Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରଙ୍ଗବତୀ ଗୀତ ଗାଇ ଲୋକଙ୍କୁ କରୋନା ନେଇ ସଚେତନ କରୁଛନ୍ତି ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ

ଭୁବନେଶ୍ୱର : ଲୋକପ୍ରିୟ ଗୀତ ରଙ୍ଗବତୀ ତାଳରେ ଲୋକଙ୍କୁ କରୋନା ନେଇ ସଚେତନ କରିବାକୁ ଆଗେଇ ଆସିଛନ୍ତି ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ । ‘ଜବ୍ ହାରେଗା କରୋନା, ତବ୍ ନାଚେଙ୍ଗେ ହମ୍ ଗାକେ ରଙ୍ଗବତୀ ଗାନା....’ ଗୀତର ତାଳେ ତାଳେ ଜିତେନ୍ଦ୍ରିୟ ରଙ୍ଗବତୀ ଗୀତ ଗାଇ ଝୁମୁଥିବା ଏହି ଭିଡିଓରେ…

ମେ’ ୩ରେ ଲକଡାଉନ୍ ହଟିବ ନା ବଢିବ? ଜାଣନ୍ତୁ କ’ଣ ରହିଛି ବିଭିନ୍ନ ରାଜ୍ୟର ମତ

ନୂଆଦିଲ୍ଲୀ: ଆସନ୍ତା ମେ ୩ ତାରିଖରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ । ତେବେ ଦେଶରେ ୪୦ ଦିନ ଧରି ଲାଗୁ ହୋଇଥିବା ଏହି ଲକଡାଉନ୍ ମେ ୩ ତାରିଖରେ ସରିବ ନା ଏହାର ଅବଧି ପୁଣି ବଢିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପରିକି ଲକଡାଉନକୁ ନେଇ ଦେଶର ବିଭିନ୍ନ ରାଜ୍ୟ ମଧ୍ୟରେ ମତଭେଦ…

ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ

ନୟାଗଡ଼: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନୟାଗଡ଼ସ୍ଥିତ ଦଳୀୟ କାର୍ଯ୍ୟାଳୟ ନିକଟରେ ଜଣେ କୃଷକଙ୍କ ଜମିରେ ଅଖିମୁଠି ଅନୁକୂଳ କରିଛନ୍ତି । ଏପରିକି ପୂଜାପାଠ ପରେ…

ଚେନ୍ନାଇରୁ ଡଙ୍ଗା ଯୋଗେ ଶ୍ରମିକ ଫେରିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ

ଗଞ୍ଜାମ: ଚେନ୍ନାଇରୁ ଡ଼ଙ୍ଗା କିଣି ସମୁଦ୍ର ଭିତରେ ଓଡ଼ିଶା ଓ ଆନ୍ଧ୍ରକୁ ଶ୍ରମିକ ଫେରିଥିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଡ଼ଙ୍ଗା ଯୋଗେ ଚେନ୍ନାଇରୁ ପ୍ରାୟ ୩୮ ଜଣ ଓଡିଶା ଅଭିମୁଖେ ଆସିଥିବା ସୂଚନା ମିଳିଥିଲା । ସୂଚନା ଅନୁସାରେ, ଲକଡାଉନ୍…

କୋଭିଡ୧୯: ଭାରତର କେଉଁ ରାଜ୍ୟରେ ରହିଛି ସର୍ବାଧିକ ଓ ସର୍ବନିମ୍ନ ମାମଲା, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୬ ଟି ରାଜ୍ୟ ଓ ୪ ଟି କେନ୍ଦ୍ରଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି ଏହି ମହାମାରୀ। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଟପି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୨୬ ରେ ପହଞ୍ଚିଲାଣି। ଆସନ୍ତୁ…

ଶ୍ରୀମନ୍ଦିର ପରିସରରେ ରଥକାଠ; ବାହାରବେଢାରେ ପାରମ୍ପରିକ ଅନୁକୂଳ ପୂଜାନୀତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବାର ସମ୍ଭାବନା କ୍ରମେ ବୃଦ୍ଧି ପାଉଛି । କରୋନା ମହାମାରୀ ସକାଶେ ଦେଶରେ ଲକ୍‌ଡ଼ାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ଯୋଗୁଁ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବାନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଆଜି ହେଉଛି…

୩ ଜିଲ୍ଲାରୁ ଉଠିଲା ୬୦ ଘଣ୍ଟାର ସଟଡାଉନ

ଭୁବନେଶ୍ୱର: ଓଡ଼ିଶାର ୩ ଜିଲ୍ଳା ଭଦ୍ରକ, ଯାଜପୁର ଓ ବାଲେଶ୍ଵର ଜିଲ୍ଲାରୁ ଉଠିଛି ୬୦ ଘଣ୍ଟିଆ ସଟଡାଉନ । ପଶ୍ଚିମବଙ୍ଗ ଲିଙ୍କ ଯୋଗୁଁ ଗତ କିଛିଦିନ ହେବ ଏହି ୩ ଜିଲ୍ଲାରେ ହଠାତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଳିବାରୁ ପ୍ରଶାସନ ପକ୍ଷରୁ ଏହାକୁ ସଟଡାଉନ ଘୋଷଣା କରାଯାଇଥିଲା । ଗୁରୁବାର…

ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ରୋଗୀ ଚିହ୍ନଟ, ମୋଟ ସଂଖ୍ୟା ୧୦୩ ଛୁଇଁଲା

ଭୁବନେଶ୍ୱର: ଶନିବାର କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୧୦୦ ଛୁଇଁଥିବା ବେଳେ ଆଜି ଆଉ ତିନି କରୋନା ପଜିଟିଭ୍ ରୋଗୀ ଚିହ୍‌ନଟ ହୋଇଛନ୍ତି । ଏଥି ସହ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଟିହ୍ନଟ ହୋଇଥିବା…

ସାରା ବିଶ୍ୱରେ କରୋନା ନେଲାଣି ୨ ଲକ୍ଷରୁ ଅଧିକ ମୁଣ୍ଡ

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୨,୯୨୧,୪୩୯ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା…

୧୦୦ ଟପିଲା ଓଡ଼ିଶାରେ କରୋନା ମାମଲା: କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ସତ୍ତ୍ୱେ ମଧ୍ୟ ଏହି ଭୂତାଣୁ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୯ ଜଣ…