Latest Odisha News

BREAKING NEWS

Browsing Category

ରଥ ପଥ ଜଗନ୍ନାଥ

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ: ଦୀର୍ଘ ୧୫ ଦିନ ଧରି ଅଣବସର ପିଣ୍ଡିରେ ରହି ଚିକିତ୍ସିତ ହେବା ପରେ ଜ୍ୱରରୁ ଆରୋଗ୍ୟ ଲାଭ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଦଇତାପତି ସେବକମାନେ ମହାପ୍ରଭୁଙ୍କ ଆରୋଗ୍ୟ ହେବା ଖବର ଗଜପତି ମହାରାଜାଙ୍କୁ ଜଣାଇବା ପରେ ଏବେ ଶ୍ରୀମନ୍ଦିର ରଥଯାତ୍ରା ଲାଗି ହୋଇ ଉଠିଛି ଚଳଚଞ୍ଚଳ ।…

ଓଡ଼ିଶା ଓ ଜଗନ୍ନାଥ

ଓଡ଼ିଶା ଓ ଜଗନ୍ନାଥ ମାୟାଧର ମାନସିଂହ ଯେ ଦେବତା ସମଗ୍ର ଜଗତର ନାଥ ଏବଂ ଯେ ଓଡ଼ିଶା ଭୂମିକୁ ନିଜର ବାସସ୍ଥାନ ରୂପେ ଗ୍ରହଣ କରି ତାକୁ ଅନୁଗୃହୀତ କରିଛନ୍ତି, ସେ ଯେ ଓଡ଼ିଶାର ନୁହନ୍ତି, ଏକଥା କୁହାଯାଇ ପାରିବନାହିଁ । ଓଡ଼ିଶାର ମହାମହିମ ଗଜପତିମାନେ ସେମାନଙ୍କର ସୁଦୂର ପ୍ରସାରୀ…

ରେଲୱେ ମୋବାଇଲ୍ ଆପରେ ଏଥର ଦେଖିହେବ ରଥଯାତ୍ରା

ଭୁବନେଶ୍ୱର: ଏବର୍ଷ ପୁରୀରୁ ସିଧା ରଥଯାତ୍ରାର ପ୍ରସାରଣ ମୋବାଇଲ୍ ଆପରୁ ଦେଖିହେବ । ରେଲୱେ ଦ୍ୱାରା ପ୍ରସ୍ତୁତ ଏହି ଆପକୁ ଲୋକାର୍ପଣ କରିବା ଅବସରରେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଘୋଷଣା କରାଯାଇଛି । ଡିଜିଟାଲ ଇଣ୍ଡିଆ ର ପ୍ରସାର ଓ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ସୂଚନା ପ୍ରଦାନ କୁ ଲକ୍ଷ୍ୟ…

ଶ୍ରୀଜଗନ୍ନାଥ ପଢିଲେ ରାଜଜେମାଙ୍କ ଗୋପନ ଚିଠି !

ମହାପ୍ରଭୁ ଶ୍ରୀଜଗନ୍ନାଥ - ଏ ହେଉଛନ୍ତି ସେହି ଦାରୁବ୍ରହ୍ମରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ମହାପ୍ରଭୁ । ସେ ଅଲୌକିକତା ଓ ଅପୂର୍ବ ଲୀଳା କାରନାମା  ସହିତ ଭକ୍ତଜନଙ୍କ ହୃଦୟ କନ୍ଦରରେ ଅବସ୍ଥାନ କରିଥାଆନ୍ତି । ବଡ଼ଭାଇ ଶ୍ରୀବଳଭଦ୍ର, ସୁନାଭଉଣୀ ଦେବୀ ସୁଭଦ୍ରା ଓ ଆୟୁଧ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ…

ତୁମେ କଳ୍ପନା ଡୋରିରେ ବନ୍ଧା

ହେ ଅକଳ୍ପନୀୟ, ତୁମେ କଳ୍ପନା ଡୋରିରେ ବନ୍ଧା ସୀତାକାନ୍ତ ମହାପାତ୍ର ତୋହରି ମାୟାରେ ଜଗତ, ମହତ ଆଦି ପଞ୍ଚଭୂତ ଜଗତ ତୋ’ର ତହୁଁ ଜାତ, ପାଳିଣ ପୁଣି କରୁ ଅନ୍ତ । (ଗୋପଲୀଳା, ଚତୁର୍ଥ ଅଧ୍ୟାୟ) ହେ ଅକଳ୍ପନୀୟ , ଜଗତ ତୁମଠୁଁ ଜାତ ହେବା ପୂର୍ବରୁ ତା’ର ସ୍ଥିତି ନଥିଲା । ଜଗତକୁ ନିଜେ…

