Latest Odisha News
Browsing Category

ଅନ୍ୟାନ୍ୟ

କରୋନା ଅପଡେଟ୍ ‌; କୋଭିଡ୍‌-୧୯ରେ ସଂକ୍ରମିତ ୫୩ ସାମ୍ବାଦିକ !

ମୁମ୍ବାଇ: ଦେଶବାସୀଙ୍କୁ କରୋନାଭାଇରସ୍ ସମ୍ଭନ୍ଧୀୟ ଟିକ୍‌ନିକ୍ ଖବର ପହଂଚାଉଥିଲେ । ହେଲେ ଏବେ ଖୋଦ ସେମାନେ କରୋନାଭାଇରସରେ ସଂକ୍ରମିତ । ଜଣେ କି ଦୁଇଜଣ ନୁହେଁ ବରଂ କୋଭିଡ୍‌-୧୯ ରେ ସଂକ୍ରମିତ ମୁମ୍ବାଇର ୫୩ ଜଣ ସାମ୍ବାଦିକ । ଏପରି ଘଟଣା ସାରା ଦେଶ ସମେତ ଗଣମାଧ୍ୟମ ଜଗତରେ ସୃଷ୍ଟି କରିଛି…

ବେଙ୍ଗ ଖାଉଛନ୍ତି ବିହାରବାସୀ; ଭିଡିଓ ଭାଇରାଲ୍ !

ବିହାର: ସୋସିଆଲ୍ ମିଡିଆରେ ଚର୍ଚ୍ଚା ସାଉଣ୍ଟିଛି ବିହାର । ଭାଇରାଲ ହୋଇଛି ବେଙ୍ଗ ପୋଡି ଖାଇବାର ଭିଡିଓ । ତେବେ ବୟସ୍କ ପୁରୁଷ କି ମହିଳା ନୁହେଁ ବରଂ ଛୋଟଛୋଟ ପିଲା ବେଙ୍ଗ ପୋଡି ଖାଉଥିବାର ଏହି ଭିଡିଓର ସତ୍ୟତା କିଛି ଭିନ୍ନ ରହିଛି । Distressing video from Jehanabad,Bihar.…

ତାଳଚେରରେ କାର୍ଯ୍ୟକ୍ଷମ ହେଲା ସୋଆର ୧୫୬ ଶଯ୍ୟା ବିଶିଷ୍ଟ ତୃତୀୟ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଓ ସମ ହସ୍ପିଟାଲର ତୃତୀୟ ସମ କୋଭିଡ ୧୯ ହସ୍ପିଟାଲ ଅନୁଗୁଳ ଜିଲ୍ଲା ତାଳଚେରଠାରେ ସୋମବାର କାର୍ଯ୍ୟକ୍ଷମ ହୋଇଛି । କରୋନା ମହାମାରୀ ଆକ୍ରାନ୍ତଙ୍କୁ ଏହି ଦୁଃସାଧ୍ୟ ବ୍ୟାଧିରୁ ରକ୍ଷା…

କରୋନା ଲକ୍‌-ଡାଉନ୍‌; ବାହାରେ ଚାଲିଛି ଟେନିସ୍ ଖେଳ, ଭିଡିଓ ଭାଇରାଲ୍ !

ଇଟାଲି: କରୋନାଭାଇରସ୍ ପାଇଁ ଲକ୍‌-ଡାଉନ୍‌, ହେଲେ ବାହାରେ ଲଗାତାର ଚାଲିଛି ଟେନିସ୍ ଖେଳ । ଅନ୍‌ଲାଇନରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ଭିୟର୍ସିପ୍ ୮ ମିଲିଅନରୁ ଅଧିକ ରହିଛି । Just incredible to see ? ? Liguria, Italy ?? | #tennisathome…

ଲକ୍‌ଡାଉନ ଡାଏରୀ: ରୋଷେଇ ସାଙ୍ଗକୁ କରୋନା ସମ୍ପର୍କିତ ଗୁଜବ ନେଇ ଲୋକଙ୍କୁ ସଚେତନ କରୁଛନ୍ତି ଓଡିଶାର ୱାଟରମ୍ୟାନ୍ ରଂଜନ…

ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା ହୋଇଛି । ଏହି ସମୟରେ ଘରେ ରହୁଥିବାରୁ ଲୋକେ ପରିବାର ସଦସ୍ୟଙ୍କ ସହ ସମୟ ବିତାଇବା ସହ ନିଜ ଭିତରେ ଥିବା ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ପାଇଁ ଉଦ୍ୟମ କରୁଛନ୍ତି । ତେବେ ଏହି ସମୟରେ କିଏ କଣ କରୁଛନ୍ତି ସେ ନେଇ ଆମର…

