Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଲକଡାଉନ ୨.୦: ପ୍ରଧାନମନ୍ତ୍ରୀଙ୍କ ସର୍ତ୍ତ ମାନିଲେ ଏପ୍ରିଲ ୨୦ ପରେ ଆସିପାରିବେ ବାହାରକୁ !

ନୂଆଦିଲ୍ଲୀ: ସାରାଦେଶରେ ଲକଡାଉନ ସମୟସୀମା ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି । କିନ୍ତୁ ଏହା ସହ ସେ କହିଛନ୍ତି ଯେ ୨୦ ଏପ୍ରିଲରୁ କିଛି ମନୋନୀତ ଅଞ୍ଚଳକୁ କୋହଳ ପ୍ରଦାନ କରାଯିବ । ଏଥିପାଇଁ ମୋଦୀ କିଛି ସର୍ତ୍ତ ରଖିଛନ୍ତି । ଲକଡାଉନ…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଛୁଇଁଲା, ୩୩୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ଦିନ ୧୦,୩୬୩ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୮୯୮୮ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ…

କରୋନା ଯୋଦ୍ଧା ଡାକ୍ତରମାନଙ୍କୁ ଗୁଗୁଲ୍ ଡୁଡଲ୍ ମାଧ୍ୟମରେ ଧନ୍ୟବାଦ ଜଣାଇଲା

ନୂଆଦିଲ୍ଲୀ:ଗୁଗୁଲ୍ ଏକ ଡୁଡଲ୍ ତିଆରି କରି କରୋନା ଜୀବାଣୁ ସହିତ ଲଢ଼ୁଥିବା ଡାକ୍ତରମାନଙ୍କୁ ଧନ୍ୟବାଦ ଦେଉଛି | ଟେକ୍ କମ୍ପାନୀ ଗୁଗୁଲ୍ (ଗୁଗୁଲ୍) ଡୁଡଲ୍ସ ତିଆରି କରି କରୋନା ଭାଇରସ୍ ସହିତ ଲଢ଼ୁଥିବା ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କୁ ବିଶେଷ ଧନ୍ୟବାଦ ଅର୍ପଣ କରିଛି। କମ୍ପାନୀ…

ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୫୬ ଛୁଇଁଲା

ଭୁବନେଶ୍ୱର : ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହ ମୋଟ ପଜିଟିଭଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୬୪ ଟି ସ୍ୱାବ ନମୁନା ପରୀକ୍ଷା ହୋଇଥିବା ବେଳେ ଜଣେ ପଜିଟିଭ ବାହାରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…

ଯାଜପୁରରେ ଚିହ୍ନଟ ହେଲେ ୨ୟ କରୋନା ପଜିଟିଭ

ଯାଜପୁର:ଯାଜପୁରରେ ଚିହ୍ନଟ ହୋଇଛନ୍ତି ୨ୟ କୋରୋନା ପଜିଟିଭ । ୬୧ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ଜାଫରପୁର ପଞ୍ଚାୟତର ସାନ ତ୍ରିଲୋଚନ ପୁର ଗାଁରେ ଚିହ୍ନଟ ହୋଇଥିବା ଜିଲାପାଳ ସୂଚନା ଦେଇଛନ୍ତି । ମାର୍ଚ୍ଚ ମାସ ୧୮ ତାରିଖରୁ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଏକ ଟାଟା ମେଜିକ ଯୋଗେ ୧୮ ଜଣଙ୍କ ସହ…

‘ସ୍ୱାଇନ ଫ୍ଲୁ’ ଠାରୁ ୧୦ ଗୁଣ ଅଧିକ ମାରାତ୍ମକ ‘କରୋନା ଭାଇରସ’, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ ଏଚ ଓ) ନିଶ୍ଚିତ କରିଛି ଯେ କରୋନାଭାଇରସ୍ ସ୍ୱାଇନ ଫ୍ଲୁ ଅପେକ୍ଷା ଦଶ ଗୁଣ ଅଧିକ ମାରାତ୍ମକ । ସ୍ୱାଇନ ଫ୍ଲୁ ୨୦୦୯ ଜାନୁଆରୀ ରୁ ୨୦୧୦ ଅଗଷ୍ଟ ମଧ୍ୟରେ ୧୮,୪୪୮ ଜଣଙ୍କର ପ୍ରାଣ ନେଇଛି। ଏକ ଦଶନ୍ଧି ପୂର୍ବରୁ ୧.୬ ମିଲିୟନରୁ ଅଧିକ ଲୋକ…

ମେ ୩ ଯାଏଁ ବଢିଲା ଲକ୍ ଡାଉନ ଅବଧି

ନୂଆଦିଲ୍ଲୀ: ସାରା ଦେଶରେ ବଢିଲା ଲକ୍ ଡାଉନ ଅବଧି । ଆଜି ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ ଡାଉନ ଅବଧିକୁ ମେ ୩ ଯାଏଁ ବୃଦ୍ଧି କରିଛନ୍ତି । ପୂର୍ବରୁ ଘୋଷଣା ହୋଇଥିବା ୨୧ ଦିନିଆ ଲକ୍ ଡାଉନର ଆଜି ଶେଷ ଦିନ ଥିଲା । ମୋଦି ତାଙ୍କ ଅଭିଭାଷଣରେ କହିଥିଲେ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୫ କରୋନା ରୋଗୀ

ଭୁବନେଶ୍ୱର: କୋଭିଡ-୧୯ରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ରାଜ୍ୟରେ ଆଉ ୫ ଜଣ ବ୍ୟକ୍ତି ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ସେମାନଙ୍କର କୋଭିଡ-୧୯ ଟେଷ୍ଟ ନେଗେଟିଭ ବାହାରିଛି।…

ଲକଡାଉନରେ ବଢୁଛି ଅନଲାଇନ୍ ଠକେଇ, ସାଇବର ଦୋସ୍ତର ସାହାଯ୍ୟ ନିଅନ୍ତୁ…

ନୂଆଦିଲ୍ଲୀ: ଦିନକୁ ଦିନ ଲୋକମାନେ ଅନଲାଇନ କାରବାର ବହୁଳ ଭାବେ କରୁଛନ୍ତି | ସେହିଭଳି ଭାବେ ଅନଲାଇନ ଠକେଇ ମଧ୍ୟ ବୃଦ୍ଧି ପାଉଛି | ଲକଡାଉନ ଯୋଗୁଁ ଲୋକମାନେ ଘରୁ ଅନଲାଇନ୍ କାମ କରୁଛନ୍ତି | ବହୁଳଭାବେ ଅନଲାଇନ୍ କାରବାରକୁ ଦେଖି ସାଇବର ଅପରାଧୀମାନେ ସକ୍ରିୟ ହୋଇଛନ୍ତି।  ଲୋକଙ୍କୁ ସାଇବର…

ମଙ୍ଗଳବାର ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର  ଅର୍ଥାତ୍ ଏପ୍ରିଲ୍ ୧୪ ତାରିଖ ଦିନ ସକାଳ ୧୦ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏନେଇ ସୋମବାର ଦିନ ମୋଦୀ ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି । Prime Minister @narendramodi will address the nation at 10 AM on…