Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ନିଜ ନିଜ ଶ୍ରମିକଙ୍କୁ ଫେରାଇ ନିଅ: ମହାରାଷ୍ଟ୍ର

ମହାରାଷ୍ଟ୍ର: କରୋନାର କଟକଣା ପାଇଁ ମହାରାଷ୍ଟ୍ରରେ ଫସିଥିବା ଶ୍ରମିକଙ୍କୁ ଫେରାଇ ନେବାକୁ ସବୁ ରାଜ୍ୟକୁ ଅନୁରୋଧ କରିଛି ମହାରାଷ୍ଟ୍ର । ବର୍ତ୍ତମାନ ଲକଡାଉନ୍‌କୁ ମାସେ ପୂରିଛି । ଏହାରି ଭିତରେ ମହାରାଷ୍ଟ୍ରରେ ସାଢ଼େ ୩ ଲକ୍ଷ ପ୍ରବାସୀ ଶ୍ରମିକ ଫସି ରହିଛନ୍ତି । ଏମାନଙ୍କୁ ନିଜ ନିଜ ରାଜ୍ୟକୁ…

ମିଳିଲା ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ସମ୍ଭାବ୍ୟ ଠିକଣା !

ଭୁବନେଶ୍ୱର‌: ଏବେ ବି ଉତ୍ତର କୋରିଆ କିମ ଜୋଙ୍ଗ ଉନ୍‌ଙ୍କ ନାଁରେ ବିଦେଶୀ ନେତା ଓ ଘରୋଇ କର୍ମଚାରୀଙ୍କୁ ଚିଠି ତଥା ଉପହାର ପଠାଉଛି । ସାରା ଦେଶରେ କିମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ରହସ୍ୟ ଘନେଇବାରେ ଲାଗିଛି । ହେଲେ ମୁହଁ ବନ୍ଦ ରଖିଛି ଉତ୍ତର କୋରିଆ । ସତରେ କ'ଣ କୋମା କିମ୍ବା…

କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

ଆନ୍ଧ୍ରପ୍ରଦେଶ: କରୋନା ନେଲା ୨ ଟଙ୍କିଆ ଡାକ୍ତରଙ୍କ ଜୀବନ । ସେବାରେ ହିଁ ଚାଲିଗଲା କରୋନା ଯୋଦ୍ଧାଙ୍କ ଜୀବନ । ଅନ୍ୟକୁ ଜୀବନ ଦାନ ଦେଉଥିବା ମଣିଷଟିଏ କରୋନାର କବଳରୁ ନିଜକୁ ବଂଚାଇ ପାରିଲେନି । ୨ଟଙ୍କାରେ ରୋଗୀଙ୍କ ସେବା କରିବା ନେଇ ଚାରିଆଡୁ ଚର୍ଚ୍ଚା ସାଉଁଟିଥିବା ଆନ୍ଧ୍ରପ୍ରଦେଶର…

ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୪ରେ ପହଂଚିଛି । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । The #COVID19…

ସାଇକେଲରେ ହାଇଦ୍ରାବାଦରୁ ଅନୁଗୁଳ ଫେରୁଥିବା ଦୁଇ ପ୍ରବାସୀ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ

ଅନୁଗୁଳ: ଲକଡାଉନ ଯୋଗୁଁ ସାରା ଦେଶରେ ଗାଡି ମୋଟର ଚଳାଚଳ ବନ୍ଦ ରହିଛି । ତେବେ ହାଇଦ୍ରାବାଦରେ ଫସିଥିବା ୨ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ମଙ୍ଗଳବାର ଦିନ ସାଇକେଲ ଯୋଗେ ଅନୁଗୁଳ ପାଇଁ ବାହାରିଥିଲେ। ଅନୁଗୁଳ ଫେରିବା ବାଟରେ ଏହି ଦୁଇ ଶ୍ରମିକଙ୍କର ଶନିବାର ଦିନ ସଡକ ଦୁର୍ଘଟଣାରେ ମୃତ୍ୟୁ…

