Latest Odisha News

BREAKING NEWS

Browsing Category

ଶ୍ରୀଜଗନ୍ନାଥ କଥାମୃତ

Sri Jagannath Kathamruta

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୭  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ସତ୍ୱତ ଶ୍ରୀଜଗନ୍ନାଥ ସନାତନ ବୈଦିକ ଧର୍ମଧାରାରେ ରହିଥିବା ସୂକ୍ଷ୍ମ ଭକ୍ତି ତତ୍ୱ ହେଉଛି "ଏକାର୍ଣ୍ଣବ ଭକ୍ତି ଧର୍ମ ତତ୍ୱ ". ଏହି ତତ୍ୱ ଯାଦବ ସାତ୍ୱତ ବଂଶୀୟ କ୍ଷତ୍ରୀୟ ପୁରୁଷ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୬ ଜୟ ଜଗନ୍ନାଥ , ଓଁ ନମୋ ଭଗବତେ ବାସୁଦେବାୟ । ଭକ୍ତ ପ୍ରାଣ ଶ୍ରୀଜଗନ୍ନାଥ,ଏହା ସାର୍ବଜନ ବିଦିତ । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ସେ ଭକ୍ତଟିକିଏ ? ଯିଏକି ପ୍ରଭୁଙ୍କର ଏତେ ପ୍ରିୟ ହୋଇପାରେ ! ଏମିତି ଵି ଚିନ୍ତା କରାଯାଇ ପାରେ ପ୍ରକୃତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦେବାଧିଦେବ ହେଉଛନ୍ତି ଶ୍ରୀ ଜଗନ୍ନାଥ । ଓଡ଼ିଶାର ଧର୍ମ, ଦର୍ଶନ, ସଂସ୍କୃତି, ପରମ୍ପରା, ପ୍ରତ୍ୟେକ ଜାଗାରେ ଶ୍ରୀ ଜଗନ୍ନାଥ ଚେତନାର ଝଲକ ଦେଖିବାକୁ ମିଳେ । କାରଣ ଆମ ସଂସ୍କୃତି,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ବିଶ୍ଵମୂର୍ତ୍ତି ଶ୍ରୀଜଗନ୍ନାଥ ସର୍ବ ତତ୍ୱ, ସର୍ବ ଦର୍ଶନ, ସର୍ବ ପରମ୍ପରା ତଥା ସର୍ବ ସମ୍ପ୍ରଦାୟର ଆରାଧ୍ୟ ଶ୍ରୀଜଗନ୍ନାଥ । କେବଳ ମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଦେଲେ,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୩  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୁଇଟି ବିଶେଷ ଗୁଣ ହେଲା ଭକ୍ତଙ୍କୁ ଅଖଣ୍ଡ ଆନନ୍ଦ ଦାନ ଏବଂ ସର୍ବ ଦୁଃଖ ଖଣ୍ଡନ । ସେଥିପାଇଁ ସ୍କନ୍ଦ ପୁରାଣ କହେ "ଖଣ୍ଡନାତ ସର୍ବ ଦୁଃଖl ନାମ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ସଚ୍ଚିଦାନନ୍ଦ ଶ୍ରୀ ଜଗନ୍ନାଥ. ସ୍ୱୟଂ ସତ, ଚିତ୍ତ, ଆନନ୍ଦ ସ୍ୱରୂପ ଶ୍ରୀଜଗନ୍ନାଥ ହେଉଛନ୍ତି ତତ୍ତ୍ୱତଃ ଅନନ୍ତ, ଅନାଦି, ଆଦିମୂଳ, ସେ ବି ଲୀଳାମୟ, ରହସ୍ୟମୟ ଓ ଗୁଢତତ୍ତ୍ୱମୟ. ସେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରାଣ ହିଁ ଜଗନ୍ନାଥ। ବିଭିନ୍ନ ପ୍ରକାର ଶରୀର (ଦେହ )ମାନଙ୍କ ମଧ୍ୟରେ ଆତ୍ମା ନିତ୍ୟ ବସ୍ତୁ ହିସାବରେ ବିରାଜମାନ କରିଥାଏ । ଏହି ପ୍ରାଣ (ଆତ୍ମା), ଆମର ଜଡ଼ ଦେହକୁ ଜୀବନ ପ୍ରଦାନ କରି…

ମହାପ୍ରସାଦର ମହାପରମ୍ପରା

ଶ୍ରୀଜୀଉଙ୍କ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମହାପ୍ରଭୁ ସମ୍ପୂର୍ଣ୍ଣ ମାନବୀୟ ଲୀଳାରେ ଶ୍ରୀମନ୍ଦିରରେ ଉପସ୍ଥିତ । ଖାଲି ମାନବୀୟ ନୁହେଁ ରାଜକୀୟ ମଧ୍ୟ । ତେଣୁ ଏଠି, ମହାପ୍ରଭୁଙ୍କ ପ୍ରସାଦ ଯାହା “ମହାପ୍ରସାଦ” ନାମରେ ଖ୍ୟାତ ତାହା ପିଠାପଣାଠାରୁ ଆରମ୍ଭ କରି…

ଆଜି ଚିତାଲାଗି ଅମାବାସ୍ୟା : ମହାପ୍ରଭୁଙ୍କୁ ଲାଗିହେବ ସ୍ଵର୍ଣ୍ଣ ଏବଂ ରତ୍ନ ଚିତା

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଶ୍ରୀମନ୍ଦିରରେ ଶ୍ରାବଣ ଅମାବାସ୍ୟା ଦିନ ଅର୍ଥାତ ଆଜି ଚିତା ଲାଗି ଅମାବାସ୍ୟା ନୀତି ପାଳିତ ହୋଇଥାଏ । ଏହି ଦିନ ମହାପ୍ରଭୁଙ୍କ ସ୍ଵର୍ଣଚିତା ଲାଗି ହୋଇଥାଏ । ହୀରା ଲୀଳା ଏବଂ…

ଶ୍ରୀଜଗନ୍ନାଥ ଚେତନା …

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶ୍ରୀଜଗନ୍ନାଥ ଏକ ଚେତନାର, ଚିନ୍ତାସାଗର, ସଂସ୍କୃତିର ସଂକେତ । ବିଶ୍ୱପ୍ରେମ, ଶାନ୍ତି, ସାମ୍ୟ, ମୁକ୍ତି ଓ ଅନନ୍ତ ବ୍ୟାପ୍ତିର ପ୍ରତୀକ । ସେ ଜଗତର ନାଥ ଅର୍ଥାତ୍, ଅସୀମ…