Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ୟୁଏଇରୁ ୨୧୫ ପ୍ରବାସୀଙ୍କୁ ଫେରାଇ ଆଣିବେ ଓଡ଼ିଆ ପାଇଲଟ

ଭୁବନେଶ୍ୱର: ୟୁଏଇରୁ ଆସିବେ ୨୧୫ ପ୍ରବାସୀ ଓଡ଼ିଆ । ଆସନ୍ତାକାଲି ଏମାନେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରହେର ପହଂଚିବେ । ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଓଡିଆ ଡକ୍ଟର ଚନ୍ଦ୍ର ଶେଖର ଖୁଂଟିଆଙ୍କ ସହାୟତାରେ ଆସନ୍ତାକାଲି ଓଡ଼ିଶା ପହଂଚିବେ । କେନ୍ଦ୍ର…

ସ୍ୱାଦ ଓ ଶୁଙ୍ଘିବା ଶକ୍ତି କମାଇଦେବ କରୋନା

ନୂଆଦିଲ୍ଲୀ: କୋଭିଡ-୧୯ର ଆସିଲା ନୂଆ ଲକ୍ଷଣ । ସ୍ୱାଦ ଓ ଶୁଙ୍ଘିବା ଶକ୍ତି କମାଇ ଦେବ କରୋନା । ଯଦି କୌଣସି ବ୍ୟକ୍ତି ନିଜ ସ୍ୱାଦ ଓ ଶୁଙ୍ଘିବା ଶକ୍ତି ହାରାଇଛନ୍ତି ତେବେ ତାହା କରୋନା ଲକ୍ଷଣ ହୋଇପାରେ ବୋଲି କେନ୍ଦ୍ର ସରକାର କହିଛନ୍ତି । ‘କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ କୋଭିଡ-୧୯’…

ପ୍ରତି ଲକଡାଉନ୍ ପରେ ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା: ରାହୁଲ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ । ଏଥିପାଇଁ ଚାରିଆଡେ ସରକାର କଟକଣା ଲଗାଇଛନ୍ତି । ଲକଡାଉନ୍ ପରେ ଏବେ ଅନ୍‌ଲକ୍‌-୧ ଜାରି ହୋଇଛି । ତେବେ ଏହି ଲକଡାଉନକୁ ନେଇ କଂଗ୍ରେସ ପୁଣି ଥରେ ମୋଦୀ ସରକାରଙ୍କୁ ଘେରିଛି । ଶନିବାର ରାହୁଲ ଗାନ୍ଧୀ ଲକ୍‌ଡାଉନ ପରେ କିଭଳି ଦେଶରେ…

ସଙ୍ଗରୋଧ କେନ୍ଦ୍ରର ଖର୍ଚ୍ଚ ହିସାବ ମାଗିଲେ ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରର ଖର୍ଚ୍ଚ ହିସାବ ମାଗିଛନ୍ତି ସରକାର। ଆଜି ପଂଚାୟତିରାଜ ବିଭାଗ ସଚିବ ଦେଓରଂଜନ ସିଂ ଚିଠି ଲେଖି ଜିଲ୍ଲାପାଳ, ପିଡି ଓ ବିଡିଓଙ୍କୁ ଖର୍ଚ୍ଚ ହିସାବ ଦେବାକୁ କହିଛନ୍ତି । ଜୁନ୍ ୧୯ ସୁଦ୍ଧା…

ରାଉରକେଲାରେ କଡ଼ାକଡ଼ି ହେଲା କରୋନା କଟକଣା; ମାସ୍କ ପିନ୍ଧିବା ନେଇ ଗୁରୁତ୍ୱ

ରାଉରକେଲା: ରାଉରକେଲା ପ୍ରଶାସନ ପକ୍ଷରୁ ଆଜି ସହରରେ କରୋନା କଟକଣାକୁ ଅଧିକ କଡାକଡି କରିବା ଲାଗି ପଦକ୍ଷେପ ନିଆଯାଇଛି । ଶନିବାର ସକାଳୁ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଵୋଲି ସୁନିଲ ନରବଣେ, ଆରଏମସି ଉପାୟୁକ୍ତ ସୁଧାଂଶୁ ଭୋଇ,…

ବଢୁଛି କରୋନା କମୁଛି ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କମ୍ ପରିମାଣର କରୋନା ଟେଷ୍ଟକୁ ନେଇ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ରାଜ୍ୟରେ ସଂକ୍ରମଣ ବଢିଚାଲିଛି । ଆଗକୁ ସ୍ଥିତି ଅସମ୍ଭାଳ ହେବ । ସରକାର ପୂର୍ବରୁ କହିଥିଲେ, ଦିନକୁ ୧୫ ହଜାର ଟେଷ୍ଟ କରିବେ । ଏଯାଏ ତାହା…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ସକାଳୁ ସର୍ବାଧିକ ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ଚିନ୍ତା ବଢାଇଥିବା ବେଳେ ଆଶ୍ୱସ୍ତି ଆଣିଛି ଆକ୍ରାନ୍ତଙ୍କ ସୁସ୍ଥ ହେବାର ଖବର । ଆଜି ରାଜ୍ୟରେ ଆଉ ୧୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା…

କ୍ରିକେଟର ସାହିଦ୍ ଆଫ୍ରିଦିଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦିଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗୁରୁବାର ଯାଏଁ ସେ ଅସୁସ୍ଥତା ଅନୁଭବ କରୁଥିଲେ । ଏହାପରେ ତାଙ୍କର କୋଭିଡ ଟେଷ୍ଟ…

ସେପ୍ଟେମ୍ବର ପୂର୍ବରୁ DL ଓ LL ଆବେଦନ ମନା

ଭୁବନେଶ୍ୱର: ସେପ୍ଟେମ୍ବର ପୂର୍ବରୁ ଡ଼ିଏଲ ଓ ଏଲଏଲ ପାଇଁ ଆବେଦନ କରିହେବ ନାହିଁ । ପୁରୁଣା ଆବେଦନ କାରୀ ଙ୍କୁ ଜୁଲାଇରୁ ମିଳିବ ନୂଆ ସ୍ଲଟ । ଅଢ଼େଇ ଲକ୍ଷ ଆବେଦନକାରୀଙ୍କୁ ନୂଆ ସମୟ ଦିଆଯିବ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଗତ ୧୧ ତାରିଖରେ ଡିଏଲ ଓ ଏଲଏଲ…

ଗୋଟିଏ ଦିନରେ ଜଗତସିଂହପୁରରେ ସର୍ବାଧିକ କରୋନା ପଜିଟିଭ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଶନିବାର ଦିନ ୧୩ଟି ନୂଆ କୋଭିଡ-୧୯ ପଜିଟିଭ ମାମଲା ରିପୋର୍ଟ କରାଯାଇଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି। ସୂଚନାନୁସାରେ, କ୍ୱାରେଣ୍ଟାଇନ କେନ୍ଦ୍ରରୁ ୧୨ ଟି ଏବଂ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଆଉ ଗୋଟିଏ…