Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

‘ବନ୍ଦେ ଉତ୍କଳ ଜନନୀ’: ଯୁବ ବୟସରେ ମହତାବଙ୍କୁ ଅନୁପ୍ରାଣିତ କରିଥିଲା କାନ୍ତକବିଙ୍କ ଲେଖା

ଭୁବନେଶ୍ୱର: ଯେଉଁ କେତେଜଣ ପ୍ରଥିତଯଶା କବି ଓ ଲେଖକ ମାନଙ୍କର ଶାଣିତ ସ୍ୱର ଓ ବଳିଷ୍ଠ ଲେଖନୀ ଚାଳନା ଅନେକଙ୍କୁ ମାତୃଭୂମି ଲାଗି ଲଢେଇ କରିବାକୁ ଶକ୍ତି ଯୋଗାଇଥିଲା ସେଥିମଧ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ୟତମ । ଆଜି କାନ୍ତକବିଙ୍କ କାଳଜୟୀ କବିତା ‘ବନ୍ଦେ ଉତ୍କଳ ଜନନୀ’ ସାରା…

ଅଟକି ଯିବ ଟ୍ରାଫିକ, ସମୂହ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ଅନୁରୋଧ କଲେ ଡିସିପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ସମୂହ ‘ବନ୍ଦେ ଉତ୍କଳ ଜନନୀ’ ଗାନ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ ଏନେଇ ପ୍ରସ୍ତୁତି ହୋଇଛି । ସମୂହ ସଙ୍ଗୀତ ଗାନ କାର‌୍ୟ୍ୟକ୍ରମ ଆରମ୍ଭର ୫ ମିନିଟ ପୂର୍ବରୁ ଟ୍ରାଫିକ୍ ବନ୍ଦ…

ଭଲ ଖବର, ସୁସ୍ଥ ହେଲେ ୭୩ କରୋନା ସଂକ୍ରମିତ

ଭୁବନେଶ୍ୱର:ରାଜ୍ୟରେ ସଂକ୍ରମିତଙ୍କ ତୁଳନାରେ ବଢ଼ି ଚାଲିଛି ସୁସ୍ଥ ସଂଖ୍ୟା । ଆଜି ଆଉ ୭୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୦ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦେଇଛି ।…

ରାଉରକେଲାରୁ ଉଠିଲା କଣ୍ଟେନମେଣ୍ଟ କଟକଣା

ରାଉରକେଲା: ରାଉରକେଲାର ପ୍ରାୟ ସବୁ ଅଚଂଳରୁ ହଟିଲା କଣ୍ଟେନମେଂଟ କଟକଣା । ପୂର୍ବରୁ କିଛି ଅଂଚଳରୁ କଣ୍ଟେନମେଣ୍ଟ ଆଦେଶ ପ୍ରତ୍ୟାହାର ହୋଇଯାଇଥିବା ବେଳେ ଆଜି ବଳକା ଅଂଚଳରୁ ବି କଣ୍ଟେନମେଣ୍ଟ କଟକଣା ପ୍ରତ୍ୟାହାର କରାଯାଇଛି। ରାଉରକେଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରର…

ଭକ୍ତଙ୍କୁ ବଡଦାଣ୍ଡ ମନା, ବିନା ଭକ୍ତରେ ହେବ ରଥଯାତ୍ରା

ପୁରୀ: କରୋନା କଟକଣା ମଧ୍ୟରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଉଁ ଯେଉଁ ଦ୍ୱନ୍ଦ ଲାଗି ରହିଥିଲା । କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ରଥଯାତ୍ରା ନେଇ ସ୍ପଷ୍ଟ ହୋଇଛି । ବିନା ଭକ୍ତରେ ପୁରୀରେ ରଥଯାତ୍ରା ଆୟୋଜନ ହୋଇପାରିବ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି।…

ପୁରୀକୁ ଟ୍ରେନ୍ ଚଳାଚଳ ବାତିଲ

ଭୁବନେଶ୍ୱର: ଏବେ ପୁରୀକୁ ଆଉ ଗଡିବନି ଟ୍ରେନ୍ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ପୁରୀକୁ ସମସ୍ତ ଟ୍ରେନ୍ ଚଳାଚଳ ବାତିଲ କରିଛି ପୂର୍ବତଟ ରେଳବାଇ। ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ପୁରୀକୁ ଯାଉଥିବା ସମସ୍ତ ଟ୍ରେନ…

କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷିତ ହେଲା ବାଣପୁର

ଖୋର୍ଦ୍ଧା: କୋଭିଡ-୧୯ରେ ଦୁଇ ଜଣ ବ୍ୟକ୍ତି ସଂକ୍ରମିତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଣପୁର ଏନଏସି କ୍ଷେତ୍ରକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏହି ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବେଳେ ଏନଏସି ଅଞ୍ଚଳରେ  ଲୋକଙ୍କ ଚଳପ୍ରଚଳ ଏବଂ ଯାନବାହନ…

ସବୁ ଦୋଷ ଚୀନ୍‌ର; ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କଲେ ଡ଼ୋନାଲ୍ଡ୍ ଟ୍ରମ୍ପ୍

ୱାଶିଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସହିତ ଆମେରିକା ତାହାର ସମସ୍ତ ସମ୍ପର୍କ ଚ୍ଛିନ୍ନ କରିଥିବା ନେଇ ମାର୍କିନ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ଘୋଷଣା କରିଛନ୍ତି । ଏପରିକି କରୋନା ଭୂତାଣୁ ସାରା ବିଶ୍ୱରେ ସଂକ୍ରମଣ ହେବାନେଇ ଚୀନକୁ ସମସ୍ତ ଦୋଷ ଦେଇଛନ୍ତି ଆମେରେକୀୟ…

କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ନ’କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଓଡ଼ିଶା ହାଇକୋର୍ଟ ଶନିବାର ଦିନ କରୋନା ରୋଗୀଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ରାଜ୍ୟର କୌଣସି କରୋନା ରୋଗୀ କିମ୍ବା ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ନକରିବାକୁ । “ରାଜ୍ୟର ବିଭାଗୀୟ କର୍ତ୍ତୃପକ୍ଷ ରାଜ୍ୟ…

କରୋନା ଅପଡ଼େଟ୍: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଶନିବାର ଦିନ ୧୧ଟା ୩୦ମି. ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯୭୭ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…