Latest Odisha News

BREAKING NEWS

Browsing Category

ରଥ ପଥ ଜଗନ୍ନାଥ

ଶ୍ରୀମନ୍ଦିର ‘ଗରାବଡୁ’ ସେବକଙ୍କ ଲାଗି କରୋନା ସଚେତନତା ଶିବିର ଅନୁଷ୍ଠିତ

ପୁରୀ:  ପୁରୀ ନୀଳାଦ୍ରୀ ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁରୀ ସ୍ୱାସ୍ଥ୍ୟ ବିଭାଗଙ୍କ ସହଯୋଗରେ କରୋନା ଭୂତାଣୁ ସମ୍ପର୍କରେ ‘ଗରାବଡୁ’ ସେବକମାନଙ୍କ ନିମନ୍ତେ ସଚେତନତା ଶିବିର ଶ୍ରୀମନ୍ଦିର ପ୍ରଶାସକ, ଉନ୍ନୟନ ଅଜୟ କୁମାର ଜେନାଙ୍କ…

ଜୋର୍‌ଦାର୍ ଚାଲିଛି ରଥ ନିର୍ମାଣ; ଅସ୍ଥାୟୀ ଶାଳରେ ତିଆରି ହେଲା ଅଗପାତେଳୀ, ଗରଗରା କଣ୍ଟା

ପୁରୀ: ଲକ୍‌ଡାଉନ୍ କଟକଣାକୁ ମାନି ରଥଖଳାରେ ସମସ୍ତ କାରିଗର ସେବକମାନେ ନିର୍ମାଣ କରି ଚାଲିଛନ୍ତି ତିନିରଥ । ଶନିବାର ସନ୍ଧ୍ୟା ସୁଦ୍ଧା ତାଳଧ୍ୱଜ ରଥର ୧୧ଟି ଚକ ଶେଷ ହୋଇ ଅନ୍ୟ ଦୁଇଟି ଚକ ମଧ୍ୟରୁ ଗୋଟିକରେ ପଇ ପିନ୍ଧା କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଚକଟିର ତୁମ୍ବରେ ଅର ସଂଯୋଗ ସରିଛି ।…

ପୁରୀର ସାତ ଲହଡ଼ି ମଠ କଥା…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଅତିବଡୀ ଜଗନ୍ନାଥ ଦାସଙ୍କର ତିରୋଭାବ ପୀଠ ଭାବେ ସାତ ଲହଡି ମଠ ଶ୍ରୀକ୍ଷେତ୍ର ତଥା ସମଗ୍ର ଓଡିଶାରେ ସୁପରିଚିତ । ଉତ୍କଳର ଗଜପତି ପ୍ରତାପରୁଦ୍ର ଦେବ ଅତିବଡୀଙ୍କୁ ବହୁତ ସମ୍ମାନ…

ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତି: ଦ୍ରୁତଗତିରେ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ

ପୁରୀ: ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ତିନିରଥର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । କରୋନା ମହାମାରୀ ହେଉ କି ଅମ୍ଫାନ୍ ମହାବାତ୍ୟା ପ୍ରଚଣ୍ଡ ଖରା ହେଉକି ବର୍ଷା କାହାକୁ ଖାତିର୍ ନକରି ରଥ ନିର୍ମାଣ କରି ଚାଲିଛନ୍ତି ମହାରଣା ସେବକ । ସରକାରଙ୍କ ଲକ୍‌ଡାଉନ୍ କଟକଣାକୁ…

ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ସରିଲା ୨୪ଟି ଚକ ନିର୍ମାଣ କାର୍ଯ୍ୟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଦ୍ରୁତ ଗତିରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ । ସୋମବାର ସନ୍ଧ୍ୟା ସୁଦ୍ଧା ସମସ୍ତ ୪୨ଟି ତୁମ୍ବ ବିନ୍ଧ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି । ରଥଖଳାରେ ସମସ୍ତ କାରିଗର ସେବକମାନଙ୍କ ଦ୍ୱାରା ଆଜି ସୁଦ୍ଧା…

