Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୨୦୨୮ ସୁଦ୍ଧା ବଜାରକୁ ଆସିବ ଫ୍ଲାଇଙ୍ଗ୍ ଟ୍ୟାକ୍ସି

ନୂଆଦିଲ୍ଲୀ: ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ରେ ଅଟୋ ସେକ୍ଟର କମ୍ପାନୀଗୁଡିକ ଅନେକ କାର, ସ୍କୁଟର, ସୋଲାର ଇଭି ଲଞ୍ଚ କରିଛନ୍ତି । କିନ୍ତୁ ଏସବୁ ମଧ୍ୟରେ ଏରୋସ୍ପେସ୍ ଷ୍ଟାର୍ଟଅପ୍ କମ୍ପାନୀ ସରଲା ଆଭିଏସନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ​​। ଭାରତ ଏକ୍ସପୋରେ ଏହି କମ୍ପାନୀ ଏକ…

ଏଣିକି ମାତ୍ର ୨୦ ଟଙ୍କାରେ ୪ ମାସ ପର୍ଯ୍ୟନ୍ତ ସିମ୍‌ ରଖିପାରିବେ ଆକ୍ଟିଭ୍‌

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ମୋବାଇଲ୍ ବ୍ୟବହାରକାରୀ ଦୁଇଟି ସିମ୍ କାର୍ଡ ବ୍ୟବହାର କରନ୍ତି। ଜୁଲାଇ ୨୦୨୫ ଠାରୁ ରିଚାର୍ଜ ପ୍ଲାନଗୁଡ଼ିକ ମହଙ୍ଗା ହୋଇଯିବାରୁ, କେତେକ ସମୟରେ ଦୁଇଟି ନମ୍ବର ରିଚାର୍ଜ କରିବା ବହୁତ କଷ୍ଟକର ହୋଇପଡ଼େ। ଯଦିଓ ଆମେ ସିମ୍ କାର୍ଡ ବହୁତ ବ୍ୟବହାର କରୁ। ତଥାପି…

ଇନଷ୍ଟାଗ୍ରାମର ନୂଆ ପଦକ୍ଷେପ, ଏଣିକି ଅଧିକ ସମୟ ପର୍ଯ୍ୟନ୍ତ କରିପାରିବେ ରିଲ୍ସ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ଖୁସି ଖବର। ଲୋକପ୍ରିୟ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଏହାର ରିଲ୍ସ ଫିଚରରେ ଏକ ପ୍ରମୁଖ ଅପଡେଟ୍ ଜାରି କରିଛି। ଏବେ ଉପଭୋକ୍ତାମାନେ ୩ ମିନିଟ ପର୍ଯ୍ୟନ୍ତ ଭିଡିଓ ଅପଲୋଡ କରିପାରିବେ। ପୂର୍ବରୁ ଏହି ସୀମା ୯୦ ସେକେଣ୍ଡ ଥିଲା, ଯାହାକୁ ଦ୍ୱିଗୁଣିତ…

ଅଜବ ପରମ୍ପରା; ଏହି ଦେଶରେ ଚା’ର ମିଠାରୁ ସ୍ଥିର କରାଯାଏ ବିବାହ…

ନୂଆଦିଲ୍ଲୀ: ଆମ ଦେଶ ଭାରତରେ ସାଧାରଣତଃ ଦିନ ଆରମ୍ଭ ଏକ ଚା’ କପ୍ ସହିତ ଆରମ୍ଭ ହୁଏ । କେବଳ ଏତିକି ନୁହେଁ, ଯଦି କୌଣସି ଦିନ ଚା' ମିଳେନାହିଁ, ତେବେ ସେହି ଦିନଟି ଅସମ୍ପୂର୍ଣ୍ଣ ପରି ମନେହୁଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବୁ ଯେଉଁଠାରେ ଚା’ର ମିଠା ସହିତ ବିବାହ…

ଭାରତର ଏହି ମନ୍ଦିରରେ ପାକିସ୍ତାନ ପକାଇଥିଲା ୩ ହଜାରରୁ ଅଧିକ ବମ୍, ହେଲେ ଅକ୍ଷତ ରହିଥିଲା ମନ୍ଦିର

ଜୟପୁର: ହିନ୍ଦୁ ଧର୍ମରେ ପ୍ରତ୍ୟେକ ମନ୍ଦିରର ନିଜର ଅଲଗା ମହତ୍ୱ ରହିଛି । ଭାରତରେ ଏପରି ଏକ ଚମତ୍କାର ଶକ୍ତି ସହିତ ଜଡିତ ମନ୍ଦିର ଅଛି ଯେଉଁଠାରେ ମନ୍ଦିର ଉପରେ ହଜାର ହଜାର ବୋମା ପଡ଼ିବା ପରେ ମଧ୍ୟ କୌଣସି କ୍ଷତି ହୋଇନାହିଁ । ଜାଣନ୍ତୁ ସେହି ମନ୍ଦିର କେଉଁଠି ରହିଛି... ରାଜସ୍ଥାନର ଏକ…

