Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କଟକ ଜିଲ୍ଲାରେ ସର୍ବାଧିକ କରୋନା ସକ୍ରିୟ ମାମଲା

କଟକ: ଗତ ୨୪ ଘଣ୍ଟା ମଧ୍ୟରେ କଟକ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୯୨ ଜଣ କରୋନା ପଜିଟିଭ୍ । ଏହାକୁ ମିଶାଇ କଟକ ଜିଲ୍ଲାରେ ବର୍ତ୍ତମାନ ସର୍ବାଧିକ ସଂଖ୍ୟକ ସକ୍ରିୟ ମାମଲା ରହିଛି। କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୧ କୁ ବୃଦ୍ଧି ପାଇଥିବା ବେଳେ ୧୨୮ ଜଣ ଆରୋଗ୍ୟ ଲାଭ ଓ ଜଣେ ମୃତ୍ୟୁବରଣ…

ରଜ ଦୋଳି କଟମଟ….

ଭୁବନେଶ୍ୱର: ରଜ ଓ ଦୋଳି ପରସ୍ପର ପରିପୁରକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ପର୍ବ କଥା ଉଠିଲେ ଆପେ ଆପେ ମନକୁ ଆସିଯାଏ ଖରା ପଶିପାରୁନଥିବା ଗାଁର ଗହଳିଆ ଆମ୍ବତୋଟାର ବଡ଼ ବଡ଼ ଗଛରେ ଲଗାଯାଉଥିବା ଦୋଳି କଥା। ରଜରେ ଝିଅ ମାନେ ସଜବାଜ ହୋଇ ମିଠା ପାନ ଖାଇ ଦଳବଳ ହୋଇ ଖେଳନ୍ତି ରଜ ଦୋଳି । ଏହି…

ପାନ ବିନା ଅଧା ରଜ ମଉଜ: ଜାଣନ୍ତୁ ଏହି ରଜପାନର ମହତ୍ତ୍ୱ

ଭୁବନେଶ୍ୱର: କୁହାଯାଏ ପାନ ବିନା ଅଧା ରଜ ମଉଜ। ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ପ୍ରୀତି, ପ୍ରେମ, ବନ୍ଧୁତାର ଛ'ଲକ୍ଷଣ ଏ ଦେଶରେ ନିର୍ଦ୍ଧାରିତ କରାଯାଇଛି । ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଓ ପଚାରେ, ଏ ଛ'ଟି ଆନ୍ତରିକତା ଓ ନିବିଡ଼ତାର…

ଲକଡାଉନ ରଜ; ଫିକା ଫିକା ମଉଜ…

ଭୁବନେଶ୍ୱର: ଆଜି ପହିଲି ରଜ । କରୋନା କଟକଣା ସହ ଆଜି ସାରା ରାଜ୍ୟ ପାଳୁଛି ରଜ ଉତ୍ସବ। ପ୍ରତିବର୍ଷ ଭଳି ପରିସ୍ଥିତି ସାଧାରଣ ଥିଲେ, ଆଜି ଉତ୍ସବମୁଖର ହୋଇଥାନ୍ତା ସାରା ରାଜ୍ୟ । ସହରଠୁ ଗାଁ ସବୁଠି ଜମିଥା'ନ୍ତା ଆସର। କେତେ ହସଖୁସି ବନ୍ଧୁବାନ୍ଧବରେ ଉଠୁଥାନ୍ତା ପଡୁଥାନ୍ତା ଘର । ସଜବାଜ ହୋଇ…

ଓଡ଼ିଶାର ଗଣ ପର୍ବ ରଜ: ଜାଣନ୍ତୁ ଏହାର ବିଶେଷତ୍ୱ

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା…

ବନସ୍ତେ ଡାକିଲା ଗଜ…

ରଜ l ଓଡିଶାର ଗଣପର୍ବ l ରଜର ମଉଜ ବେଶ୍ ନିଆରା l ରଜ ତିନିଦିନରେ ଘରେ ଘରେ ଖାଦ୍ୟପେୟର ଆସର ଜମେ l  ଗଡ଼ିଆ, ପୋଖରୀରୁ ମାଛ ଧରାଯାଏ l ପହିଲି ରଜ, ରଜ ଏବଂ ରଜ ପରଦିନ, ଏ ତିନିଦିନ ପାଇଁ ଘରେ ଘରେ ମଣ୍ଡା, ଆରିସା, ପୋଡ଼ପିଠା, ଇତ୍ୟାଦି ପ୍ରସ୍ତୁତ ହୋଇ ରଖାଯାଏ l ବିବାହିତା ଝିଅ ,ବୋହୁଙ୍କ…

ଏବର୍ଷ କୋରାପୁଟରେ ଜନସାଧାରଣ ଟାଣି ପାରିବେନି ରଥ

କୋରାପୁଟ: ପୁରୀରେ ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଏଯାଏଁ ରାଜ୍ୟ ସରକାର କୌଣସି ଘୋଷଣା କରିନାହାନ୍ତି । କୋରାପୁଟରେ ଅନଷ୍ଠିତ ହେବାକୁ ଥିବା ରଥଯାତ୍ରାରେ କ’ଣ କଟକଣା ରହିବ ସେନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି । କୋରାପୁଟ ଜିଲ୍ଲାରେ କରୋନା ମହାମାରୀ…

ସତ୍ୟବାଦୀ ବ୍ଲକର ୩ଟି ଗ୍ରାମ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷିତ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ୩ଟି ଗ୍ରାମକୁ ଶନିବାର ଦିନ କରୋନା ସଂକ୍ରମଣ ନହେବା ଲାଗି କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷିତ କରାଯାଇଛି । ସତ୍ୟବାଦୀ ବ୍ଲକ ଦାସବିଦ୍ୟାଧରପୁର ପଞ୍ଚାୟତର ପଖିମୁଣ୍ଡା ଗ୍ରାମରେ ୨ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସ୍ଥାନୀୟ…

ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ କରୋନା ସଂକ୍ରମିତ

ଇସଲାମାବାଦ: ପାକିସ୍ତାନରେ ଏବେ କରୋନା ମହାମାରୀ ଉତ୍କଟ ରୂପ ଧାରଣ କରିଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ପାକିସ୍ତାନୀ ଗଣମାଧ୍ୟମ ‘ଡନ୍‌’ ରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ…

ତଥାପି ଆସୁଛି ରଜ…

ତଥାପି ଆସୁଛି ରଜ... ସୁସ୍ମିତା ମହାପାତ୍ର ଗଜରାଜ ଡାକରାରେ ଆଉ ଆସୁନାହିଁ ରଜ, ଆସୁନାହିଁ ଆଷାଢର ଓଦା ପଣତରେ ସରସର ଭିଜିବାକୁ, ପୋଡ଼ପିଠା ମହକରେ ମହକିବାକୁ ଅଥବା ବାହିବାକୁ ବାଉଁଶ ଦୋଳିର କାତ, ଆସୁନାହିଁ ରଜ । ନାହିଁ ଆଜି ଅତୀତ ମଉସୁମୀର ସେ ମତୁଆଲା ପରଶ,…