ଅକ୍ଷୟ ତୃତୀୟାର ଅର୍ଥ ବୁଝାଇଲେ ମୋଦି

ନୂଆଦିଲ୍ଲୀ: କରୋନା ଲଢେଇ ଭିତରେ ନିଜ ମନ କୀ ବାତ୍ କାର‌୍ୟ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଅକ୍ଷୟ ତୃତୀୟା ଓ ରମଜାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ପବିତ୍ର ଅକ୍ଷର ତୃତୀୟାର ଅର୍ଥ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ଷୟର ଅର୍ଥ…

ଯାଜପୁର କଣ୍ଟେନମେଣ୍ଟ ଜୋନ୍‌ରେ ମେ’ ୧୦ ଯାଏଁ କଟକଣା

ଯାଜପୁର: ଯାଜପୁର ଜିଲାରେ ଗତକାଲି ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି । ଦଶରଥପୁର ବ୍ଳକ କଟକଟା ପଂଚାୟତର କଟିକଟା, ବିହିପୁର, ମଲ୍ଲିକାପୁର ପଂଚାୟତର ମହାନ୍ତିପାଟଣା ଏବଂ ମଲ୍ଲିକାପୁର(ଆଶିଂକ) ଗାଁକୁ କଂଟେନମେଂଟ ଅଂଚଳ ଘୋଷଣା କରାଯାଇଛି । ଏଠାରେ…

ନିଜ ଆୟର ୧୮% ଜମା କରିବାକୁ ବାଧ୍ୟ ସମସ୍ତ କରଦାତା: ଗୁଜବ ନା ସତ, ଜାଣନ୍ତୁ

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଦେଶର ସମସ୍ତ କରଦାତା ନିଜ ଆୟର ୧୮ % ଜମା କରିବାକୁ ବାଧ୍ୟ । ଏନେଇ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହା କେତେ ସତ ଓ କେତେ ଗୁଜବ ଆସନ୍ତୁ ଜାଣିବା… କରୋନା ମହାମାରୀ ସମୟରେ ଦେଶର ସମସ୍ତ କରଦାତା ନିଜ ଆୟର ୧୮ %…

ସାବଧାନ ନରହିଲେ କରୋନା ଦୁର୍ଘଟଣା ଘଟିବ: ମୋଦି

ନୂଆଦିଲ୍ଲୀ: କରୋନାର ମହାମାରୀ ଭିତରେ ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, କରୋନା ବିପକ୍ଷରେ ସାରା ଦେଶ ଲଢେଇ କରୁଛି । ଆଉ ଏହି ଲଢେଇ ଆମକୁ ଜାରି ରଖିବାକୁ ହେବ । ଯଦି ଏଯାଏ ଆପଣଙ୍କ ଅଂଚଳ, ଅଫିସ ଏବଂ ଗାଁକୁ କରୋନା…

ଯାଜପୁରରୁ ହଟିଲା ସଟ୍‌ଡାଉନ୍‌ ଅବଧି: ଖୋଲିବ କେଉଁ ସବୁ ଦୋକାନ, ଜାଣନ୍ତୁ

ଯାଜପୁର: ଯାଜପୁର ଜିଲ୍ଲାରୁ ହଟିଛି ୬୦ ଘଣ୍ଟିଆ ସଟଡାଉନ୍‌ । ଏହି ସଟଡାଉନ ହଟିବା ପରେ ଏବେ ସ୍ଥାନୀୟ ଲୋକଙ୍କୁ କିଛି ମାତ୍ରାରେ ଆସ୍ୱସ୍ତି ମିଳିଛି । ଗତ କିଛି ଦିନ ହେବ ଲଗାତର ଭାବେ ନୂଆ କରୋନା ମାମଲା ସାମ୍ନାକୁ ଆସିବା ପରେ ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ୬୦ ଘଣ୍ଟା ପାଇଁ ସଟ୍‌…