୧୦ କରୋନା ଆକ୍ରାନ୍ତଙ୍କ ରହିଛି କୋଲକାତା ଲିଙ୍କ

ଭୁବନେଶ୍ୱର: ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ  ୧୦ ଜଣଙ୍କ ରହିଛି କୋଲକାତା ଲିଙ୍କ । ଭଦ୍ରକ ଓ ଯାଜପୁରର ୧୦ ଜଣ କରୋନା ଆକ୍ରାନ୍ତ ଗସ୍ତ ବିବରଣୀ ଅନୁସାରେ ସମସ୍ତଙ୍କର କୋଲକାତା ଲିଙ୍କ ରହିଛି । ଆଜି ଭଦ୍ରକରେ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତ ଏବଂ ଯାଜପୁରରେ…

ରାଜ୍ୟରେ ୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ପଶ୍ଚିମବଙ୍ଗ ଫେରନ୍ତା: ବାଗଚୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଛନ୍ତ ପଶ୍ଚିମବଙ୍ଗ ଫେରନ୍ତା । ରାଜ୍ୟରେ ଚିହ୍ନଟ ହୋଇଥିବା ୭୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨୪ ଜଣ ପଶ୍ଚିମବଙ୍ଗ ଫେରନ୍ତା ଅଛନ୍ତି । ସେହିପରି ଆଜି ଚିହ୍ନଟ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ ପଶ୍ଚିମବଙ୍ଗ ଲିଙ୍କ ରହିଛି । ଏନେଇ ସୂଚନା…

ବଦ୍ରିନାଥ, କେଦାର ନାଥଙ୍କ ଦ୍ୱାର ଖୋଲିବା ତାରିଖ ଘୁଂଚିଲା

ଡେରାଡୁନ: କିଲର କରୋନା ପ୍ରଭାବ ଯୋଗୁ ବାଧ୍ୟ ହୋଇ ବଦ୍ରିନାଥ, କେଦାର ନାଥଙ୍କ ଦ୍ୱାର ଖୋଲିବା ତାରିଖ ଘୁଂଚାଯାଇଛି । ଏଥିନେଇ ଭକ୍ତଙ୍କ ମନ ଅସନ୍ତୋଷ ଥିଲେ ମଧ୍ୟ ସମସ୍ତେ ଉପାୟଶୂନ୍ୟ । କରୋନା ଭାଇରସ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍ ଜାରି ରହିଛି । ଏଥିଯୋଗୁ ସମସ୍ତ ଧାର୍ମିକ ସ୍ଥାନ ମଧ୍ୟ ବନ୍ଦ…

ଚିକେନ ବିରିୟାନୀ, ସିଙ୍ଗଡା, ପିଜ୍ଜା ମଗାଉଛନ୍ତି ଦିଲ୍ଲୀର କଂଟେନମେଂଟ ଜୋନରେ ରହୁଥିବା ଲୋକେ

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ପାଇଁ ସରକାର ନେଉଥିବା ପଦକ୍ଷେପକୁ ଅନେକ ଲେକ ହାଲକାରେ ନେଉଛନ୍ତି । ଏ ଭଳି ଘଟଣା ଦେଶର ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଦକ୍ଷିଣ ଦିଲ୍ଲୀରେ କରୋନା ଭାଇରସକୁ ରୋକିବା ପାଇଁ ୯ କଂଟେନମେଂଟ ଜୋନ୍ ପ୍ରସ୍ତୁତ କରାଯାଇଛି । ତେବେ ଏଠାରେ ଲୋକେ…

କରୋନା ଭାଇରସ କ୍ଷତିପୂରଣ ବାବଦକୁ ଜର୍ମାନୀ ୧୨ ଲକ୍ଷ କୋଟି ଟଙ୍କା ଚୀନକୁ ମାଗିଲା

ଲଣ୍ଡନ: କରୋନା ଭାଇରସ ଲଢ଼େଇ କରିବା ସହ ଧିରେ ଧିରେ ବିଶ୍ୱର ଶକ୍ତିଶାଳୀ ଦେଶଗୁଡିକ ଚୀନ ବିରୋଧରେ ସଂଗଠିତ ହେବାକୁ ଲାଗିଲେଣି । ସୋମବାର ଜର୍ମାନୀ କରୋନା ଭାଇରସ ବାବଦକୁ ୧୨ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ଦେବା ପାଇଁ ଚୀନକୁ କହିଛି । ପୂର୍ବରୁ ୟୁରୋପର ଶକ୍ତିଶାଳୀ ଦେଶଗୁଡିକ ଫ୍ରାନ୍ସ,…