Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଅଁଳା ନବମୀରେ କରନ୍ତୁ ଏହିସବୁ କାମ, ନିଶ୍ଚିତ ମିଳିବ ଶୁଭଫଳ !

ଭୁବନେଶ୍ୱର: କାର୍ତ୍ତିକ ମାସ ଶୁକ୍ଲପକ୍ଷ ତିଥି ନବମୀରେ ପଡେ ଅଁଳା ନବମୀ । ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଇଥାଏ । ଏହି ଦିନ ଅଁଳା ଗଛକୁ ପୂଜା କଲେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ମିଳୁଥିବା ବିଶ୍ୱାସ ରହିଛି । ଜ୍ୟୋତିର୍ବିଦଙ୍କ କହିବାନୁଯାୟୀ, ଏହି ଦିନ ଅଁଳାର ରସ ଗାଧୋଇବା…

ଆଜି ଅଁଳା ନବମୀ: ପୂଜାବିଧି ସହ ଜାଣନ୍ତୁ ଏହାର ଉତ୍ପତ୍ତି କାହାଣୀ

ଭୁବନେଶ୍ୱର: ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବେ ପାଳନ କରାଯାଏ । ଏହି ଦିନ ଅଁଳା ଗଛର ପୂଜା କରାଯାଏ । ଅଁଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ମହିଳାମାନେ ସନ୍ତାନ ପ୍ରାପ୍ତି…

ଆଜି ପବିତ୍ର ଅଁଳା ନବମୀ, ଶ୍ରୀରାଧା ପାଦ ଦର୍ଶନ ଲାଗି ସାକ୍ଷୀଗୋପାଳ ଚଳଚଞ୍ଚଳ

ସାକ୍ଷୀଗୋପାଳ: ଆଜି ହେଉଛି ପବିତ୍ର ଅଁଳା ନବମୀ, ଏହି ପବିତ୍ର ଦିନରେ ଶ୍ରୀରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦେଖିବାକୁ ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଜନସମାଗମ ହୋଇଛି । ଆଜି ଶ୍ରୀରାଧାଙ୍କର ପବିତ୍ର ପାଦ ଦର୍ଶନ କରିବେ ଭକ୍ତମାନେ ।…

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଏଥର ପ୍ରତାପୀ କଂସଙ୍କ ଅତ୍ୟାଚାର ସହିବେ ନୂଆ କଳାକାର !

ବରଗଡ଼: ଗୋପପୁରରେ ଏବର୍ଷ କଂସ ରାଜୁତିକୁ ସାମ୍ନା କରିବେ କିଛି ନୂଆ କଳାକାର । ରାଜଦରବାର ଅଭିନୟ କରିଥିବା ଯେଉଁ କଳାକାରମାନେ କଂସଙ୍କର ବିକଟାଳ ଅଟ୍ଟହାସ୍ୟକୁ ସାମ୍ନା କରିଥିଲେ ସେମାନଙ୍କୁ ଏଥର ଦିଆଯାଇପାରେ ଅବ୍ୟାହତି । ତେଣୁ ଚଳିତ ବର୍ଷ ନୂଆ କମ୍ପମାନରେ କମ୍ପିବ ଗୋପପୁର ରାଜଦରବାରର…

ହ୍ଵାଟସଆପରେ ଆସୁଛି ଏହି ନୂଆ ଫିଚର…

ଭୁବନେଶ୍ୱର: ଖୁବଶୀଘ୍ର ଏକ ନୂଆ ଫିଚର ସହ ଆସୁଛି ହ୍ଵାଟସଆପ । ଯାହା ଫେସବୁକ, ଇନଷ୍ଟାଗ୍ରାମ ଓ ୟୁଟିବ ଭଳି ନେଟଫ୍ଲିକ୍ସ ଭିଡ଼ିଓକୁ ମଧ୍ୟ ଦେଖିପାରିବାର ସୁବିଧା ଯୋଗାଇ ଦେବ। ଉପଭୋକ୍ତା ମାନେ ହ୍ଵାଟସଆପ ବନ୍ଦ ନକରି ମଧ୍ୟ ଏହି ଭିଡ଼ିଓ ଦେଖିପାରିବେ । ଏହାର ଅର୍ଥ ଉପଭୋକ୍ତା ମାନେ ନିଜର…

