Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭାରତରେ ୫୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୫ ଦିନରେ ୫୨୬ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ଅନ୍ୟ ରାଷ୍ଟ୍ର ଗୁଡିକ ଭଳି ଭାରତରେ ମଧ୍ୟ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ବର୍ତ୍ତମାନ ଖବର ସୁଦ୍ଧା ଦେଶର ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପି ଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ଦେଶରେ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୦ ପଜିଟିଭ: ଓଡ଼ିଶାରେ ୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଗୁରୁବାର ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୦ ଜଣ କରୋନା ପଜିଟିଭ । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏକକାଳୀନ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୧୭ ଜଣ ନୂଆଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଂଜ ଜିଲ୍ଲାରୁ ୩ ଜଣ ସଂକ୍ରମିତ ଥିବା…

ଶ୍ରୀଗୁଣ୍ଡିଚା ମନ୍ଦିରରେ ପାଳିତ ହେଲା ନୃସିଂହ ଚତୁର୍ଦ୍ଦଶୀ

ପୁରୀ: ଲକ୍ଡ଼ାଉନ ସତ୍ୱେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ ଶ୍ରୀକ୍ଷେତ୍ରରେ ପାରମ୍ପରିକ ଭାବେ ପାଳିତ ହୋଇଛି ନୃସିଂହ ଚତୁର୍ଦ୍ଦଶୀ । ନାରଦଙ୍କ ନିଦେ୍ର୍ଧଶରେ ରାଜା ଇନ୍ଦ୍ରଦୁ୍ୟମ୍ନ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସ୍ଥାପନ ପୂର୍ବରୁ ଗୁଣ୍ଡିଚା ମନ୍ଦିର…

ସାବଧାନ! ସନ୍ଧ୍ୟା ୭ଟା ପରେ ବାହାରେ ବୁଲୁଛି ଭୂତ

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଲାଗିଛି କର୍ଫ୍ୟୁ । ଏହି ସମୟରେ ଦୋକାନ ବଜାର ବନ୍ଦ ସହ ଯାତାୟତ ଉପରେ ବି କଟକଣା ଲାଗିଛି । ଏ ନେଇ ଲୋକଙ୍କୁ ସଚେତନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ଅଭିନବ ବାର୍ତ୍ତା ଦିଆଯାଇଛି । ସନ୍ଧ୍ୟା ୭ଟାରୁ ସକାଳ…

ବେଦାନ୍ତର କୋଭିଡ୍-୧୯ ମୁକାବିଲା; ୭ ଲକ୍ଷରୁ ଅଧିକ ଲୋକ ଉପକୃତ

ଭୁବନେଶ୍ୱର: ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ନେଇ ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ବେଦାନ୍ତର ଲାଞ୍ଜିଗଡ଼ସ୍ଥିତ ଆଲୁମିନା ରିଫାଇନାରୀ ଏବଂ ଝାରସୁଗୁଡ଼ାସ୍ଥିତ ଆଲୁମିନିୟମ ସ୍ନେଲ୍ଟର୍ ଏହାର ମୁକାବିଲା ନେଇ ଓଡ଼ିଶା ରାଜ୍ୟ…

ପ୍ରବାସୀଙ୍କ ପ୍ରତି ବୈମାତୃକ ମନୋଭାବ ଅନୁଚିତ: ବାଗଚୀ

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କ ପ୍ରତି ବୈମାତୃକ କିମ୍ବା ସନ୍ଦେହ କରିବା ଅନୁଚିତ । ସେମାନଙ୍କ ପ୍ରତି ସମବେଦନା ହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ କହିଛନ୍ତି ଯେ, ସୁରତ ଫେରନ୍ତା ରାଜ୍ୟରେ ପହଞ୍ଚି କାହାକୁ…

ବାକି ଛୁଟି ବାତିଲ୍‍ ହେଉ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… କରୋନା ମହାମାରୀ ଆତଙ୍କ ଏବେ ତ ଥମିବାର ସଂଭାବନା ଆଦୌ ନାହିଁ । ସେହି ଅନୁସାରେ ଦେଶରେ ଲକଡାଉନ ବଢିବାରେ ଲାଗିଛି । ଅନେକ ସ୍ଥାନରେ ଅନେକ କଟକଣା ଲାଗୁ ହୋଇଛି । କ୍ରମଶଃ ଦେଶର ଜିଲ୍ଲାଗୁଡ଼ିକୁ ବିଭିନ୍ନ ରଂଗର ଜୋନରେ…

ଦିଲ୍ଲୀ ସରକାର ୪୦୦୦ ତବଲିଗ୍ ଜମାତିଙ୍କୁ ଛାଡିଲା

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବୁଧବାର ୪୦୦୦ ତବଲିଗ୍ ଜମାତିଙ୍କୁ ଛାଡିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୦୦ କରୋନା ଆକ୍ରାନ୍ତ ଥିବା ବେଳେ ଅନ୍ୟମାନଙ୍କୁ କ୍ୱାରେଂଟାଇନରେ ରଖା ଯାଇଥିଲା । ଦିଲ୍ଲୀର ସ୍ବାସ୍ଥ୍ୟ ଓ ଗୃହମନ୍ତ୍ରୀ ସତେନ୍ଦ୍ର ଜୈନ  କହିଛନ୍ତି, ସୁସ୍ଥ ହୋଇଥିବା ରୋଗୀ ଏବେ ସେମାନଙ୍କ…

କେନ୍ଦ୍ରାପଡାରୁ ଜଣେ କରୋନା ପଜିଟିଭ ଚିହ୍ନଟ, ରହିଛି କୋଲକାତା ଲିଙ୍କ

ଭୁବନେଶ୍ୱର: ଜଗତସିଂହପୁର ପରେ କେନ୍ଦ୍ରପଡାରୁ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଜଣେ ୬୦ ବର୍ଷୀୟ ବୃଦ୍ଧ । ନିକଟରେ ସେ କୋଲକାତାରୁ ଫେରିଥିଲେ । 4th Health Update, 6th May Four positive cases in Jagatsinghpur 26 yr Male, 32 yr Male, 30 yr…

ଡିସେମ୍ବରରେ ଫ୍ରାନ୍ସରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଥିବା ଜଣା ପଡିଥିଲା

ପ୍ୟାରିସ: କରୋନା ମହାମାରୀ ନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଏହା କରୋନା ମହାମାରୀ କେଉଁଠାରୁ ବ୍ୟାପିଛି ସେ ସମ୍ପର୍କରେ ସହାୟ ହେବ ବୋଲି ଆଶା କରାଯାଉଛି । ଏଭେସିନ୍ ଆଣ୍ଡ ଜିନ ବର୍ଜିୟର ଡାକ୍ତରଖାନାର ଡାକ୍ତର ହେବ୍ସ କୋହିନ ଦୃଢ଼ତା ସହକାରେ କହିଛନ୍ତି ଯେ,…