଲୋକ ହେଲେ ମଧ୍ୟ ଏଠାରେ ମହାପ୍ରସାଦ…