Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାଜ୍ୟରେ ପୁଣି ୨ କରୋନା ପଜିଟିଭ ଚିହ୍ନଟ, ୮୯ ଛୁଇଁଲା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏ ସମ୍ପୃକ୍ତ ୨ ଆକ୍ରାନ୍ତ ବ୍ୟକ୍ତି ବାଲେଶ୍ୱରର । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୫ ବର୍ଷୀୟ ମହିଳା ଓ ୩୬ ବର୍ଷୀୟ ପୁରୁଷ ଅଛନ୍ତି । ଏହାକୁ ମିଶାଇ ବାଲେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟାରେ ୧୦ରେ ପହଂଚିଛି । ସେହିପରି…

ମାତ୍ର ୬ ଦିନରେ କରୋନାକୁ ହରାଇଲା ୯ ମାସର ଶିଶୁ

ଡେରାଡୁନ: ହାରିଲା କରୋନା । ଜିତିଲା ୯ ମାସର ଶିଶୁ । ମାତ୍ର ୬ ଦିନ ଭିତରେ କରୋନା ଯୁଦ୍ଧରେ ବିଜୟୀ ହେଲା କୁନି ଶିଶୁ । ଏଭଳି ଏକ ଖୁସି ଖବର ଆସିଛି ଡେରାଡୁନରୁ । ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୯ ମାସର କରୋନା ସଂକ୍ରମିତ ଶିଶୁ ମାତ୍ର ୬ ଦିନରେ ସୁସ୍ଥ ହୋଇ ଘରକୁ…

ଜାଣନ୍ତୁ, କାହିଁକି ସିରୁଳୀରେ ରହି ଶ୍ରୀମନ୍ଦିରକୁ ନୀରିକ୍ଷଣ କରୁଛନ୍ତି ଶ୍ରୀହନୁମାନ !

ପୁରୀ: ସିରୁଳୀ ମହାବୀର ମନ୍ଦିର  ଗଙ୍ଗବଂଶୀ  ରାଜା ମାନଙ୍କ ଦ୍ଵାରା ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ସିରୁଳୀ ମହାବୀର ମନ୍ଦିର ଏକ ସୁନ୍ଦର ଓ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ । ମନ୍ଦିର ର ନିର୍ମାଣ ସମ୍ପର୍କରେ ପ୍ରାମାଣିକ ତଥ୍ୟ ନ ମିଳିଲେ ମଧ୍ୟ ମନ୍ଦିରର ପୂଜାରୀଙ୍କ ତଥ୍ୟ ଅନୁସାରେ ଗଙ୍ଗବଂଶୀ…

ଭାରତରେ କରୋନା ସଂକ୍ରମଣର ଗତି ହ୍ରାସ ପାଇଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରେନାକୁ ନେଇ ବିଶ୍ୱରେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ଅଛି । ଭାତରରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଓ ସଂକ୍ରମିତ ସଂଖ୍ୟା ଦ୍ୱିଗୁଣିତ ହାରକୁ ବଢାଇବାରେ ସରକାର ସଫଳ ହୋଇଛନ୍ତି ବୋଲି କେନ୍ଦ୍ର ପରିବେଶ ସଚିବ ସି.କେ. ମିଶ୍ର କହିଛନ୍ତି । ସେ କହିଛନ୍ତି,…

ଲକ୍ ଡାଉନରେ ଭୁବନେଶ୍ୱରରୁ ଭୂଟାନ ଫେରିଲେ ୨୬ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର : କରୋନା ପାଇଁ ଓଡିଶା ସମେତ ସାରା ଦେଶରେ ଲକ୍ ଡାଉନ ଜାରି ରହିଥିବା ବେଳେ ଅନେକ ସ୍ଥାନରେ ବାହାରୁ ଆସିଥିବା ପର୍ଯ୍ୟଟକମାନେ ଫସି ରହିଛନ୍ତି । ଓଡିଶାରେ ଫସି ରହିଥିବା ଏହି ଭଳି ୨୬ ଜଣ ପର୍ପ୍ୟଟକ ଆଜି ସ୍ୱତନ୍ତ୍ର ବିମାନ ଯୋଗେ ଭୂଟାନ ଫେରିଛନ୍ତି । ଏମାନଙ୍କୁ ଭୂଟାନର ପାରୋ…

