Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପଡୋଶୀଙ୍କ ଠାରୁ ସଂକ୍ରମିତ ହୋଇଥିଲେ ୫୫ ନଂ କରୋନା ପଜିଟିଭ

ଭୁବନେଶ୍ୱର: ୫୫ ନଂ କରୋନା ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ବମିଖାଲ କଣ୍ଟେନମେଣ୍ଟ ଜୋନର ୩୫ ବର୍ଷୀୟ ଯୁବକ । ସେ ୭, ୮, ୨୨ ଓ ୩୯ ନମ୍ବର କରୋନା ସଂକ୍ରମିତଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି । ଆଜି ପ୍ରେସମିଟରେ ରାଜ୍ୟ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏନେଇ…

କରୋନାଭାଇରସ୍ ବନାମ୍ ଇଣ୍ଡୋନେସିଆନ୍ ଭୂତ ‘ପୋକୋଙ୍ଗ’ !

ଇଣ୍ଡୋନେସିଆ: ଇଣ୍ଡୋନେସିଆର କେପୁଃ ଗାଁ ରାସ୍ତାରେ ରାତି ଅଧରେ ଦେଖିବାକୁ ମିଳୁଛି ପୋକୋଙ୍ଗ ଭୂତ । ତେବେ ମଣିଷଙ୍କ କ୍ଷତି ନୁହେଁ ବରଂ ତାଙ୍କ ଜୀବନରକ୍ଷା କରିବା ପାଇଁ ରାତିରେ ଭୁତମାନେ ଚଳପ୍ରଚଳ କରୁଥିବା ଜଣାପଡିଛି । ର‌୍ୟୁଟର୍ସ ରିପୋର୍ଟ ଅନୁଯାୟୀ କରୋନା ଲକ୍‌-ଡାଉନକୁ ଗାଁ ଲୋକେ…

ଭୁବନେଶ୍ୱରରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ୫୫ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଆଉ ଜେଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତି ଜଣକ ଭୁବନେଶ୍ୱର ବମିଖାଲ ଅଂଚଳର । ତାଙ୍କ ବୟସ ୩୫ ବର୍ଷ । ଏହି ବ୍ୟକ୍ତି ଜଣକ ପୂର୍ବରୁ ବମିଖାଲରୁ ଚିହ୍ନଟ ହୋଇଥିବା ୪ ଜଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ…

ଓଡିଶା ଲକ୍‌-ଡାଉନ୍‌; ବସ୍ତିରେ ବୁଲିଲେ ଗାନ୍ଧୀ ବେଶରେ, ବାଣ୍ଟିଲେ ମାସ୍କ ଓ ସାନିଟାଇଜର !

ଭୁବନେଶ୍ୱର: ସାରା ଦେଶରେ ଆତଙ୍କ ଖେଳାଇଛି କରୋନାଭାଇରସ୍ । ଦେଶବାସୀ କୋକୁଆ ଭୟରେ ଥିବାବେଳେ ଭୁବନେଶ୍ୱରରେ ଜଣେ ବ୍ୟକ୍ତି ମହାତ୍ମା ଗାନ୍ଧୀଙ୍କ ବେଶରେ ବୁଲିବୁଲି ମାସ୍କ ଓ ସାନିଟାଇଜର ବାଣ୍ଟିଥିଲେ । Odisha: A man dressed as Mahatma Gandhi walked around in slum areas…

ଶ୍ରୀମନ୍ଦିରରେ ଶ୍ରୀହନୁମାନ ଜୟନ୍ତୀ: ଆଜ୍ଞାମାଳ ମିଳିବାପରେ ପାଇଲେ ପୂଜା

ପୁରୀ: ଆଜି ମହାବିଷୁବ ସଂକ୍ରାନ୍ତି । ଓଡ଼ିଶାର ଘରେ ଘରେ ପଣା ସଂକ୍ରାନ୍ତି ଭାବେ ଏହି ଦିବସଟିକୁ ପାଳନ କରାଯାଇଛି । ଆଜିର ଦିନରେ ଶ୍ରୀରାମଙ୍କ ପରମ ଭକ୍ତ ଶ୍ରୀ ହନୁମାନଜୀଙ୍କ ଜୟନ୍ତୀ । ଶ୍ରୀକ୍ଷେତ୍ରସ୍ଥିତ ଶ୍ରୀମନ୍ଦିରରେ ଆଜି ହନୁମାନଜୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି ।…

ଲକ୍‌ଡାଉନରେ ସ୍କୁଲ ଫି ହ୍ରାସ ପ୍ରସଙ୍ଗ; ମୁଖ୍ୟମନ୍ତ୍ରୀଙ୍କ ଅପିଲକୁ ମାନିବାକୁ ନାରାଜ ଘରୋଇ ସ୍କୁଲ୍ !