ଫିସ୍ ସ୍ପା କରୁଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ବର: ଆଜି କାଲି ସ୍ପା ଟ୍ରେଣ୍ଡରେ ରହିଛି । ସେଥିମଧ୍ୟରୁ ଫିସ୍ ସ୍ପା ଅନ୍ୟତମ । ଫିସ୍ ସ୍ପାରେ ଏକ ପାଣି ଭର୍ତ୍ତି ଟବ୍ ରେ କିମ୍ବା ଟ୍ୟାଙ୍କରେ ପାଦ ରଖିବାକୁ ହୁଏ । ସେଥିରେ ଛୋଟ ଛୋଟ ମାଛଗୁଡିକୁ ଛାଡି ଦିଆଯାଏ । ଏହି ମାଛମାନେ ପାଦର ଚର୍ମରୁ ମୃତ କୋଶିକା (ଡେଡ୍ ସ୍କିନ) ଖାଇଥାନ୍ତି…

ଭୂପୃଷ୍ଠରୁ ହଳଦିଆ ଦେଖାଯାଉଥିବା ସୂର୍ଯ୍ୟ ମହାକାଶରେ କିପରି ଦେଖାଯାଏ?

ନୂଆଦିଲ୍ଲୀ: ପୃଥିବୀ ରହସ୍ୟରେ ପରିପୂର୍ଣ୍ଣ ଅଟେ । ଯଦି ପଚରାଯାଏ ଯେ, ସୂର୍ଯ୍ୟର ରଙ୍ଗ କ'ଣ? ଅଧିକାଂଶ ଉତ୍ତର ଆସିବ ହଳଦିଆ ଏବଂ କମଳା ରଙ୍ଗ । କିନ୍ତୁ ଆପଣ କ’ଣ ଜାଣନ୍ତି କି ସୂର୍ଯ୍ୟର ପ୍ରକୃତ ରଙ୍ଗ କ’ଣ? ତେବେ ଆସନ୍ତୁ ଜାଣବା ଯେ ସୂର୍ଯ୍ୟର ପ୍ରକୃତ ରଙ୍ଗ କ'ଣ ଏବଂ ଏହା ପୃଥିବୀ ଠାରୁ…

ଦେଶର ପ୍ରଥମ ସୌରଶକ୍ତି ଚାଳିତ କାର୍‌ ହେଲା ଲଞ୍ଚ , ପ୍ରାଇସ ବହୁତ କମ୍

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ମେଗା ଅଟୋ ଏକ୍ସପୋରେ ଭାରତରେ ନିର୍ମିତ ପ୍ରଥମ ସୌରଚାଳିତ କାର୍‌ ଲଞ୍ଚ ହୋଇଛି । ଭେଭି ମୋବିଲିଟି (Vayve Mobility) ଏହି କାର ବିକ୍ରି ପାଇଁ ଲଞ୍ଚ କରିଛି । ଏହ କାର୍ ର ନଁ ହେଲା ଭେଭି ଇଭା (Vayve Eva)। ୩ଟି ଭାରିଆଣ୍ଟ୍‌ରେ ଏହି…

କାହିଁକି ବିବାହିତ ମହିଳାମାନେ ପିନ୍ଧନ୍ତି ମଙ୍ଗଳସୂତ୍ର?

ଭୁବନେଶ୍ବର: ଆମ ହିନ୍ଦୁ ରୀତିନୀତିରେ ବିବାହିତ ମହିଳାମାନେ ସାଧାରଣତଃ ବିବାହ ପରେ ମଙ୍ଗଳସୂତ୍ର ପିନ୍ଧନ୍ତି । ବିବାହ ସମୟରେ ମଧ୍ୟ ଦୁଇଟି ଜିନିଷ ଗୁରୁତ୍ବପୂର୍‌ର୍‌ର ରହିଥାଏ । ଗୋଟିଏ ହେଲା ସିନ୍ଦୁର ଏବଂ ଆଉ ଗୋଟେ ହେଲା ମଙ୍ଗଳସୂତ୍ର । ହେଲେ କେବେ ଆପଣ ଭାବିଛନ୍ତି କି କାହିଁକି ବିବାହିତ…

କାର ଲୋନ ନା ବ୍ୟକ୍ତିଗତ ଲୋନ! କେଉଁ ଲୋନ ନେଇ କାର କିଣିବା ଭଲ…

ଭୁବନେଶ୍ବର: ଯଦି ଆପଣ ଏକ ନୂଆ କାର କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ପ୍ରଥମ ପ୍ରଶ୍ନ ଉଠୁଛି ଯେ କାର୍ କିଣିବା ପାଇଁ ଟଙ୍କା କେଉଁଠୁ ଆଣିବେ । ଅଧିକାଂଶ ବ୍ୟକ୍ତି ଲୋନ ନେଇ କାର କିଣିଥାନ୍ତି । ତେବେ କାର୍ ଲୋନ ନା ବ୍ୟକ୍ତିଗତ ଲୋନ ନେଇ କାର୍ କିଣିବା ଭଲ ତାହା ସ୍ଥିର କରିବା ଟିକେ…