ବିଖ୍ୟାତ ପାଲା ଗାୟକ ଅମରନାଥ ନାୟକ: ଯାହାଙ୍କୁ ସ୍ୱୟଂ କନକଦୁର୍ଗା ଡାକିଦେଇଥିଲେ ଶ୍ଳୋକ…

ଭୁବନେଶ୍ୱର: ସେ ଜଣେ ଦୃଷ୍ଟିଶକ୍ତି ନଥିବା ଗାୟକ, ପିଲାଦିନରୁ ଦୁନିଆର ରଙ୍ଗ କଣ ତାଙ୍କୁ ଜଣାନାହିଁ, ହେଲେ ସେ ଦୁନିଆକୁ ସାହିତ୍ୟର ରଙ୍ଗରେ ଏମିତି ରଙ୍ଗେଇ ଦିଅନ୍ତି ଯେ, ଲୋକେ ତାଙ୍କ ପାଲା ଦେଖୁଥିଲେ ଅଧାରୁ ଛାଡିଯିବାକୁ ମନ କରିନଥାନ୍ତି । ସେ ଯେତେବେଳେ ଶ୍ରବଣ କୁମାର ବିଷୟ ପରିବେଷଣ…

ଡ଼ିସେମ୍ବର ୩୧ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ

ବରଗଡ଼: ବରଗଡ଼ ସହରରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ଡ଼ିସେମ୍ବର ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶନିବାର ଦିନ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବିଶ୍ୱପ୍ରସିଦ୍ଧ ଖୋଲାମଞ୍ଚ ଧନୁଯାତ୍ରା ଜାନୁଆରୀ ୧୧ ତାରିଖ…

ସଡ଼କରେ ଥିବା ଧଳା ଓ ହଳଦିଆ ରେଖାର ସଙ୍କେତ ସମ୍ପର୍କରେ, ଜାଣନ୍ତୁ

ଭୁବନେଶ୍ୱର: ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସଂଯୋଗ କରିବାର ମୁଖ୍ୟ ଜରିଆ ହେଉଛି ସଡକ । ଆପଣ ସଡକରେ ଯାତ୍ରା କରୁଥିବା ସମୟରେ କଣ କେବେ ଧ୍ୟାନ ଦେଇଛନ୍ତି କି ସେଥିରେ ଥିବା ଧଳା ଓ ହଳଦିଆ ରଙ୍ଗର ରେଖା ଉପରେ । ଯଦି ଧ୍ୟାନ ଦେଇଥିବେ। ତେବେ ନିହାତି ଦେଖିଥିବେ ସଡକରେ କେତେକ ସ୍ଥାନରେ ଗୋଟିଏ…

ଭାଗବତ ଗୀତାର ଏହି ୮ଟି କଥା ବଦଳାଇ ଦେବ ଆପଣଙ୍କ ଜୀବନ !

ଭୁବନେଶ୍ୱର: ଜୀବନର ସାର ଭାଗବତ ଗୀତରେ ଲୁଚି ରହିଥିବା କୁହାଯାଏ । ଏହା ଭଗବାନଙ୍କ ମୁଖ ନିସୃତ ବାଣୀ । ଏହାର ପ୍ରତ୍ୟେକଟି ବାଣୀରେ ରହିଛି ମଣିଷ ଜୀବନକୁ ସରଳ ଓ ସୁଖମୟ କରିବାର ଉପାୟ । ଆଜି ଆମେ ଭଗବାନ ଶ୍ରୀକୃଷ୍ଣ ଗୀତରେ କହିଥିବା ୮ଟି କଥା କହିବୁ । ଯାହା ଆପଣଙ୍କ ଜୀବନରେ ପରିବର୍ତ୍ତନ…

କାଳୀପୂଜାର ପଞ୍ଚମ ଦିନରେ ଜଗଧାତ୍ରୀ ବେଶରେ ପୂଜା ପାଉଛନ୍ତି ମା’ ଭଦ୍ରକାଳୀ !

ଭଦ୍ରକ: ପବିତ୍ର କାଳୀପୂଜା ଉପଲକ୍ଷେ ଭଦ୍ରକର ଅଧିଷ୍ଠାତ୍ରୀ ଦେବି ମା' ଭଦ୍ରକାଳୀ ଆଜି ପଞ୍ଚମ ଦିନରେ ଜଗଧାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମା’ଙ୍କର ଏହି ବେଶକୁ ଦେଖିବା ପାଇଁ ସକାଳୁ ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ଭକ୍ତମାନେ ଧୂପ, ଦୀପ…