Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦେଶରେ ୨୬ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୧୦,୩୮,୭୧୬କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଅମିତାଭ ଓ ଅଭିଷେକ ବଚ୍ଚନଙ୍କ ପରେ କରୋନା ସଂକ୍ରମିତ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ ସେମାନେ ହୋମ୍ ଆଇସୋଲେସନରେ ଥିଲେ । ଏବେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେବା ପରେ ହସ୍ପିଟାଲକୁ ସ୍ଥାନାନ୍ତର…

ଦକ୍ଷିଣ ଭାରତ ମନ୍ଦିରର କୋଟି କୋଟି ଅଳଙ୍କାର ଏବେ ମଧ୍ୟ ରହିଛି ଅଜ୍ଞାତ ସ୍ଥାନରେ , ଏହା ଉପରେ ଅନ୍ତର୍ଜାତୀୟ ଲୁଟେରାଙ୍କ…

ଚେନ୍ନାଇ: ପଦ୍ମନାଭସ୍ୱାମୀ ମନ୍ଦିର ସମ୍ପତିର ଝଲକ(୧ ଲକ୍ଷ କୋଟି) ମିଳିବା ପରେ ଦେଶ, ବିଦେଶରେ ଏହାର ଚର୍ଚ୍ଚା ଜୋର ଧରିଥିଲା । ପୂର୍ବରୁ ଏହି ଧନ ଲୋଭରେ ଅନେକ ଥର ହିନ୍ଦୁ ମନ୍ଦିରକୁ ଲୁଣ୍ଠନ କରାଯାଇଛି । ଏ ସବୁ ସତ୍ୱେ ଅନେକ ସମ୍ପତି ଏବେ ମଧ୍ୟ ମନ୍ଦିରଗୁଡିକରେ ରହିଛି । ବିଶେଷ କରି କେରଳ…

ରାଜଧାନୀର ୟୁନିଟ୍‌-୪ ମାଛ ମାର୍କେଟକୁ ସିଲ୍ କଲା ବିଏମ୍‌ସି

ଭୁବନେଶ୍ୱର: ୟୁନିଟ୍ ୪ ମାଛ ମାର୍କେଟର ସାତ ଜଣ ମାଛ ଦୋକାନୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପରେ ବିଏମସି ପକ୍ଷରୁ ମାର୍କେଟକୁ ସିଲ୍ କରାଯାଇଛି । ଅନ୍ୟ ମାଛ ବେପାରୀମାନଙ୍କୁ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି । ଏଥି ସହ ବଜାରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ମଧ୍ୟ ସିଲ୍…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେଲେ ଆଉ ୪୫୩ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୫୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୪୫୩ ଜଣଙ୍କ ମଧ୍ୟରୁ ୨୨୦ ଜଣ ଗଞ୍ଜାମରୁ, ସୁନ୍ଦରଗଡରୁ ୪୧, ନବରଙ୍ଗପୁରରୁ ୩୩, ୨୮ ଜଣ ଖୋର୍ଦ୍ଧା,…

ଜୁଲାଇ ୩୧ ଯାଏଁ ରାଜଧାନୀରେ ମୋ ବସ୍ ସେବା ବନ୍ଦ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ ଜୁଲାଇ ୩୧ ତାରିଖ ଯାଏଁ ଲାଗୁ ହୋଇଛି ଲକ୍‌ଡାଉନ କଟକଣା । ତେବେ ଏହି ସମୟ ମଧ୍ୟରେ ମୋ ବସ୍ ସେବା ବନ୍ଦ ରହିବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନପୋର୍ଟ ବା କ୍ରୁଟ୍ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି । ?…

୧୨୪ ନୂଆ ମାମଲା ସହ ଭୁବନେଶ୍ୱରରେ ହଜାରେ ଟପିଲା କରୋନା ପଜିଟିଭ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୨୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୩ ଛୁଇଁଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ…

୧୪ ଦିନିଆ ଲକ୍‌ଡାଉନରେ ଅଧିକ କଠୋର ହେବ କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ରୋଗୀଙ୍କ ସଂଖ୍ୟା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ ରାଜ୍ୟର ଚାରିଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଲକ୍‌ଡାଉନ ଘୋଷଣା ହୋଇଛି । ତେବେ ଚଳିତ ଥର ଟ୍ୱିନ ସିଟିରେ ଲକ୍ ଡାଉନ କଡାକଡି ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ…

କଟକରେ ଚିହ୍ନଟ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ

କଟକ: କଟକରେ ୩୨ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୧୪୬ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ। ପ୍ରଶାସନର ସୂଚନା ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ…

କରୋନା ଡ୍ୟୁଟି ବେଳେ ଆଶା କିମ୍ବା ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ଭତ୍ତା

ଭୁୁବନେଶ୍ୱର: କରୋନା ଡ୍ୟୁଟି ସମୟରେ ଆଶା କିମ୍ବା ଅଙ୍ଗନବାଡି କର୍ମୀଙ୍କର ମୃତ୍ୟୁ ହେଲେ ସରକାର ସେମାନଙ୍କର ପରିବାରର ଜଣଙ୍କୁ ଭତ୍ତା ଦିଆଯିବ । ଏ ନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ଘୋଷଣା କରିଛନ୍ତି । ଆଶା ଓ ଅଙ୍ଗନବାଡି କର୍ମୀମାନେ କରୋନା ଡ୍ୟୁଟି କରିବା ସମୟରେ ତାଙ୍କର…