ଭକ୍ତ ଦାସିଆ ବାଉରୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ର ଧାମରେ ରହି ଭକ୍ତମାନଙ୍କୁ ବିଭିନ୍ନ ରୂପରେ ତଥା ପରିସ୍ଥିତିରେ ଦର୍ଶନ ଦେଇଛନ୍ତି । ଶ୍ରଦ୍ଧାଳୁଙ୍କ ଦୁଃଖ ଯାତନା ତଥା ଯନ୍ତ୍ରଣାସିକ୍ତ ମନ ହୃଦୟରେ ଦେଖାଦେଇଥିବା ବିପଦକୁ ଟାଳି ଦେବାକୁ ସ୍ୱୟଂ ଭଗବାନ ସହଯୋଗ କରିଛନ୍ତି । ଭକ୍ତ ହୃଦୟରେ ଥିବା…

ଏକ ବିସ୍ମୟକର ଘଟଣା

ମୋର ଲେଖକ ଜୀବନର ଏକ ବିସ୍ମୟକର ଘଟଣା ଶାନ୍ତନୁ କୁମାର ଆଚାର୍ଯ୍ୟ ୧୯୭୭ର ଘଟଣା । ସେତେବେଳେ ମୁଁ ମୋ ଉପନ୍ୟାସ ଶକୁନ୍ତଳା ଲେଖାରେ ନିମଜ୍ଜିତ । ଚାକିରିରୁ ଲମ୍ବା ଛୁଟିନେଇ ଘରେ ରହି ମୁଁ ଦିନକୁ ପ୍ରାୟ ବାର ତେରଘଣ୍ଟା ପଢ଼ିବା ଓ ଲେଖିବାରେ ନିୟୋଜିତ କରିଥାଏ । ସେତେବେଳେ ସକାଳ ଓଳିଟା ଯାଏ…

ଆଜି ଶ୍ରୀମନ୍ଦିରରେ ଚକବିଜେ ନୀତି, ଶିଘ୍ର ଆରୋଗ୍ୟ ଲାଭ କରିବେ ଶ୍ରୀଜଗନ୍ନାଥ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ମହାପ୍ରଭୁ ଡ଼ାକିଆଣନ୍ତି ଅସୁସ୍ଥତାକୁ ଏବଂ ପୀଡ଼ିତ ହୁଅନ୍ତି ଭୀଷଣ ଜ୍ୱରରେ । ଏହି ଅଣବସର ସମୟରେ ଥାହି ଶ୍ରୀଜୀଉମାନଙ୍କର ହୋଇଥାଏ ଜ୍ୱର ଉପଚାର । ପୂର୍ବରୁ ପଞ୍ଚମୀ ତିଥିରେ ‘ଫୁଲୁରୀ ତେଲ’ ଦ୍ୱାରା ଠାକୁରମାନଙ୍କୁ ବୈଦ୍ୟ ସେବକ…

ତୃଷାର୍ତ୍ତରେ ମାଣିକଠୁ ଦହି ପିଇଲେ ଜଗା-ବଳିଆ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅପୂର୍ବ ଲୀଳା ଅବର୍ଣ୍ଣନୀୟ ତଥା ଅନୀର୍ବଚନ । ଭକ୍ତଜନଙ୍କ ହୃଦୟରେ ସଦା ସର୍ବଦା ବିରାଜ କରୁଥିବା ସେହି ଲୀଳାମୟଙ୍କ ଅପାର କରୁଣାରୁ ଅଗଣିତ ଶ୍ରଦ୍ଦାଳୁ ତାଙ୍କର ଦିବ୍ୟ ଅନୁଭୂତି ପାଇପାରିଛନ୍ତି । ଶ୍ରୀକ୍ଷେତ୍ରରେ ବିରାଜିତ ସେହି ପ୍ରେମମୟ ଦାରୁବ୍ରହ୍ମଙ୍କୁ…

କିଂବଦନ୍ତିର କଂଠ

କିଂବଦନ୍ତିର କଂଠ ମନୋଜ ଦାସ ବାପାଙ୍କ ଜେଠାପୁଅ ଭାଇ ବାବାଜି ହୋଇଯାଇଥିଲେ । ଏହି ବଡ଼ବାପା ଶ୍ରୀଧର ବାବାଜିଙ୍କର ତପୋବନ ଭଳି ଉଦ୍ୟାନ ପରିବେଷ୍ଟିତ, ସର୍ବଦା ପରିଚ୍ଛନ୍ନ ମାଟି ଘର ଭିତରେ ରାଧାକୃଷ୍ଣ ବିଗ୍ରହଙ୍କ ଅଦୂରରେ ବସି ଜୀବନରେ ପ୍ରଥମେ ପୁରୀ, ବାରାଣସୀ, ହରିଦ୍ୱାର, ମଥୁରା,…