କରୋନା ମୁକାବିଲା ପାଇଁ କୁନି ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର: କରୋନା ମୁକାବିଲା ମଧ୍ୟରେ କୁନି କୁନି ସ୍କୁଲ ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି । କରୋନାକୁ ଡରିବା ନାହିଁ, ସାହାସର ସହ ସମସ୍ତେ ମିଳିମିଶି ଲଢ଼ିବା ବୋଲି ନବୀନ କହିଛନ୍ତି । ଆମେ ସମସ୍ତେ ହାତ ଧୋଇବା । ବାପା, ମା’ଙ୍କୁ ହାତ ଧୋଇବାକୁ ଏବଂ ଘରେ ରହିବାକୁ କହିବା…

ଘୋଷଯାତ୍ରା ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଲା ମନ୍ଦିର ପ୍ରଶାସନ

ପୁରୀ : କରୋନା କଟକଣା ଲାଗୁ ହୋଇଥିବା ବେଳେ ଆଗକୁ ହେବାକୁ ଥିବା ରଥଯାତ୍ରା ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବା ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଏ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର ଓ ଜିଲ୍ଲାପାଳ ବଲୱନ୍ତ ସିଂ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଛନ୍ତି । ପ୍ରାୟ ଅଧଘଣ୍ଟା ରୁଦ୍ଧ…

ଯାଜପୁରରୁ ଚିହ୍ନଟ ୪ ନୂଆ ଆକ୍ରାନ୍ତଙ୍କ ରହିିଛି କୋଲକାତା ଲିଙ୍କ

ଭୁବନେଶ୍ୱର: ଆଜି ଯାଜପୁରରୁ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଅଛନ୍ତି । ସମସ୍ତଙ୍କ ମହିଳାଙ୍କ ବୟସ ୮୦, ୭୦ ଓ ୪୮ ବର୍ଷ ରହିଥିବା ବେଳେ ପୁରୁଷ ଜଣଙ୍କ ୨୧ ବର୍ଷ ରହିଛି । Health Update, 23rd April, 2020…

ଆଉ ୪ କରୋନା ପଜିଟିଭ ଚିହ୍ନଟ, ୮୭ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଜଣ କରୋନା ଆକ୍ରାନ୍ତ ଯାଜପୁରର । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଂଚିଛି । ଏହି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ତେବେ କରୋନା ଆକ୍ରାନ୍ତଙ୍କ ବିଷୟରେ ସବିଶେଷ…

ଜମ୍ମୁ ଓ କାଶ୍ମୀରକୁ କରୋନା ଆକ୍ରାନ୍ତ ଆତଙ୍କବାଦୀ ପଠାଉଛି ପାକିସ୍ତାନ: ଡିଜିପି ଦିଲବାଗ୍ ସିଂହ

ଶ୍ରୀନଗର: ସମସ୍ତ ପ୍ରକାରର ମାନବିକତାକୁ ଭୁଲି ଯାଇଛି ପାକିସ୍ତାନ । ଏବେ ସମସ୍ତ ସାରା ବିଶ୍ୱରେ ମଣିଷ ସମାଜ କରୋନା ଭୂତାଣୁ ଜନିତ ସଂକ୍ରମଣରେ ଯନ୍ତ୍ରଣା ଭୋଗୁଥିବା ବେଳେ ପାକିସ୍ତାନ ଏହି ମରଣାନ୍ତକ ଭୂତାଣୁର ଫାଇଦା ନେବାର ହୀନ ଚକ୍ରାନ୍ତ କରିବାକୁ ପଛାଉନାହିଁ । ପାକିସ୍ତାନ ଜମ୍ମୁ ଓ…