Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ସହ ଲଢେଇ: ୨ବର୍ଷର ଶିଶୁକୁ ଛାଡ଼ି କର୍ତ୍ତବ୍ୟରେ ଯୋଗଦେଲେ ମା

ମାଲକାନଗିରି: ଘରେ ପିଲା କର୍ତ୍ତ୍ୟବ୍ୟ ସ୍ଥଳରେ ମାଁ।ପିଲା କୁ କୋଳେଇ ନେଇ ପାରୁନି ଜନ୍ମଦାତ୍ରୀ ମାଁ। ଗୋଟିଏ ମୁହୂର୍ତ୍ତ ନ ଦେଖିଲେ ଯେଉଁ ମାଁ ରହି ପାରୁ ନଥିଲା ଆଜି ସତେ ଯେମିତି ସେହି ମାଆ ହୃଦୟ ନିଜ କର୍ତ୍ତବ୍ୟ ପାଇଁ ନିଷ୍ଟୁର ହୋଇ ଯାଇଛି। କାହିଁକି ଏ ପରିବର୍ତ୍ତନ? ପିଲା ଟି ପ୍ରଶ୍ନ…

ରାଜ୍ୟରେ କରୋନା ସଂକ୍ରମିତ ୧୦ ଜିଲ୍ଲା ମଧ୍ୟରୁ ୫ କରୋନା ମୁକ୍ତ

ଭୁବନେଶ୍ୱର: ଓଡିଶାର ୧୦ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥି ମଧ୍ୟରୁ ୫ଟି ଜିଲ୍ଲା ଏବେ କରୋନା ମୁକ୍ତ ହୋଇଛନ୍ତି । ଏ ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କରୋନା ମୁକ୍ତ ହୋଇଥିବା ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି କଟକ, ପୁରୀ,…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୫ କରୋନା ପଜିଟିଭ, ୯୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୫ କରୋନା ପଜିଟିଭ । ଏହି ୫ ଜଣ କରୋନା ଆକ୍ରାନ୍ତ ଯାଜପୁରର ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ରେ ପହଞ୍ଚି ଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ…

କରୋନା ଅପଡେଟ୍‌; ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପୁଡିଆ ବାଣ୍ଟିଲା ଯୁବୋଦୟ !

କେନ୍ଦ୍ରାପଡା: କରୋନା ମହାମାରୀରେ ସାରା ଦେଶ ଲକ୍‌-ଡାଉନ୍ । ସଚେତନତା ହେଉ ଅବା ସରକାରୀ ନିର୍ଦ୍ଦେଶର ବାଧ୍ୟବଧକତା । ସମସ୍ତେ ଏବେ ଘରେ ରହିଛନ୍ତି । ହେଲେ ଏଭଳି ଆପାତକାଳୀନ ସ୍ଥିତିରେ ବି କାମ ବନ୍ଦ କରିନାହାନ୍ତି ରାଜ୍ୟର କୌଣସି ପୌରପାଳିକା । କେନ୍ଦ୍ରାପଡା ପୌରପାଳିକାର ସଫେଇ…

କରୋନା ପାଇଁ ବାତିଲ ହେଲା ସ୍ପେନର ପ୍ରସିଦ୍ଧ ଟମାଟୋ ଫିଙ୍ଗା ପର୍ବ ‘ଲା ଟମାଟିନା’

ବୁନୋଲ୍‌ (ସ୍ପେନ): କରୋନା ସଂକ୍ରମଣ ପାଇଁ ସ୍ପେନର ପ୍ରସିଦ୍ଧ ଟମାଟୋ ଫିଙ୍ଗା ପର୍ବ ‘ଲା ଟମାଟିନା’ ବାତିଲ୍ ହୋଇଥିବା ଘୋଷଣା କରାଯାଇଛି । ବର୍ତ୍ତମାନ ସ୍ପେନରେ କରୋନା ମହାମାରୀ ରୂପ ନେଇଥିବାରୁ ଅଗଷ୍ଟ ମାସରେ ହେବାକୁ ଥିବା ଏହି ଉତ୍ସବକୁ ବାତିଲ କରାଯାଇଛି । ସହସ୍ରାଧିକ ବିଦେଶୀ…

