Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିବାକୁ ନେଇ ଆକ୍ରମଣ; ଜଣେ ଗୁରୁତର

ଯାଜପୁର: ଯାଜପୁର ସଦର ଥାନା ଅନ୍ତର୍ଗତ କାକୁଡିକୁଦ ପଂଚାୟତର ନିଳକଣ୍ଠପୁର ଗାଁରେ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ନେଇ ଗଣ୍ଡଗୋଳ ଘଟିଛି । ଗଣ୍ଡଗୋଳରେ ଜଣେ  ବ୍ୟକ୍ତି ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଗାଁର ଜଣେ ଯୁବକ ଜିଲା ଓ ଜିଲା ବାହାରୁ ବୁଲାବୁଲି କରି ଗାଁକୁ…

ଯାଜପୁରରେ ଆଉଜଣେ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୭୬କୁ ବୃଦ୍ଧି

ଯାଜପୁର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣକ ଯାଜପୁର ଜିଲ୍ଲାର ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି । ଆଜି ଗୋଟିଏ ଦିନରେ ଓଡ଼ିଶାରେ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…

ଗ୍ରେଟର ନୋଏଡାରୁ ଗିରଫ ହେଲେ ତବଲିଗ ଜମାତର ୫ ସଦସ୍ୟ

ନୋଏଡା: ଦିଲ୍ଲୀର ଗ୍ରେଟର ନୋଏଡା ଅଂଚଳରୁ ମଙ୍ଗଳବାର ତବଲିଗ ଜମାତର ୫ ସଦସ୍ୟଙ୍କୁ ଗିରଫ କରାଯାଇଛି । ଏହି ବ୍ୟକ୍ତିମାନେ ମରକଜ ତବଲିଗ ଜମାତାର ମୁଖ୍ୟାଳୟକୁ ଯାଇଥିଲେ । ସଂକ୍ରମଣ ଘଟଣା ବଢ଼ିବାରୁ ସେମାନେ ନିକଟସ୍ଥ ଏକ ଗ୍ରାମରେ ଲୁଚି କରି ରହିଥିଲେ । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ନାମ…

ଉହାନ ଲ୍ୟାବରୁ କରୋନା ବ୍ୟାପିଥିବା ନେଇ ଆମେରିକା କୌଣସି ପ୍ରମାଣ ଦେଇନି :ଡବ୍ଲ୍ୟୁଏଚଓ

ୱାଶିଂଟନ: ଚୀନର ଉହାନ ଲ୍ୟାବରୁ କରୋନା ଭାଇରସ ବ୍ୟାପିଥିବା ନେଇ ଆମେରିକା ଏ ପର୍ଯ୍ୟନ୍ତ କୌଣସି ବଳିଷ୍ଠ ପ୍ରମାଣ ଦେଇନି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଛି । ପୂର୍ବରୁ ଚୀନ ତାଙ୍କ ଲ୍ୟାବରୁ କରୋନା ବ୍ୟାପି ନାହିଁ ବୋଲି ସ୍ପଷ୍ଟ କରିଛି । ସୋମବାର ଆମେରିକା ରାଷ୍ଟ୍ରପତି…

ରାଉରକେଲାରେ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୧୭୪କୁ ବୃଦ୍ଧି

ଭୁବନେଶ୍ୱର: ରାଉରକେଲାରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୪କୁ ବୃଦ୍ଧି ପାଇଛି । ଏହି ଆକ୍ରାନ୍ତ ଜଣକ କୋଲକାତା ଫେରନ୍ତା ଏବଂ ତାଙ୍କୁ ୪୯ ବର୍ଷ । ସେ କୋଲକାତାରୁ ଫେରିବା ପରେ କ୍ୱାରେଣ୍ଟାଇନରେ ରହିଥିବା ନେଇ ଆଜି ସନ୍ଧ୍ୟାରେ…

ମ୍ୟାନମାରକୁ ଭାରତ ଦେଲା ୨ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବଲେଟ

ନୂଆଦିଲ୍ଲୀ:କରୋନା ମହାମାରୀକୁ ରୋକିବା ପାଇଁ କିଛି ମାତ୍ରାରେ ସହାୟ ହେଉଛି ହାଇଡ୍ରୋକ୍ସିକ୍ଲୋରୋକୁଇନ । ମ୍ୟାନମାରର ଅନୁରୋଧ କ୍ରମେ ଭାରତ ଏହି ଗେମ ଚେଞ୍ଜର ଟାବଲେଟ ପଡୋଶୀ (ମ୍ୟାନମାର) ଦେଶକୁ ଦେଇଛି । ରିପୋର୍ଟ ମୁତାବକ ଭାରତ ୨ଲକ୍ଷ ଟାବଲେଟ ସମେତ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ମଧ୍ୟ…

ଇସ୍ରାଏଲ ପାଖରେ କୋଭିଡ-୧୯ ଟୀକା !

ଜେରୁଜେଲମ: ସାରା ବିଶ୍ୱରେ କରୋନା ତାରା କାୟା ମେଲାଇଛି । ଏଯାଏଁ ଏହି ମହାମାରୀର କୌଣସି ଟୀକା ବାହାରି ନାହିଁ । ଟୀକା ପାଇଁ ସାରା ଦେଶର ବୈଜ୍ଞାନିକମାନେ ଲାଗିପଡିଛନ୍ତି । ସେମାନେ ଦିନ ରାତି ଏକ କାରିସାରିଲେଣି । ତେବେ ଏହାରି ଭିତରେ ଇସ୍ରାଏଲ କୋଭିଡ-୧୯ ଭୂତାଣୁର ଟୀକା ବାହାର କରିିଛି ।…

୬୪ଟି ବିମାନରେ ବିଦେଶରୁ ଫେରିବେ ୧୪ହଜାର ୮ଶହ ପ୍ରବାସୀ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ବାହାର ରାଜ୍ୟରେ ଫଶି ରହିଛନ୍ତି ହଜାର ହଜାର ପ୍ରବାସୀ । ଏମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛନ୍ତି । ଏମାନଙ୍କୁ ଫେରାଇ ଆଣିବା ପାଇଁ ୬୪ଟି ବିମାନର ବ୍ୟବସ୍ଥା କରାଯାଇଛି । ଏହି ବିମାନରେ ପ୍ରାୟ ୧୪,୮୦୦…

ଉଗ୍ର ହେଲା କରୋନା: ଦେଶରେ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ମୃତ୍ୟୁ

ନୂଆଦିଲ୍ଲୀ: ଦିନକୁ ଦିନ ଉଗ୍ର ହେଉଛି ମହାମାରୀ କରୋନା । ଏହା ଦେଶରେ ଗୁରୁତର ଆକାର ଧାରଣ କଲାଣି । ଗତ ୨୪ ଘଂଟାରେ ଭାରତରେ ରେକର୍ଡ ସଂଖ୍ୟକ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ପ୍ରାୟ ୧୯୫ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୨୪ ଘଂଟାରେ ୩୯୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର…

ପୁଣି କଟକରୁ ୧, ବାଲେଶ୍ୱରରୁ ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ପୁଣି ରାଜ୍ୟରେ ୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମଧ୍ୟରେ ଜଣେ ୫୦ ବର୍ଷୀୟ ମହିଳା ଓ ଜଣେ ୨୬ ବର୍ଷୀୟ ଯୁବକ ବାଲେଶ୍ୱରର ଅଛନ୍ତି । ଏହି ଦୁଇ ଜଣ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ଏହାକୁ ମିଶାଇ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ କୁ…