ଭୁବନେଶ୍ୱର: କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଏବେ ଓଡ଼ିଶା ସମେତ ସାରା ଦେଶରେ ଚାଲିଛି ଲକ୍‌ଡାଉନ୍ । ଏବେ ସମସ୍ତ ସରକାରୀ ଓ ବେସରକାରୀ ଘରୋଇ ସ୍କୁଲ ଗୁଡ଼ିକ ବନ୍ଦ ରହିଥିବା ଯୋଗୁଁ ବିଦ୍ୟାଳୟମାନଙ୍କରେ ପାଠପଢା ସମ୍ପୂର୍ଣ୍ଣ ବନ୍ଦ ରହିଛି । ମାତ୍ର, ୱାଟସଆପ ମାଧ୍ୟମରେ ଅନେକ ଘରୋଇ…

ବୈଶାଖ ପୂର୍ଣ୍ଣିମା: ଆଇଆଇଏମସିରେ ଉନ୍ମୋଚିତ ହେଲା ଜାଲିଆନାୱାଲାବାଗ ସଂପର୍କିତ ମନୋଗ୍ରାଫ୍‌

ଢେଙ୍କାନାଳ: ଜାଲିଆନାୱାଲାବାଗ ଗଣହତ୍ୟା ସଂପର୍କିତ ଏକ ମନୋଗ୍ରାଫ୍‍ ଆଜି ଢେଙ୍କାନାଳଠାରେ ଥିବା ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମସି) ପରିସରରେ ଉନ୍ମୋଚିତ ହୋଇଯାଇଛି । ସାରା ଦେଶରେ ଲକଡାଉନ୍‍ ଚାଲିଥିବା ବେଳେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ ଏହାକୁ…

କରୋନା ମୁକାବିଲା: ଓଡ଼ିଶାରେ ୫ ମାସ ପାଇଁ ମହଜୁଦ ଅଛି ଔଷଧ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଓଡ଼ିଶାରେ ୫ ମାସ ପାଇଁ ମହଜୁଦ ରହିଛି ଅତ୍ୟାବଶ୍ୟକ ଔଷଧ । ତେବେ ଅତିରିକ୍ତ ୪ ମାସର ଔଷଧ ମହଜୁଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବାରୁ ମେ ମାସ ସୁଦ୍ଧା ଔଷଧ ଆଣି ରଖାଯିବ । କରୋନା ଟେଷ୍ଟିଙ୍ଗ ପାଇଁ ଆର୍ଟିପିସିଆର ମେସିନ, ବାଓସେଫଟି…

ସ୍ପେନରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି

ମାଡ୍ରିଡ: କରୋନା ଭାଇରସର କରାଳ କବଳରୁ ସ୍ପେନ ଖସୁଛି । ୨ ସପ୍ତାହ ବ୍ୟାନ ପରେ ଏବେ ସେଠାରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ସରକାର ଲକଡାଉନ ନିୟମରେ କେତେକ କୋହଳ କରିଛି । ସୋମବାର କେତେକ କମ୍ପାନୀକୁ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି । ସ୍ଥାନୀୟ ପୋଲିସ ମେଟ୍ରୋ ଷ୍ଟେଶନରେ ହଜାର…

ଲକଡାଉନ୍ ଅବଧି ବୃଦ୍ଧି କଲେ ତାମିଲନାଡୁ ସରକାର

ନୂଆଦିଲ୍ଲୀ: ତାମିଲନାଡୁରେ ବଢ଼ିଲା ଲକଡାଉନ୍ ଅବଧି । ଦେଶର ୭ମ ରାଜ୍ୟ ଭାବେ ତାମିଲନାଡୁ ତାର ଲକଡାଉନ ଅବଧିକୁ ୩୦ ଯାଏଁ ବୃଦ୍ଧି କରିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ଲକଡାଉନ ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି, କରୋନା ମୁକାବିଲା ପାଇଁ ଲକଡାଉନକୁ…