Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବୁଲା ପଶୁପକ୍ଷୀଙ୍କ ଜୀବନଦାତ୍ରୀ ‘ଅଭିପ୍ସା’…

କଟକ: କଟକ ସହରର ରାସ୍ତା କଡରେ ପରିତ୍ୟକ୍ତ ଅବସ୍ଥାରେ ତଥା ଏଣେତେଣେ ବୁଲୁଥିବା ଅସହାୟ କୁକୁରଙ୍କୁ ନୂଆ ଜୀବନ ଦେଇ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧୟନରତ ଜଣେ ଛାତ୍ରୀ ଅଭିପ୍ସା ମିଶ୍ର । ବୁଲା କୁକୁରଙ୍କ ସେବା ଲାଗି ସମର୍ପିତ ଅଭିପ୍ସା ଜଣେ…

ଜୀବଜନ୍ତୁଙ୍କୁ ଭଲପାଉଥିବା ଲୋକଙ୍କ ପାଇଁ ସ୍ୱର୍ଗଠାରୁ ବଳି ‘ଦୁଧ୍‌ଓ୍ବା ରାଷ୍ଟ୍ରୀୟ ଉଦ୍ୟାନ’

ଭୁବନେଶ୍ୱର: ଉତ୍ତରପ୍ରଦେଶ ରାଜ୍ୟ ଲକ୍ଷିମପୁର ଖେରୀ ଜିଲ୍ଳାରେ ରହିଛି ଏକ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର । ଯାହାର ନାମ ଦୁଧ୍‌ଓ୍ବା ରାଷ୍ଟ୍ରୀୟ ଉଦ୍ୟାନ।ଏହାକୁ ଉତ୍ତରପ୍ରଦେଶର ଏକ ବଡ଼ ତଥା ସମୃଦ୍ଧ ଜୈବବିବିଧତା କ୍ଷେତ୍ର ବୋଲି ମଧ୍ୟ କୁହାଯାଏ । ଏହା ମୁଖ୍ୟତଃ ବାଘ ଓ ବାରଶିଙ୍ଗାଙ୍କ ପାଇଁ…

ଦୈନନ୍ଦିନ ଜୀବନରେ ଧ୍ୟାନର ଚମତ୍କାରିତା ଜାଣନ୍ତୁ…

ଭୁବନେଶ୍ୱର: ମହାନ ଭାରତୀୟ ସଂସ୍କୃତି ତା’ର ପୁରାଣ କାହାଣୀ, ପରମ୍ପରା, ଧର୍ମ, ଯୋଗ ତଥା କିମ୍ବଦନ୍ତୀ ସମ୍ବଳୀତ ଶାସ୍ତ୍ର ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । ପବିତ୍ର ରାମାୟଣ ଓ ମହାଭାରତ ମହାକାବ୍ୟ ବ୍ୟତୀତ ହଜାର ହଜାର ପୁରାଣ କଥା ଓ କାହାଣୀମାନ ଭାରତୀୟ ଜନମାନସକୁ…

ଖ୍ୟାତନାମା ନୃତ୍ୟଗୁରୁ ବୀରବର ସାହୁଙ୍କର ପରଲୋକ

ଭୁବନେଶ୍ୱର: ବିଖ୍ୟାତ ଗୋଟିପୁଅ ନୃତ୍ୟଗୁରୁ ବୀରବର ସାହୁଙ୍କର ମଙ୍ଗଳବାର ଦିନ ଦେହାନ୍ତ ହୋଇଯାଇଛି । ସେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ କୁରଙ୍ଗିପୁର ପଞ୍ଚାୟତ ଅନ୍ତର୍ଗତ ଇନ୍ଦୋଳକୁସିଆରୀ ଗ୍ରାମରେ ୧୯୩୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ମିଳିଥିବା ସୂଚନାନୁଯାୟୀ, ତାଙ୍କର ନିଜ…

ଯାଜପୁରର ଗଣପର୍ବ କାଳୀପୂଜା; ସୁଶୋଭିତ ମୂର୍ତ୍ତୀରେ ଝଟକୁଛି ଦେବୀ ମଣ୍ଡପ

ଯାଜପୁର: ଦୀପାବଳୀର ମଧ୍ୟରାତ୍ରୀରୁ ଆରମ୍ଭ ହୋଇଛି ମା ଶ୍ୟାମାକାଳୀଙ୍କର ଷୋଡଶ ଉପଚାର ପୂଜାର୍ଚ୍ଚନା । ରାତ୍ରୀର ବିଳମ୍ବ ପ୍ରହରରେ ପୂଜାମଣ୍ଡପରେ ଘଟସ୍ଥାପନ କରାଯାଇ ଆରମ୍ଭ ହୋଇଛି ମାଙ୍କର ପୂଜା । ସନ୍ଧିପୂଜା ସହିତ ବେଦମନ୍ତ୍ରରେ ପ୍ରକମ୍ପିତ ହୋଇଉଠିଛି ପରିବେଶ । ମନ୍ତ୍ରଧ୍ବନୀ ସାଙ୍ଗକୁ…