୨୪ ଘଂଟାରେ ୬ ପ୍ରତିଶତ ହ୍ରାସ ପାଇଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରୁଛି ମହାମାରୀ କରୋନା । ନୀତି ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ତେବେ ଗତ ୨୪ ଘଂଟାରେ ଦେଶରେ କରୋନା ସଂକ୍ରମଣ ୬ ପ୍ରତିଶତ ହ୍ରାସ ପାଇଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଦେଶରେ କରୋନା ସଂକ୍ରମିତ ସଂଖ୍ୟା…

ଆସନ୍ତାକାଲି ଅକ୍ଷୟ ତୃତୀୟା: ଶ୍ରୀମନ୍ଦିର ବାହାରବେଢାରେ ଅନୁକୂଳ ହେବ ରଥକାଠ

ପୁରୀ: ଶ୍ରୀମନ୍ଦିର ପରିସର ମଧ୍ୟରେ ଥିବା ବାହାରବେଢାରେ ନିର୍ମିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ୩ ରଥର ନିର୍ମାଣ କାର୍ଯ୍ୟ ଆନନ୍ଦବଜାର ପଛପଟକୁ ଥିବା ଚାହାଁଣୀ ମଣ୍ଡପ ଏବଂ ସ୍ନାନ ମଣ୍ଡପ ନିକଟରେ ହେବ । ପୁରୀ ଶଙ୍କରାଚାର୍ଯ୍ୟଙ୍କ…

ଆଧାର ବିନା ଓଡ଼ିଶା ମନା, ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର: ଓଡ଼ିଶା ଫେରନ୍ତାଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ । ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ ହେଉ ଯିଏ ମଧ୍ୟ ଓଡ଼ିଶା ଫେରିବେ ତାଙ୍କୁ ସରକାରଙ୍କ ପୋର୍ଟାଲରେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ । ପୋର୍ଟାଲରେ ମୋବାଇଲ ଦ୍ୱାରା ମଧ୍ୟ ନାମ ପଞ୍ଜୀକରଣ କରାଯାଇ ପାରିବ । ତେବେ ଏହି ପଂଜୀକରଣ…

ଲକ୍ ଡାଉନ ଡାଏରୀ: ସରକାରଙ୍କ ସଚେତନତା ବାର୍ତ୍ତାର ଚେହେରା ବିଜୟଲକ୍ଷ୍ମୀ, ଲୋକଙ୍କୁ ସଚେତନ କରୁଥିବାରୁ ଖୁସି

ଭୁବନେଶ୍ୱର: କରୋନା ସଂକ୍ରମଣ ନେଇ ସରକାର ଲୋକଙ୍କୁ ବାରମ୍ବାର ସଚେତନ କରୁଛନ୍ତି । ଏଥି ପାଇଁ ଟିଭିରେ ବିଭିନ୍ନ ପ୍ରକାର ବିଜ୍ଞାପନ ଜରିଆରେ ବିଭିନ୍ନ ପ୍ରସଙ୍ଗରେ ସଚେତନତାର ବାର୍ତ୍ତା ଦିଆଯାଉଛି । ତେବେ ଏସବୁ ବାର୍ତ୍ତା ଦେବା ଭିତରେ ଯିଏ ଓଡିଶାବାସୀଙ୍କ ବେଶୀ ପରିଚିତ ହୋଇପାରିଛନ୍ତି ସେ…

ଆସନ୍ତୁ ଜାଣିବା ବ୍ରିଟେନର ଭ୍ୟାକ୍ସିନୋଲୋଜି ସାରା ଗିଲବର୍ଟଙ୍କ ସମ୍ପର୍କରେ

ଲଣ୍ଡନ: କରୋନା ଭାଇରସ ଭ୍ୟାକ୍ସିନ ପ୍ରସ୍ତୁତରେ ପ୍ରଫେସର ସାରା ଗିଲବର୍ଟ ଏବଂ ତାଙ୍କ ଟିମ୍ ସଫଳତାଠାରୁ କିଛି ପାଦ ଦୂରରେ ଅଛନ୍ତି । ଆସନ୍ତୁ ଜାଣିବା ସାରାଙ୍କ ବିଷୟରେ- ୧. ୧୯୬୨ ଏପ୍ରିଲରେ ସେ ଜନ୍ମ ଗ୍ରହଣ କରିଥିଲେ । ୨. କେଟରିଙ୍ଗ ବାଳିକା ହାଇସ୍କୁଲରେ ସାରା ଗିଲବର୍ଟ ପାଠପଢ଼ା ଆରମ୍ଭ…