Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆକ୍ରମଣ ପଛରେ କଂଗ୍ରେସର ହାତ ରହିଛି: ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବାଇ: ରିପବ୍ଲିକ୍ ଟିଭି ସଂପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଉପରେ ବୁଧବାର ବିଳମ୍ବିତ ରାତ୍ରିରେ ହୋଇଥିବା ଆକ୍ରମଣ ଲାଗି ସେ କଂଗ୍ରେସକୁ ଦାୟୀ କରିଛନ୍ତି। ଗୋସ୍ୱାମୀ ଏହା ପୂର୍ବରୁ ପାଲଘର ହତ୍ୟାକାଣ୍ଡ ଉପରେ ନୀରବ ରହିଥିବାରୁ କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ।…

ଦୈନିକ ଅଢ଼େଇ ଲକ୍ଷ ଖାଦ୍ୟ ପ୍ୟାକେଟ୍ ଯୋଗାଇବାକୁ ପ୍ରସ୍ତାବ ଦେଲା ରେଳବାଇ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ସଂକଟ ସମୟରେ ଭାରତୀୟ ରେଳବାଇ ସବୁ ରାଜ୍ୟଗୁଡିକୁ ୧୫ ଟଙ୍କା ମୂଲ୍ୟରେ ପ୍ରତିଦିନ ଅଢ଼େଇ ଲକ୍ଷ ଖାଦ୍ୟ ପ୍ୟାକେଟ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛି । ଯେଉଁ ସବୁ ଜିଲ୍ଲାରେ ଲକ୍ ଡାଉନ୍ ଯୋଗୁଁ ଅଭାବୀ…

କରୋନା ସଂକ୍ରମଣ ଯୋଗୁଁ ଓଡ଼ିଆ ବ୍ୟକ୍ତିଙ୍କ ମୁମ୍ବାଇରେ ମୃତ୍ୟୁ

ଭୁବନେଶ୍ୱର: ମୁମ୍ବାଇରେ କୋଭିଡ-୧୯ ସଂକ୍ରମଣରେ ଜଣେ ଓଡ଼ିଶା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରଚାର ପରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳ ଶୋକାର ଛାୟା ଖେଳିଯାଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୃତ ବ୍ୟକ୍ତି ଜଣକ ଗତ ୫ ବର୍ଷ ଧରି ଚେମ୍ବୁରରେ ଥିବା ତାଙ୍କ…

ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ଜେଣ କରୋନା ଆକ୍ରାନ୍ତ । ଚିକିତ୍ସା ପରେ ଭୁବନେଶ୍ୱରର ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶା ୩୩ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । Happy to share…

୨୫ଦିନ ଧରି ବୁଲୁଥିଲେ ସମୁଦ୍ରରେ, ଜାଣିନଥିଲେ ବାହାରେ ଜଗିଛି କରୋନା !

ଲଣ୍ଡନ: ସାରା ବିଶ୍ୱରେ କରୋନା ମହାମାରୀର କରାଳ ରୂପ । ହେଲେ ଲଣ୍ଡନର ଏକ ଦମ୍ପତ୍ତି ଜାଣିନଥିଲେ ବିଶ୍ୱରେ ଚାଲିଛି କୋଭିଡ-୧୯ର ଆତଙ୍କ । ୨୫ଦିନ ଧରି ସମୁଦ୍ରରେ ବୁଲି କୂଳରେ ଲାଗିବା ପରେ ଦୁନିଆର ହାଲ୍‌ଚାଲ୍ ତାଙ୍କୁ ତାଜୁବ୍ କରିଥିଲା । ମାଂଚେଷ୍ଟର ବାସିନ୍ଦା ରିୟାନ୍ ଅସ୍‌ବୋର୍ଣ୍ଣ ଓ…

କରୋନା ଯୁଦ୍ଧରେ ସାମିଲ ହେଲେ ରାଷ୍ଟ୍ରପତିଙ୍କ ପତ୍ନୀ: ସେଲଟର ହୋମ ଲାଗି ପ୍ରସ୍ତୁତ କଲେ ମାସ୍କ

ନୂଆଦିଲ୍ଲୀ: କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି ଦେଶର ପ୍ରଥମ ମହିଳା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦ ଦିଲ୍ଲୀର ସେଲଟର ହୋମ ଲାଗି ମାସ୍କ ପ୍ରସ୍ତୁତ କରିଛନ୍ତି। ଦିଲ୍ଲୀ ଅର୍ବାନ ହୋମ ସେଲଟର ଇମପ୍ରୁଭମେଣ୍ଟ ବୋର୍ଡରେ ପଞ୍ଜୀକୃତ ଥିବା ସେଲଟର ହୋମ ଗୁଡିକରେ ଏହି…

