Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗ୍ରୀନ ଜୋନ୍‌ରେ ଗଡିପାରିବ ବସ୍‌: ସରକାର

ଭୁବନେଶ୍ୱର: ଏଣିକି ଗ୍ରୀନ୍ ଜୋନ୍‌ରେ ଗଡିପାରିବ ବସ୍ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗ୍ରୀନ୍‌ଜୋନ୍‌ରୁ ଅନ୍ୟ ଏକ ଗ୍ରୀନ୍‌ଜୋନ୍‌କୁ ବସ ଚଳାଚଳ କରିପାରିବ । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ ହୋଇପାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍‌ଆର୍‌ସି କହିଛନ୍ତି ।…

ଲକ୍‌ଡାଉନ ଡାଏରୀ : ଘର କାମରେ ମାଆଙ୍କୁ ସାହାଯ୍ୟ କରିବା ସହ ନୃତ୍ୟାଭ୍ୟାସ କରୁଛନ୍ତି ଅଭିନେତ୍ରୀ ଦିବ୍ୟା

ଭୁବନେଶ୍ୱର : ତୃତୀୟ ଥର ପାଇଁ ବଢିଛି ଲକ୍ ଡାଉନ ଅବଧି । ତେବେ ଏହି ସମୟରେ ସମସ୍ତେ ସମୟକୁ ଉପଯୋଗ କରିବାକୁ ଯାଇ କିଏ ବହି ପଢାରେ ତ କିଏ ନୃତ୍ୟ, ଗୀତ କିମ୍ବା ଚିତ୍ର କରିବାରେ ମନୋନିବେଶ କରୁଛନ୍ତି । ଆମର ସ୍ୱତନ୍ତ୍ର ସେଗମେଣ୍ଟ ଲକ୍‌ଡାଉନ ଡାଏରୀରେ ଜାଣିବା ଓଲିଉଡର ଅଭିନେତ୍ରୀ ଦିବ୍ୟା…

ଦେଶରେ କରୋନା ଆରୋଗ୍ୟ ହାର ୨୭.୫୨%କୁ ବୃଦ୍ଧି: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ଆରୋଗ୍ୟ ହାର । ଗତ ୨୪ ଘଂଟାରେ ଦେଶରେ ୧୦୭୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକି ଗୋଟିଏ ଦିନରେ ସର୍ବାଧିକ । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୧୧,୭୦୬କୁ ବୃଦ୍ଧି ପାଇଛି । ସେହିପରି ଆରୋଗ୍ୟ ହାର ୨୭.୫୨ ପ୍ରତିଶତକୁ ବୃଦ୍ଧି ପାଇଛି…

କରୋନା ଆତଙ୍କ: ବସ୍ ଯୋଗେ ସୁରଟରୁ ଯାଜପୁର ଫେରିଲେ ୧୦୫ ପ୍ରବାସୀ ଓଡ଼ିଆ

ଯାଜପୁର: ଆଜି ଯାଜପୁର ଫେରିଲେ ସୁରଟରୁ ପ୍ରବାସୀ ଓଡ଼ିଆ । ଗୁଜରାଟର ସୁରତରୁ ବସରେ ଯାଜପୁର ଜିଲ୍ଲାକୁ ଫେରିଛନ୍ତି ୧୦୫ଜଣ ପ୍ରବାସୀ ଓଡ଼ିଆ । ମିଳିଥିବା ସୂଚନାନୁଯାୟୀ,  ଆଜି ସକାଳେ ସେମାନେ ୨ଟି ବସରେ ଜିଲ୍ଲାର ପ୍ରବେଶ ପଥ ଛତିଆରେ ପହଁଚିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସେଠାରେ…

କୋରାପୁଟରେ କୋହଳ ହେଲା କଟକଣା, ଖୋଲିବ ସେଲୁନ ଓ ସ୍ପା

କୋରାପୁଟ: କୋରାପୁଟ ଜିଲ୍ଲାରେ କୋହଳ ହେଲା ଲକଡାଉନ୍ କଟକଣା । ଅରେଂଜ ଜୋନ୍‌ରେ ଲକଡାଉନ୍ କଟକଣା କୋହଳ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏଠାରେ ସକାଳ ୮ଟାରୁ ଅପରାହ୍ନ ୨ଟା ଯାଏଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ…

ଜଗତସିଂହପୁର ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ

ଜଗତସିଂହପୁର: କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ବଡ ନିଷ୍ପତ୍ତି । ଜଗତସିଂହପୁର ଜିଲ୍ଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଲାଗିଲା କର୍ଫ୍ୟୁ । ଲକଡାଉନ୍ ଯାଏ ଲାଗିଲା କଟକଣା । ଏହି ସମୟ ଭିତରେ କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଆଉ ସବୁ ଦୋକାନ ବନ୍ଦ ରହିବ । Keeping in…

ଦେଶବାସୀଙ୍କ ସହ ‘ଫେସବୁକ ଲାଇଭ’ରେ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଫେସବୁକ୍‍ ଲାଇଭ ଯୋଗେ ଦେଶବାସୀ ତଥା ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କ ସହ ଭାବ ବିନିମୟ କରିଛନ୍ତି । ଏହି ଆଲୋଚନା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରଧାନ ବିଭିନ୍ନ ଲୋକଙ୍କ…

ମଦ ପାଇଁ କିଲୋମିଟର ଯାଏ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ଲକଡାଉନ୍ ସହ କିଛି ଜୋନରେ କଟକଣା କୋହଳ କରିଛନ୍ତି କେନ୍ଦ୍ର ସରକାର । ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବା ପରେ ଆଜି ଦେଶର ବିଭିନ୍ନ ସ୍ଥାନରେ ମଦ ଦୋକାନ ଆଗରେ ଖଚାଖଚ ଭିଡ । କେଉଁଠି କେଉଁଠି କିଲୋମିଟର ଯାଏଁ ଲାଇନ୍ ଲମ୍ବିଥିଲା । ଲୋକ ଖରା ତାତିରେ ଠିଆ ହୋଇ…

୨୦୨୦ ଶେଷ ସୁଦ୍ଧା ଆମେରିକାରେ କୋଭିଡ୍‌-୧୯ ଭାକ୍ସିନ୍ ଉପଲବ୍ଧ ହେବ: ଡୋନାଲ୍ଡ ଟ୍ରମ୍ପ୍‌

ୱାଶିଂଟନ୍‌: କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ ସଂଖ୍ୟା ୮୦,୦୦୦ ପହଞ୍ଚିବା ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାକ୍ସିନ ଉପଲବ୍ଧ ହେବାନେଇ ଦମ୍ଭୋକ୍ତି ପ୍ରଦାନ କରିଛନ୍ତି । ଚଳିତ ୨୦୨୦ ଶେଷ ସୁଦ୍ଧା କରୋନା ଭାକ୍ସିନ୍ ଆମେରିକାରେ ଉପଲବ୍ଧ ହେବ ବୋଲି ଗଣମାଧ୍ୟମରେ…

ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍ ଖର୍ଚ୍ଚକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ: ସରା ଦେଶରେ କରୋନା ତାର କାୟା ମେଲାଇଛି । ଏହାକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକଡାଉନ୍ ଜାରି ହୋଇଛି । ତେବେ ବାହାର ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି । ତେବେ ଟ୍ରେନ୍‌ରେ ଘର ବାହୁଡିବା…