Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମହାଶିବରାତ୍ରୀ: ସୁବାସିତ ଫୁଲ, ରଙ୍ଗୀନ ଆଲୋକମାଳାରେ ଝଟକୁଛି ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ମହାଶିବରାତ୍ରୀ ଉପଲକ୍ଷେ ପ୍ରସିଦ୍ଧ ଏକାମ୍ରକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶିବରାତ୍ରୀ ଉତ୍ସବ ଲାଗି ୨୦ ପ୍ରକାର ସୁବାସିତ ଫୁଲରେ ସଜ୍ଜିତ ହୋଇଛି ମନ୍ଦିର । ପ୍ରାୟ ୧୫ ଲକ୍ଷ ଟଙ୍କାର ସୁବାସିତ ଫୁଲରେ ସଜା ହୋଇଛି ମନ୍ଦିର, ରଙ୍ଗୀନ ଆଲୋକମାଳା…

ଅଜବ ପ୍ରଥା : ବିବାହର ୩ ଦିନ ପର୍ଯ୍ୟନ୍ତ ପତି-ପତ୍ନୀ ଶୌଚାଳୟ ଯିବେନି

ଜାକର୍ତା: ବାହାଘର ନେଇ ଭିନ୍ନ ଭିନ୍ନ ନୀତି ନିୟମ ପାଳନ କରାଯାଏ । ତେବେ ଇଣ୍ଡୋନେସିଆରେ ଏକ ଅଜବ ରୀତି ରହିଛି । ଏଠାରେ ବିବାହ ପରେ ପତି-ପତ୍ନୀ ୩ ଦିନ ପର୍ଯ୍ୟନ୍ତ ଶୌଚାଳୟ ଯିବେନି । ଯଦି କିଏ ଯାଏ ତା’ହେଲେ ଏହାକୁ ଅଶୁଭ ମନାଯାଏ । ବିଶେଷ କରି ଟ୍ୱାଙ୍ଗ ସମ୍ପ୍ରଦାୟର ଲୋକ ଏହି ପ୍ରଥା…

ଜାଗର ଉପଲକ୍ଷେ ଆରଡ଼ି ଆଖଣ୍ଡଳମଣିପୀଠ ଚଳଚଞ୍ଚଳ; ରାତି ୪ଟାରେ ଉଠିବ ମହାଦୀପ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ିଠାରେ ଥିବା ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାତି ପାହିଲେ ଆରଡ଼ି ପୀଠରେ ଶିବରାତ୍ରୀ ଉତ୍ସବ, ତେଣୁ ଓଡ଼ିଶାର ଏହି ପ୍ରସିଦ୍ଧ ଶୈବ ପୀଠ ଚଳଚଞ୍ଚଳ ହୋଇ ଉଠିଛି । ଆରଡ଼ିସ୍ଥିତ…

ଏମିତି ଏକ ମସଜିଦ, ଯେଉଁଠି କୋରାନ ସାଙ୍ଗରେ ସ୍ଥାନ ପାଇଛି ଗୀତା ଓ ବାଇବେଲ…

ଆସାମ: ଈଶ୍ୱର ଆଲ୍ଲା ସବୁ ସମାନ । ଭଗବାନ ମଣିଷ ଜନ୍ମ କରିଛନ୍ତି ଏହି ମଣିଷ ହିଁ ଜାତି ଭେଦ ସୃଷ୍ଟି କରୁଛି । ବିଭିନ୍ନତା ମଧ୍ୟରେ ଏକତା ବଜାୟୀ ରଖୁଥିବା ଆମ ଦେଶ ଭାରତର ଆସାମର ଏକ ମସଜିଦରୁ ସାମ୍ନାକୁ ଆସିଛି ଏଭଳି ଉଦାହରଣ ମୂଳକ କାର୍ଯ୍ୟ । ଯାହା ଦେଶରେ ପାଇଁ ଉଦାହରଣ ପାଲଟିଛି ।…

ମହାଦେବଙ୍କର କାହିଁକି ପ୍ରିୟ ଦୁଦୁରା ଫୁଲ, ଜାଣନ୍ତୁ…

ଭୁବନେଶ୍ୱର: ରାତି ପାହିଲେ ଶିବରାତ୍ରି। ଦେବଦେବ ମହାଦେବଙ୍କ ଅତ୍ରିପ୍ରିୟ ଦିନ । କୁହଯାଏ ମହାଦେବଙ୍କୁ ଏହିଦିନ ତାଙ୍କ ମନ ପସନ୍ଦର ଦ୍ରବ୍ୟ ଅର୍ପଣ କରି ପୂଜାର୍ଚ୍ଚନା କଲେ ଭକ୍ତଙ୍କ ସକଳ ମନୋବାଞ୍ଛା ପୂର୍ଣ୍ଣ ହୁଏ । ମହାଦେବଙ୍କ ପ୍ରିୟ ଦ୍ରବ୍ୟ ମଧ୍ୟରେ ଦୁଦୁରା ଫୁଲ ଅନ୍ୟତମ । ସଂସାରରେ…

