Latest Odisha News
Browsing Category

ଗାନ୍ଧୀ କଥା

Mahatma Gandhi Birth Anniversary

ପ୍ରଦର୍ଶିତ ହେବ ପ୍ରାମାଣିକ ଚଳଚ୍ଚିତ୍ର ‘ଓଡିଶାରେ ଗାନ୍ଧିଜୀ’

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୧ ତମ ଜୟନ୍ତୀ ପାଳିତ ହୋଇଛି ଶୁକ୍ରବାର ଦିନ । ଏହି ଅବସରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଏକ ପ୍ରାମାଣିକ ଫିଲ୍ମ ପ୍ରଦର୍ଶିତ କରାଯିବ । ସୂଚନାନୁଯାୟୀ, ଆଜି ଦିନ ୧୦ଟା ବେଳେ…

ନୋବେଲ୍ ଶାନ୍ତି ପୁରସ୍କାର ପାଇଁ କେତେଥର ମନୋନୀତ ହୋଇଥିଲା ଗାନ୍ଧିଜୀଙ୍କ ନାମ!

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ସମଗ୍ର ବିଶ୍ୱରେ ଅହିଂସାର ସର୍ବଶ୍ରେଷ୍ଠ ପୂଜାରୀ ଭାବରେ ଜଣାଶୁଣା । ଅହିଂସା ବଳରେ ଦେଶକୁ ସ୍ୱାଧୀନତା ଦେଇଥିବା ଗାନ୍ଧୀଜିଙ୍କୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଁ ୫ଥର ମନୋନୀତ କରାଯାଇଥିଲା। ହେଲେ ବାପୁଙ୍କୁ ଥରୁଟିଏ ଶାନ୍ତି ପୁରସ୍କାର ମଧ୍ୟ…

ଗାନ୍ଧିଜୀ ଓ ଲବଣ ସତ୍ୟାଗ୍ରହ

ଭୁବନେଶ୍ୱର: ୧୮୩୫ ମସିହାରେ ଇଂରେଜମାନେ ଲୁଣ ମାରିବା ଉପରେ ରୋକ ଲଗେଇଲେ । ଲୋକେ ଲୁଣ ମାରି ପାରିବେ ନାହିଁ ଏପରି ଏକ ଆଇନ କଲେ । କେବଳ ଇଂରେଜମାନେ ହିଁ ଲୁଣ ମାରିବା ପରେ ଏହାକୁ ବିକ୍ରି କରିବା ନିୟମ ଲାଗୁ ହେବାରୁ ଲୋକଙ୍କ ପକ୍ଷରେ ଏହା କିଣିବା ସମ୍ଭବ ହେଲାନି । ଏପରିକି ଭାରତୀୟମାନେ ଲୁଣ…

ଗାନ୍ଧୀଜିଙ୍କ ସମ୍ପର୍କରେ କିଛି ରୋଚକ କଥା, ପଢନ୍ତୁ

ଭୁବନେଶ୍ୱର: ମହାନ ଜନନାୟକ ତଥା ସ୍ଵାଧିନତା ସଂଗ୍ରାମୀ ଏବଂ ଜାତିର ପିତା ହେଉଛନ୍ତି ମହାତ୍ମା ଗାନ୍ଧୀ । ଯାହାଙ୍କ ପ୍ରଚେଷ୍ଟା ଓ ନେତୃତ୍ୱରେ ଆମେ ଭାରତବାସୀ ଆଜି ସ୍ୱାଧୀନତାର ସହ ଜୀବନ ଅତିବାହିତ କରୁଛନ୍ତି। ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋରବନ୍ଦରଠାରେ ମୋହନ ଦାସ କରମ…

ମହାତ୍ମା ଗାନ୍ଧିଙ୍କୁ ୬ଥର ମାରିଦେବାକୁ ଉଦ୍ୟମ ହୋଇଥିଲା, ଜାଣନ୍ତୁ କେବେ ଓ କେମିତି ?

ମହାତ୍ମା ଗାନ୍ଧୀଙ୍କ ଜୀବନ ଏକ ଖୋଲା ପୁସ୍ତକ ପରି ଥିଲା। କୌଣସି କାମ ସେ ଲୁଚାଛପାରେ କରୁନଥିଲେ । କୌଣସି ଜିନିଷକୁ ଗୁପ୍ତ ରଖୁ ନଥିଲେ । ସେଥିପାଇଁ ବାପୁଙ୍କ ନୀତି ଓ ଆଦର୍ଶକୁ ଆଜି ବି ଦେଶ ଓ ବିଶ୍ୱସ୍ତରରେ ସମ୍ମାନ କରାଯାଉଛି । କିନ୍ତୁ ଜାଣିଛନ୍ତି କି ମହାତ୍ମା ଗାନ୍ଧିଙ୍କୁ ବିଭିନ୍ନ…

ଯେବେ ଗାନ୍ଧିଜୀ ଓ ଚାର୍ଲି ଚାପଲିନ୍‌ଙ୍କ ହୋଇଥିଲା ଭେଟଘାଟ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧି । ନିଜ ଅହିଂସା ବଳରେ ଭାରତକୁ ଦେଇଥିଲେ ସ୍ୱାଧୀନତା । ତେବେ ଗାନ୍ଧିଜୀଙ୍କ ଏଭଳି ଅନେକ କିଛି ମୁହୁର୍ତ୍ତ ରହିଛି ଯାହାକୁ ବହୁତ କମ୍ ଲୋକ ଜାଣନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ଗାନ୍ଧିଜୀ ଓ ପ୍ରସିଦ୍ଧ ହଲିଉଡ୍ କମେଡିଆନ୍ ଚାର୍ଲି ଚାପଲିନ୍‌ଙ୍କ…