ରଥଯାତ୍ରା: ପ୍ରଚଣ୍ଡ ଖରା ସତ୍ତ୍ୱେ ଦ୍ରୁତଗତିରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ…

ପୁରୀ: ପ୍ରଚଣ୍ଡ ଖରାରେ ଅସହ୍ୟ ଗରମକୁ ଖାତିର୍ ନ’କରି ରଥଖଳାରେ କାରିଗରମାନେ ନିର୍ମାଣ କରି ଚାଲିଛନ୍ତି ତିନିରଥର ନିର୍ମାଣ କାର୍ଯ୍ୟ । ସରକାରଙ୍କ ଲକ୍‌ଡାଉନ କଟକଣାକୁ ପାଳନ କରିବା ସହିତ ସାମାଜିକ ଦୂରତା ରକ୍ଷା କରି ବଡ଼ଦାଣ୍ଡର ରଥଖଳାରେ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ । ପାରମ୍ପରିକ…

ବନ୍ଧୁ ମହାନ୍ତିଙ୍କ ପାଇଁ ଶ୍ରୀଜଗନ୍ନାଥ କଲେ ଅନଶନ

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ବହୁ ବର୍ଷ ପୂର୍ବରୁ ଯାଜପୁରରେ ଭଗବାନ ଜଗନ୍ନାଥଙ୍କ ଭକ୍ତ ବନ୍ଧୁ ମହାନ୍ତି ରହୁଥିଲେ, ସେ ବହୁତ ଗରିବ ପରିବାରରୁ ଥିଲେ , ତାଙ୍କ ସହ ତାଙ୍କ ସ୍ତ୍ରୀ ଓ ଗୋଟେ ବୋଲି ପୁଅ ରହୁଥିଲେ।…

ଆଜ୍ଞାମାଳ ପାଇବା ପରେ ରଥଖଳାରେ ସମ୍ପନ୍ନ ହେଲା ଚକଡେ଼ରା ନୀତି

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ପାରମ୍ପରିକ ଭାବେ ପାଳିତ ହେଉଛି ଭଉଁରୀ ନୀତି । ଆଜିର ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ରଥଖଳାକୁ ଆସିବା ପରେ ତିନିରଥର ଚକ ପୂଜା କରାଯାଇ ବିଜେ କରାଯାଇଥାଏ । ଲକ୍ଡ଼ାଉନର ସମସ୍ତ କଟକଣାକୁ ପାଳନ କରାଯାଇ ଏହି ଭଉଁରୀ ନୀତି ପାଳନ କରାଯାଇଛି ।…

ଭାବର ଠାକୁର ମହାବାହୁ…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଦିନେ ଦାସେ କହିଲେ ବିପ୍ରବର କଥାଏ ଶୁଣିବ କି ମୋର “ ଏହି ମୋ ଶ୍ରୀ ଫଳ (ନଡିଆ) ଗୋଟି ଧରି, ଗରୁଡ ପଛେ ରହିକରି। ବୋଲିବୋ ବାଲି ଗ୍ରାମ ଦାସ, ଦେଇଛି ନିଅ ପୀତବାସ। ସେ ଯେବେ…

ଯବନ କଣ୍ଠରୁ ମହାପ୍ରଭୁ ଶୁଣିଲେ ଗୀତଗୋବିନ୍ଦର ଅଷ୍ଟପଦୀ !

ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ନେଇ ଭକ୍ତବୃନ୍ଦଙ୍କର ଅନେକ ଅନୁଭୂତି ରହିଛି । ଅନେକ ହୃଦୟସ୍ପର୍ଶୀ ଆଧ୍ୟାତ୍ମିକ ଅନୁଭୂତି ଜନମାନସରେ ଆଦୃତି ଲାଭ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ପୁରୀ ଶ୍ରୀକ୍ଷେତ୍ର ଧାମରେ ଲୀଳାବିତାନ କରୁଛନ୍ତି । ତାଙ୍କର ଲୀଳା ଅବର୍ଣ୍ଣନୀୟ, ଅମୃତମୟ ଓ ଅତୁଳନୀୟ ।…