Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଝଡ଼ର ଇଗଲ୍‌: ସ୍ୱାଭିମାନ ହିଁ ଶେଷକଥା

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…

‘ପ୍ୟାର କରୋନା’ରେ ସଲମାନଙ୍କ ସଚେତନତା ବାର୍ତ୍ତା, ଭିଡିଓ ଭାଇରାଲ

ମୁମ୍ବାଇ: ଏବେ କରୋନା କବଳରେ ସମଗ୍ର ଦେଶ । ମହାମାରୀ କରୋନା ନ ବ୍ୟାପିବା ପାଇଁ ପୁରା ଦେଶକୁ ଲକଡାଉନ୍ କରାଯାଇଛି । ଏହି ସମୟରେ ଅନେକ ସେଲିବ୍ରିଟ୍ ସହାୟତାର ହାତ ବଢ଼ାଇବା ପାଇଁ ଆଗକୁ ଆସିଛନ୍ତି । ଆଉ ଏଥିରୁ ପଛରେ ପଡି ନାହାନ୍ତି ବଲିଉଡର ଭାଇଜାନ୍ ସଲମାନ ଖାନ୍ । ସଲମାନଙ୍କ ନୂଆ ଗୀତ…

ଭୁବନେଶ୍ୱରକୁ ଇନ୍ଦୋର ସହ ତୁଳନା, ସଚେତନ ନ ହେଲେ ରୋକି ହେବନି କରୋନା ସଂକ୍ରମଣ

ଭୁବନେଶ୍ୱର: ଜନସାଧାରଣ ସଚେତନ ନହେଲେ କରୋନା ସଂକ୍ରମଣକୁ ରୋକି ହେବ ନାହିଁ । ସାମାଜିକ ଦୂରତା ବଜାୟ ରଖିବା ନିହାତି ଜରୁରୀ । କୋଭିଡ୍‌- ୧୯ର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ଗ୍ରାମାଞ୍ଚଳମାନଙ୍କର ଜନ ସାଧାରଣ ଯେତେଟା ସଚେତନ ଓ ସକ୍ରିୟ ସହରାଞ୍ଚଳର ଜନସାଧାରଣ ସେତେଟା ସଚେତନ ଓ ସକ୍ରିୟ…

ଦେଶର ୫୯ଟି ଜିଲ୍ଲା କରୋନା ମୁକ୍ତ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ମହାମହାରୀ କରୋନା ଦେଶରେ ଦ୍ରୁତି ଗତିରେ ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ କରୋନା ଭାଇରସ୍‌ର ୧୫୫୩ ନୂତନ କେସ୍ ସାମ୍ନାକୁ ଆସିଛି। ଦେଶରେ ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୯ ଜିଲ୍ଲା କରୋନା ମୁକ୍ତ ହୋଇଛି। ଏହି ସବୁ ଜିଲ୍ଲାରେ ଗତ ୧୪ ଦିନ ହେବ କୌଣସି କରୋନା କେସ୍…

କରୋନା ମୁକାବିଲା: ଓଡ଼ିଶା ଓ କେରଳକୁ କେନ୍ଦ୍ର ସରକାରଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି । ଏହାରି ଭିତରେ ଓଡ଼ିଶା ଓ କେରଳର କରୋନା ମହାମାରୀ ପରିଚାଳନାକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ଉତ୍ତମ ପରିଚାଳନା ଯୋଗୁଁ ଏହି ଦୁଇ ରାଜ୍ୟର ଦ୍ୱିଗୁଣିତ ହାର ବା ଡବଲିଂ ରେଟ ଦେଶରେ ସର୍ବୋତ୍ତମ ଅଛି…

ଘରୁ ବାହାରିଲେ, ଟିକ୍‌ଟକ୍ କଲେ, ଜେଲ ଗଲେ; ହେଲେ କିଏ ?

