Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶିବରାଜଙ୍କ ପ୍ରଶଂସନୀୟ ପଦକ୍ଷେପ: ଆଇଆଇଏଫଏ ପାଇଁ ଉଦ୍ଦିଷ୍ଟ ୭୦୦ କୋଟି କରୋନା ସଂକ୍ରମିତଙ୍କ ପାଇଁ ଖର୍ଚ୍ଚ ହେବ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି । ଆଇଆଇଏଫଏ ୨୦୨୦ କାର୍ଯ୍ୟକ୍ରମ ପାଇଁ ସେ ୭୦୦ କୋଟି ଟଙ୍କା ଦେଇଥିଲେ । ଏବେ ସେହି ଅର୍ଥକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଅଣାଯିବ ସହ କରୋନା ସଂକ୍ରମିତଙ୍କ…

ଲକ୍‌ଡାଉନ କରାଯାଇ ନ ଥିଲେ ଭାରତରେ ୮ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ସଂକ୍ରମିତ ହୋଇଥାନ୍ତେ

ନୂଆଦିଲ୍ଲୀ: ଭାରତ ସରକାର ପକ୍ଷରୁ ଯଦି ସଙ୍ଗେ ସଙ୍ଗେ ଲକଡାଉନ କରାଯାଇ ନ ଥାନ୍ତା ତାହେଲେ ଏବେ ସୁଦ୍ଧା ୮ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତ କରୋନା ସଂକ୍ରମିତ ହୋଇଥାନ୍ତେ । ଆଇସିଏମଆର ରିପୋର୍ଟ ମୁତାବକ ଭାରତ ଆଉ ବିଳମ୍ବ କରିଥିଲେ ଇଟାଲୀ ଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ଅକ୍ସଫୋର୍ଡ…

୨୦ ଦିନରେ ରୁଷିଆ ତିଆରି କଲା ୧୦ ହଜାର ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା

ମସ୍କୋ: କରୋନା ଭାଇରସ ମୁକାବିଲା ପାଇଁ ରୁଷିଆ ୨୦ ଦିନରେ ୧୦ ହଜାର ଲୋକଙ୍କ ଚିିକିତ୍ସା ହେଇ ପାରୁଥିବା ଡାକ୍ତରଖାନା ନିର୍ମାଣ କରିଛି । ଏଥିସହ ରୁଷିଆ ଚାଇନାକୁ ପଛରେ ପକାଇ ଦେଇଛି । ଚାଇନା ଅଳ୍ପ ଦିନରେ ଉହାନରେ ଏକ ବିଶାଳକାୟ ଡାକ୍ତରଖାନା ତିଆରି କରିଥିଲା । ମସ୍କୋ ଟାଇମ୍ସ ମୁତାବକ ଏଭଳି…

କରୋନା ଲକ୍‌-ଡାଉନ୍‌; ୧୪୦୦ କିମି ଗାଡି ଚଳାଇ ପୁଅକୁ ଘରକୁ ଆଣିଲେ ରଜିଆ !

ତେଲେଙ୍ଗାନା: ଦେଶବ୍ୟାପୀ ଲକ୍‌-ଡାଉନ୍ ଘୋଷଣା । ହେଲେ ତେଲାଙ୍ଗାନାର ଜଣେ ମହିଳାଙ୍କୁ ଘରେ ରୋକିପାରିନଥିଲା କୌଣସି ନିୟମ । ନ୍ୟୁଜ ଏଜେନ୍ସି ANI ରିପୋର୍ଟ ଅନୁଯାୟୀ ତେଲେଙ୍ଗାନାର ସରକାରୀ ଶିକ୍ଷୟତ୍ରୀ ରଜିଆ ବେଗମ୍ । ସୋମବାର ସକାଳୁ ନିଜ ଦୁଇଚକିଆ ଯାନ ଧରି ଘରୁ ବାହାରିଥିଲେ । ପରଦିନ…

ଡବ୍ଲ୍ୟୁଏଚଓ ମୁଖ୍ୟ କହିଲେ ‘ରାଜନୀତିକୁ ଏବେ କ୍ୱାରେଂଟାଇନରେ ରଖ’

ଓ୍ବାଶିଂଟନ: କରୋନା ମହାମାରୀକୁ ରୋକିବା ପାଇଁ ଆମକୁ ସଂଗଠିତ ଭାବେ କାମ କରିବାକୁ ପଡିବ । ଏ ନେଇ କୌଣସି ପ୍ରକାର ରାଜନୀତି କରିବା ଠିକ୍ ନୁହେଁ । ବର୍ତମାନ ରାଜନୀତିକୁ କିଛି ଦିନ କ୍ୱାରେଂଟାଇନରେ ରଖ ବୋଲି ଡବ୍ଲ୍ୟୁଏଚଓ ମୁଖ୍ୟ ଟେଡ୍ରୋସ୍ ଗେବ୍ରେୟେସିଏସ୍ କହିଛନ୍ତି । ଚୀନକୁ ଆଧାନମ ଭୁଲ…