କୋଭିଡ୧୯ ପ୍ରସ୍ତୁତି ନୀରିକ୍ଷଣ ପାଇଁ ତିନି ଜିଲ୍ଲା ଗସ୍ତରେ ୫ଟି ସଚିବ

କୋରାପୁଟ: ଦିନିକିଆ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଗସ୍ତରେ ୫ଟି ସଚିବ ଭି. କେ. ପାଣ୍ଡିଆନ । ଆଜି ପ୍ରଥମେ ଜୟପୁରରେ ପହଞ୍ଚି ନୂଆ କରି ପ୍ରସ୍ତୁତ ହୋଇଥିବା କୋଭିଡ ହସ୍ପିଟାଲର ସ୍ଥିତି ପରଖିଥିଲେ । ଏହାପରେ ମାଲକାନଗିରି ଓ ନବରଙ୍ଗପୁରଠାରେ କୋଭିଡ୧୯ ହସ୍ପିଟାଲ ବୁଲି ଦେଖିବେ ।…

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀ: ଦୀର୍ଘ ସମୟ ଧରି ପୃଥିବୀରେ ରହିବ କରୋନା ଭୂତାଣୁ !

ନୂଆଦିଲ୍ଲୀ: କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁ ଏଚ ଓ)ର ଚେତାବନୀ । କରୋନାକୁ କାବୁ କରିଥିବା କଥା ମନରୁ ବାହାର କରନ୍ତୁ । ଆମେରିକା, ୟୁରୋପ ଏବଂ ୟୁରୋପ ଉପର ଧାରାକୁ ସୂଚାଇ ଦେଶଗୁଡିକ କରୋନାଭାଇରସ୍ ନିୟନ୍ତ୍ରଣ କରିଛନ୍ତି ବୋଲି ଅନୁମାନ କରିବା ଉଚିତ୍ ନୁହେଁ।…

ଜାଣନ୍ତୁ କେଉଁ ଦେଶ ବୟସ୍କଙ୍କ ବଦଳରେ ଛୋଟ ପିଲାଙ୍କ ପାଇଁ ଲକ୍‌-ଡାଉନ୍ ଖୋଲିଲା ?

ସ୍ପେନ୍‌: ଆଗାମୀ ସପ୍ତାହରେ ଛୋଟ ପିଲାଙ୍କ ପାଇଁ ସ୍ପେନ ଖୋଲିବ କରୋନା ଲକ୍‌-ଡାଉନ୍ । ତାଲା ବନ୍ଦରେ ଛୋଟ ପିଲାଙ୍କ ପ୍ରତି ଅନ୍ୟାୟ ହେଉଥିବା ନେଇ ସରକାରଙ୍କୁ କଡା ସମାଲୋଚନାର ଶିକାର ହେବାକୁ ପଡିଥିଲା । ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରୀ ସାଲ୍‌ଭାଡୋର୍ ଇଲା ବୟସ୍କଙ୍କ ବଦଳରେ ଛୋଟ ପିଲାଙ୍କ…

କରୋନା ପଜିଟିଭ ଚିହ୍ନଟ ହେଲେ ଦୁଇ ପୋଷା ବିଲେଇ

ନ୍ୟୁୟର୍କ: କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଆମେରିକାରେ ବର୍ତ୍ତମାନ ଏହି କୋଭିଡ୧୯ ଭୂତାଣୁ ପୋଷା ଜନ୍ତୁଙ୍କ ଠାରେ ମଧ୍ୟ ଦେଖା ଦେଇଛି । ଆମେରିକାରର ନ୍ୟୁୟର୍କ ସହରରେ ୨ ଟି ପୋଷା ବିଲେଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶ୍ୱାସକ୍ରିୟାରେ ସାମାନ୍ୟ କଷ୍ଟ ଅନୁଭବ କରୁଥିବା…