ମୁମ୍ବାଇ: ଲକ୍‌-ଡାଉନରେ ଘରେ ରହି ସମ୍ଭାଳିପାରିନଥିଲେ । ବାହାରିପଡିଥିଲେ ଟିକଟକ୍ କରିବା ପାଇଁ । ସରିଲା ଟିକଟକ୍ । ଭାଇରାଲ୍ ହେଲା ଭିଡିଓ । ହେଲେ ପରେ ଗୋଡାଇ ଗୋଡାଇ ଧରିଥିଲା ଡୋଙ୍ଗ୍ରି ପୋଲିସ । Two young men in Dongri step out to make a Tiktok video @IndianExpress…

ତେଲେଙ୍ଗାନାରେ ମେ’ ୭ ଯାଏଁ ବଢ଼ିଲା ଲକଡାଉନ୍ ଅବଧି

ହାଇଦ୍ରାବାଦ: ତେଲେଙ୍ଗାନାରେ ବଢ଼ିଲା ଲକଡାଉନ୍ ଅବଧି । ମେ’ ୭ ତାରିଖ ଯାଏଁ ଲକଡାଉନ୍ ଅବଧିକୁ ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଲକଡାଉନ୍‌କୁ ଅତି କଠୋର କରାଯିବ । ଆଜିଠାରୁ ତେଲେଙ୍ଗାନାରେ ଫୁଡ ଡେଲିଭରି ମୋବାଇଲ୍ ଆପ୍ଲିକେସନ୍‌କୁ…

୬ ଜଣ କରୋନା ପଜିଟିଭଙ୍କ ଆସିଲା ତଥ୍ୟ, ଯାଜପୁରର ୫ ଓ ସୁନ୍ଦରଗଡର ୧ ଚିହ୍ନଟ

ଭୁବନେଶ୍ୱର: ଆଜି ଚିହ୍ନଟ ହୋଇଥିବା ୬ କରୋନା ପଜିଟିଭଙ୍କ ମଧ୍ୟରେ ଯାଜପୁରର ୫ ଜଣ ଅଛନ୍ତି । ଯାଜପୁର ବ୍ଲକର ୩ ଜଣ ଥିବା ବେଳେ କୋରୋଇ ବ୍ଲକର ଜଣେ ଓ ଦଶରଥପୁର ବ୍ଲକର ଜଣେ ଅଛନ୍ତି । ଏମାନେ ସମସ୍ତେ କୋଲକାତାରୁ ଫେରିଥିବା ନେଇ ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଯାଜପୁର ସମସ୍ତ ୫…

ଭାଇରାଲ୍ ପୋଷ୍ଟମୋର୍ଟମ୍; କେତେ ସତ କେତେ ମିଛ ? ପ୍ରତି ୧୦୦ ବର୍ଷରେ ଥରେ ସର୍ବବ୍ୟାପୀ ମହାମାରୀ !

ଭୁବନେଶ୍ୱର: କରୋନା ମହାମାରୀ ବିଶ୍ୱରେ ବ୍ୟାପିବା ପରଠୁ ଅନେକ ଟିଭି ଚ୍ୟାନେଲ, ଖବର କାଗଜ ଓ ସୋସିଆଲ ମିଡିଆରେ ପ୍ରତି ୧୦୦ବର୍ଷରେ ଥରେ ବିଶ୍ୱ କିଛି ନା କିଛି ମହାମାରୀକୁ ସାମ୍ନା କରୁଥିବା ପ୍ରକାଶ କରିଆସିଛନ୍ତି । ହେଲେ ଏହି ଦାବିରେ କେତେ ରହିଛି ସତ୍ୟତା ? ସତ ଜାଣିବାକୁ ଛାନଭିନ୍…

ରାଜ୍ୟରେ ଆଉ ୬ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୭୪କୁ ବୃଦ୍ଧି

ଭୁବନେଶ୍ୱରେ: ରାଜ୍ୟରେ ଆଉ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ତେବେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ କୌଣସି ତଥ୍ୟ ଦିଆଯାଇ ନାହିଁ । ଆଜି…