ବ୍ରହ୍ମପୁର ଏମକେସିଜିକୁ ମିଳିଲା କୋଭିଡ୧୯ ନମୁନା ପରୀକ୍ଷା ଅନୁମତି

ବ୍ରହ୍ମପୁର: କୋଭିଡ୧୯ ପରୀକ୍ଷା ପାଇଁ ବ୍ରହ୍ମପୁର ଏମକେସିଜିକୁ ଅନୁମତି । ଏମକେସିଜି ମେଡିକାଲ କଲେଜକୁ ଏହି ଅନୁମତି ଦେଇଛନ୍ତି ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର୍‌) । ଦକ୍ଷିଣ ଓଡିଶାର ପ୍ରଥମ ହସ୍ପିଟାଲ ଭାବେ ଏଠାରେ ପରୀକ୍ଷଣ ଆରମ୍ଭ ହେବ । ବର୍ତ୍ତମାନ ଭୁବନେଶ୍ୱରର…

ହୋମ କ୍ୱାରେଂଟାଇନରେ ରହିଥିବା ଯୁବକ ବାହାରେ ବୁଲୁଥିବାରୁ ଡାକ୍ତର ବାଡି ଧରି ଗୋଡାଇଲେ

ମକାରାନା: ରାଜସ୍ଥାନର ମକାରାନା ଅଂଚଳରେ ଡାକ୍ତରଙ୍କ ଆଉ ଏକ ରୂପ ଦେଖିବାକୁ ମିଳିଛି । ଏଠାରେ ୩୮ ଯୁବକଙ୍କୁ କ୍ୱାରେଂଟାଇନରେ ରଖାଯାଇଛି । ଏହି ଯୁବକମାନେ ବାରମ୍ବାର ଘରୁ ବାହାରକୁ ଆସିବା ଡାକ୍ତର ଆବିଦ ହୁସେନ ଦେଖିଥିଲେ । ସମସ୍ତଙ୍କୁ ଡାକି କରୋନାର ଭୟାବହତା ବିଷୟରେ ବୁଝାଇଥିଲେ । ତଥାପି…

କରୋନା ଆତଙ୍କ: ଫ୍ଲୁ ଜନିତ ଚିକିତ୍ସା କେବଳ ‘ଫିଭର କ୍ଲିନିକ୍’ରେ ହେବ

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ବିପଦକୁ ଏଡ଼ାଇବା ଲାଗି ଓଡ଼ିଶା ସରକାର ଫ୍ଲୁ ଭଳି ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କୁ ଏହିସବୁ ଘରୋଇ କ୍ଲିନିକ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ଯାହାକୁ 'ଜ୍ୱର କ୍ଲିନିକ୍’ ବା  'ଫିଭର କ୍ଲିନିକ୍' ଭାବେ ସୂଚିତ କରାଯାଇଛି।…

କରୋନା ସହ ମୁକାବିଲା: ଆଇସିୟୁ ଛାଡ଼ିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍‌

ଲଣ୍ଡନ: କରୋନା ଭୂତାଣୁ ଜନିତ ପରୀକ୍ଷାରେ ପଜିଟିଭ୍ ଚିହ୍ନିତ ହେବାପରେ ସୋମବାର ରାତିରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଜନସନ୍ ଲଣ୍ଡନର ସେଣ୍ଟ୍ ଥୋମାସ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟରେ ୪ ଦିନ ଚିକିତ୍ସିତ ହେବା ପରେ ଗୁରୁବାର ଦିନ…

ଲକ୍‌-ଡାଉନ୍‌ରେ ଲୋକଙ୍କୁ ସାବାଡ୍ କରିବା ପାଇଁ ମାସାଇ ଜନଜାତିର ସାହାରା ନେଲା କେନିଆ ସରକାର !

ଭୁବନେଶ୍ୱର: ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି କେନିଆର ଏହି ଭିଡିଓ । ଯେଉଁଥିରେ ମାସାଇ ଜନଜାତିର ଜଣେ ସଦସ୍ୟ ଲୋକଙ୍କୁ ଚାବୁକ୍‌ରେ ମାଡ ମାରି ଘଉଡାଇବାରେ ଦେଖିବାକୁ ମିଳିଛି । How #Kenya tackles #SocialDistancing Maasai tribe was called to help within 24 hrs, not…