ଘରେ କିପରି ପାଇବେ ପାର୍ଲର ଭଳି ମେକଅପ ଲୁକ…

ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ବାହାଘର ସିଜିନ। କୌଣସି ପାର୍ଟି କିମ୍ବା ବାହାଘରରେ ଯିବା ପୂର୍ବରୁ ସବୁ ସମୟରେ ଏତେ ଅଧିକ ସମୟ ମିଳିଥାଏ ଯେ, ଆମେ ପାର୍ଲର ଯାଇ ମେକଅପ ହୋଇ ଆସିହେବ। ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଘରେ ଆପଣ କେଉଁଭଳି ନେଇ ପାରିବେ ପାର୍ଲର ଭାଳି ମେକଅପ... ମେକଅପ୍‌…

ବୁଦ୍ଧ ମନ୍ଦିରରେ ପୁନଃ ସ୍ଥାପିତ ହେଲା ମୂର୍ତ୍ତି

ଭୁବନେଶ୍ୱର: ଗତ ଫନି ମହାବାତ୍ୟାରେ ଉପୁଡ଼ି ପଡ଼ିଥିବା ବୋଧୀଦ୍ରୁମର ପୁନଃ ସ୍ଥାପନ ଓ ବୈଜ୍ଞାନିକ ପ୍ରକ୍ରିୟାର ସଫଳତା ପରେ, ଆଜି ବୋଧୀଦ୍ରୁମ ପରିସରରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତୀକୁ, ସର୍ବଭାରତୀୟ ମହାବୋଧି ସମିତିର ସାଧାରଣ ସମ୍ପାଦକ ମହାମାନ୍ୟ ଶିଓଲି ଥେରୋ ପୁନଃ ପ୍ରତିଷ୍ଠା କରିଛନ୍ତି…

ପଙ୍କୋଦ୍ଧାର ଏକାଦଶୀ: ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ଭକ୍ତଙ୍କୁ ମିଳିଥାଏ

ପୁରୀ: ପୁରୀରେ ପଙ୍କୋଦ୍ଧାର ଏକାଦଶୀକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଏହି ଦିନ ଶ୍ରୀଲୋକନାଥଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମର ପାପ କ୍ଷୟ ହେବା ସହ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।  ବର୍ଷକେ ଥରେ କେବଳ ପଙ୍କୋଦ୍ଧାର ଏକାଦଶୀ ଦିନ ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ମିଳିଥାଏ । ଏଠାରେ ବର୍ଷସାରା…

ଶିବରାତ୍ରିରେ ଦାନ କରନ୍ତୁ ଏହିସବୁ ଜିନିଷ; ଦୂର ହୋଇଯିବ ସମସ୍ତ ଦୁଃଖ !

ଭୁବନେଶ୍ୱର: ମହାଦେବଙ୍କର ଅତିପ୍ରିୟ ଶିବରାତ୍ରୀ । ହିନ୍ଦୁଶାସ୍ତ୍ର ଅନୁଯାୟୀ ଏହି ତିଥିରେ ଗରିବ ମାନଙ୍କୁ ନିଜ ସମ୍ଭଳ ଅନୁସାରେ ଦାନ କଲେ କୁଣ୍ଡଳୀର ଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ଶାସ୍ତ୍ରରେ ଗରିବଙ୍କୁ ଦାନ କରିବାର ମହତ୍ଵ ଦର୍ଶାଯାଇଛି । ଦାନ କରିବା ଦ୍ୱାରା ସମସ୍ତ ଦୁଃଖ…

ରୁଦ୍ରଙ୍କ ପ୍ରିୟ ରୁଦ୍ରାକ୍ଷର ପ୍ରକାର ଓ ମହତ୍ଵ ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର: ରୁଦ୍ରାକ୍ଷକୁ ମହାଦେବଙ୍କ ଅତିପ୍ରିୟ ଭାବେ ବିବେଚନା କରାଯାଏ । ଏହାକୁ ଶରୀରରେ ଧାରଣ କଲେ ବ୍ୟକ୍ତିର ସମସ୍ତ କଷ୍ଟ ତଥା ଅସୁବିଧା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ରୁଦ୍ରାକ୍ଷର ଅର୍ଥ ରୁଦ୍ରଙ୍କ ଅକ୍ଷ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ବିଭିନ୍ନ ପ୍ରକାର ରୁଦ୍ରାକ୍ଷ ଓ…