Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କ୍ୱାରେଣ୍ଟିନ ସେଣ୍ଟରରେ ଗଣ୍ଡଗୋଳ, ୩ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଳା ଜଗନ୍ନାଥପ୍ରସାଦ ଜମାଗୋରଡ଼ା ଆଦର୍ଶ ବିଦ୍ୟାଳୟ କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୩ଜଣ ଆହତ ହୋଇଛନ୍ତି। ଏ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଚାଲିଥିବା ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ମଙ୍ଗଳବାର ସୂଚନା…

ଗ୍ରୀନ୍ ଜୋନରେ ସ୍ୱାଭାବିକ ସ୍ଥିତି ଫେରିବ: ନବୀନ

ଭୁବନେଶ୍ୱର: ଗ୍ରୀନ୍ ଜୋନ୍‌ରେ ଖୁବଶୀଘ୍ର ଫେରିବ ସ୍ୱାଭାବିକ ଅବସ୍ଥା । କୃଷି କାର‌୍ୟ୍ୟ, ଶିଳ୍ପ, ଜୀବନଜିବିକା ଓ ପରିବହନ ବ୍ୟବସ୍ଥାକୁ ସ୍ୱଭାବିକ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଖରିଫ ଋତୁ ପାଇଁ ବିହନ ଏବଂ ଅନ୍ୟାନ୍ୟ କୃଷି ଉପକରଣ ଯେପରି ସୁବିଧାରେ ଚାଷୀମାନେ ପାଇପାରିବେ…

ମିଶନ ଶକ୍ତିର ମା’ ମାନଙ୍କୁ ପ୍ରତି ମିଲ୍ ପିଛା ମିଳିବ ୨ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏଭଳି କଠିନ ପରିସ୍ଥିତିରେ ମିଶନ ଶକ୍ତିର ମା’ମାନେ ଜଣେ ଜଣେ କରୋନା ଯୋଦ୍ଧା ସାଜିଛନ୍ତି । ସେମାନେ ସାରା ରାଜ୍ୟରେ ଏକ କୋଟିରୁ ଅଧିକ ମିଲ ଯୋଗାଇ ସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେମାନେ…

ଦୈନିକ ନମୂନା ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରାଯିବ: ନବୀନ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ହେବ କରୋନା ପରୀକ୍ଷଣ । ଏହା ଦୈନିକ ୧୫ ହଜାରକୁ ବୃଦ୍ଧି କରାଯିବ । ଏନେଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁଖାବିଲାର ସ୍ଥିତି ସମୀକ୍ଷା କରି କହିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ…

ବସ୍ ନୁହେଁ ଟ୍ରେନ୍‌ରେ ଫେରିବେ ପ୍ରବାସୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆ ଆଉ ବସ୍‌ରେ ଫେରିପାରିବେ ନାହିଁ । ସେମାନେ କେବଳ ଟ୍ରେନ୍ ଯୋଗେ ଫେରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି, ସୁରତରୁ ଓଡ଼ିଶାକୁ ଦୀର୍ଘ ପଥ ବସ୍‌ରେ ଆସିବା ବେଳେ ପ୍ରବାସୀମାନେ ନାହିଁ ନଥିବା…

ଲକ୍‌ଡାଉନ ଡାଏରୀ : ଶିଶୁ ସାହିତ୍ୟିକ ଦାଶ ବେନହୂରଙ୍କ ପାଇଁ ଏହା ଡବଲ ଲକ୍‌ଡାଉନ

ଲକ୍ ଡାଉନ କାହା ପାଇଁ କେମିତି । କାହାକୁ ପରିବାର ସାଥୀରେ ରଖିଛି ତ କାହାକୁ ପରିବାର ଲୋକଙ୍କଠାରୁ ଦୂରେଇ ରଖିଛି । କିନ୍ତୁ ଏହା ସତ କଥା ଯେ ଏହା ସମସ୍ତଙ୍କୁ କିଛି ନା କିଛି ଶିକ୍ଷା ଦେଇଛି । ତେବେ ଏହି ଲକ୍ ଡାଉନ ସମୟକୁ କିଏ କେମିତି କାଟୁଛନ୍ତି ତାହାକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ…

କୌଳିକବୃତ୍ତି ବଞ୍ଚାଇ ରଖିବାକୁ କୁମ୍ଭକାରଙ୍କ ସଂଘର୍ଷ ଜାରି

ସୃଷ୍ଟି ଆରମ୍ଭରୁ ମାଟି ଥିଲା, ଅଛି ଓ ସୃଷ୍ଟିର ବିନାଶ ପର୍ୟ୍ୟନ୍ତ ରହିବ । ମାଟି ମା’ ହିଁ ଆମକୁ ଦେଇଛି ସବୁକିଛି । ତେଣୁ ମାଟି ସହିତ ମାଟି ହୋଇ ଏହି ସାମଗ୍ରୀ ଯୋଗାଉଥିବା କୁମ୍ଭକାର ପରିବାର ଆଜି ଦୁର୍ଦ୍ଧଶାଗ୍ରସ୍ତ ଜୀବନ ଜିଇଁଛି । ତଥାପି କୌଳିକ ବୃତ୍ତି ବଂଚାଇବାକୁ କୁମ୍ଭକାର ତା’ର…

ଏବେ ଖୋଲିବନି ମଦ ଦୋକାନ

ଭୁବନେଶ୍ୱର: ରାଜ୍ୟର କୌଣସି ଅଂଚଳରେ ଏବେ ଖୋଲିବନି ମଦ ଦୋକାନ । ବାହାର ରାଜ୍ୟରେ ମଦ ଦୋକାନ ଖୋଲିବା ସ୍ଥିତି ଉପରେ ନଜର ରଖିଛନ୍ତି ସରକାର । ଖୁବଶୀଘ୍ର ଅବକାରୀ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହେବ ବୋଲି ଖୋଦ୍ ଅବକାରୀ ବିଭାଗ ସୂଚନା ଦେଇଛି। ଆସନ୍ତା ଦିନେ କି ଦୁଇ ଦିନ ଭିତରେ…

ନିର୍ଦ୍ଦେଶ ସତ୍ତ୍ୱେ ଗଡିବନି ଘରୋଇ ବସ୍‌

ଭୁବନେଶ୍ୱର: ରାଜ୍ୟରେ ଗଡିବନି ଘରୋଇ ବସ୍ । ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଜିଦରେ ଅଟଳ ରହିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ୫୦ ପ୍ରତିଶତ ଯାତ୍ରୀରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଥିବାରୁ ଏହି ସର୍ତ୍ତରେ ରାଜି ହେଉ ନାହାନ୍ତି ବସ୍ ମାଲିକ । ବସ ଚଳାଚଳ ପାଇଁ ଅନୁମତି ମିଳିଥିଲେ ହେଁ ଏହା…

କ୍ୱାରେଂଟିନ ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: କ୍ୱାରେଂଟିନ୍ ନିୟମ ନମାନିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସବୁ ପ୍ରବାସୀ ୧୪ ଦିନ ଯାଏଁ ପୃଥକବାସରେ ରହିବାକୁ ବାଧ୍ୟତାମୂଳକ। ଆଜି ପ୍ରବାସୀ ଅମାନିଆଙ୍କୁ ଏଭଳି କିଛି କଠୋର ବାଣୀ ଶୁଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସେ କହିଛନ୍ତି, ବାହାରୁ ଆସୁଥିବା ସମସ୍ତ…