ହିନ୍ଦୁ ଓ ମୁସଲମାନଙ୍କୁ ଏକାଠି କରିଛି ଓଡ଼ିଶାର ଏହି ସ୍ଥାନର କାଳୀପୂଜା, ଜାଣନ୍ତୁ…

ରାଜକନିକା: ମଙ୍ଗଳମୟୀ, ଶତ୍ରୁସଂହାରିଣୀ ମହାମାୟା ମା’ କାଳୀଙ୍କ ପୂଜା ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହୋଇ ଆସୁଛି । ଏହି ପୃଥିବୀ ପୃଷ୍ଠରୁ ଦୁଷ୍ଟ, ଦୂରାଚାରୀ ବା ରାକ୍ଷସ ଶକ୍ତିକୁ ସମ୍ପୂର୍ଣ୍ଣ ନାଶ କରିବାକୁ ମା’ କାଳୀଙ୍କ ଆବିର୍ଭାବ । ସର୍ବଶକ୍ତିମୟୀ ମା’କାଳୀଙ୍କୁ ଉପାସନା କରିବା…

ଏମିତି ଏକ ପଥର, ଯାହା କ୍ଷୀରକୁ କରିଦେବ ଦହି !

ଭୁବନେଶ୍ୱର: କ୍ଷୀରରୁ ଦହି ଜମାଇବା ପାଇଁ ସାଧାରଣତଃ ଦହିର ବ୍ୟବହାର ହୋଇଥାଏ । କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ କି ଏକ ପଥର ଦ୍ୱାରା ମଧ୍ୟ ଦହି ଜମାଯାଇପାରିବ, ତେବେ କଣ ଆପଣ ବିଶ୍ୱାସ କରିବେ? ବିଶ୍ୱାସ ନହେଲେ ବି କଥାଟି ସତ । ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଅଦ୍ଭୁତ ପଥର ବିଷୟରେ…

କାଳୀପୂଜାର ଦ୍ଵିତୀୟ ଦିନ: ‘ମହାକାଳୀ’ ବେଶରେ ପୂଜା ପାଉଛନ୍ତି ମା’ ଭଦ୍ରକାଳୀ

ଭଦ୍ରକ: ପବିତ୍ର କାଳୀପୂଜା ଉପଲକ୍ଷ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମା’ଙ୍କର ଏହି ବେଶକୁ ଦେଖିବା ପାଇଁ ସକାଳୁ ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ଭକ୍ତମାନେ ଧୂପ, ଦୀପ ନୈବେଦ୍ୟ ଦେଇ…

ପବିତ୍ର ଦୀପାବଳି ଅବସରରେ ବଡ଼ଦାଣ୍ଡରେ ‘ବଡ଼ବଡୁଆ’ ଡାକିଲେ ହଜାର ହଜାର ଶ୍ରଦ୍ଧାଳୁ

ପୁରୀ : ଦୀପାବଳିରେ ପୁରୀରେ ପୟାଶ୍ରାଦ୍ଧ ଦେବାକୁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଛି। ସିଂହଦ୍ୱାର ସମ୍ମୁଖରେ ପୟାଶ୍ରାଦ୍ଧ କରିବାର ବିଧି ରହିଛି । ଏହି ଅବସରରେ ବଡବଡୁଆ ଡକାଯିବାର ପରମ୍ପରା ରହିଛି । ପିତୃପୁରୁଷଙ୍କୁ ସ୍ୱସ୍ଥାନ ଫେରିବା ପାଇଁ ଆଲୋକ ଦେଖାଇବା ଏହାର ଉଦ୍ଦେଶ୍ୟ। ଏହା ଏକ…

ପୁରପଲ୍ଲୀରେ ପରିଚିତ ପାଲା ଗାୟକ: ବାଗ୍ମୀ ନାରାୟଣ ମହାରଣା

ଭୁବନେଶ୍ୱର: ପ୍ରସିଦ୍ଧ ପାଲା ଗାୟକ ଭାବେ ଗାୟକ ବାଗ୍ମୀ ନାରାୟଣ ମହାରଣା ଓଡିଶାର ପୁରପଲ୍ଲୀରେ ପରିଚିତ । ଉଚ୍ଚକୋଟୀର ଗାୟନ ଶୈଳୀ ପାଇଁ ପାଲା ଜଗତରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ଯେଉଁ ସମୟରେ ଯୁବପୀଢି ପାଲାଠାରୁ ଦୂରେଇ ଯାଉଥିବାର କୁହାଯାଉଛି, ସେହି ସମୟରେ ନାରାୟଣ ମହାରଣାଙ୍କ…