Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ନିର୍ବାଚନ ସହ ଜଡ଼ିତ କୌଣସି ପ୍ରଶ୍ନର ଉତ୍ତର ଦେବ ନାହିଁ ଗୁଗୁଲର ଜେମିନି ଏଆଇ

ନୂଆଦିଲ୍ଲୀ: ଗୁଗୁଲ୍ ନିଜର ଏଆଇ ଚାଟବୋଟ୍ ଜେମିନି ଏଆଇ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି। ଗୁଗୁଲର ଏଆଇ ଚାଟବୋଟ୍ ଜେମିନି ଚଳିତ ବର୍ଷ ହେବାକୁ ଥିବା ସାରା ବିଶ୍ୱରେ ଯେକୌଣସି ନିର୍ବାଚନ ସହ ଜଡିତ କୌଣସି ପ୍ରଶ୍ନର ଉତ୍ତର ଦେବ ନାହିଁ। ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନ ସହ ଜଡିତ ଯେକୌଣସି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସଗୁଣ ସାକାର ରୁପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆଉ ଏକ ବିଶେଷଣରେ ଭୂଷିତ କରି ଆଦି କବି ସାରଳା ଦାସ ନିଜ ରଚିତ ମହାଭାରତର ମଧ୍ୟ ପର୍ବରେ ଏହି ତାତ୍ତ୍ଵିକ ବିଶ୍ଲେଷଣ ଦେଇ ଲେଖିଲେ “ଅପୂର୍ବ ସିଂହାସନକୁ ପଟାନ୍ତର…

ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ୧୧୬ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଗବେଷଣା କେନ୍ଦ୍ରର ପ୍ରେକ୍ଷାଳୟ ‘ଉତ୍କଳ ରଙ୍ଗମଞ୍ଚ’ ରେ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ୧୧୬ତମ ଜୟନ୍ତୀ ଉପଲକ୍ଷେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିର୍ଗୁଣ ନିରାକାର ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସାକାର, ଓ ନିରାକାର, ସଗୁଣ ଓ ନିର୍ଗୁଣ, ସବିଶେଷ ଓ ନିର୍ବିଶେଷ, ବ୍ୟକ୍ତ ଓ ଅବ୍ୟକ୍ତ, ନିତ୍ୟ ଓ ଅନିତ୍ୟ ଏଭଳି ଅନେକ ଭାବରେ ଆମେ ଜାଣିବାକୁ ଚେଷ୍ଟା କରିଛେ। ସେହିଭଳି…

ରେକର୍ଡ ଭାଙ୍ଗିଲା ସୁନା ଦର, ୭୨ ହଜାର ଛୁଇଁବା ଆଶଙ୍କା

ନୂଆଦିଲ୍ଲୀ: ଚାଲିଛି ବିବାହ ଋତୁ | ସୁନା କିଣା କିଣି କରୁଛନ୍ତି ଗ୍ରାହକ | ସୁନା ସମସ୍ତଙ୍କୁ ଭଲ ଲାଗିଥାଏ | ଯେତେ ମହଙ୍ଗା ହେଲେ ମଧ୍ୟ ସୁନା କିଣା ହୋଇଥାଏ | ବିବାହ ଋତୁ ଆସିଲେ ବଢିଯାଏ ସୁନା ଦର | ଯାହା ଯୋଗୁଁ ଚିନ୍ତିତ ହୋଇଯାନ୍ତି ଗ୍ରାହକ | ସୁନା ଦର ବୃଦ୍ଧିର କାରଣ ହେଉଛି…

ଘରେ ତୁଳସୀ ଗଛ ଲଗାଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହି ନିୟମ

ଭୁବନେଶ୍ଵର: ପ୍ରାୟତଃ ସମସ୍ତେ ନିଜ ଘରେ ତୁଳସୀ ଗଛ ଲାଗନ୍ତି । ତୁଳସୀ ଗଛ ଦ୍ଵାରା ଘରେ ସୁଖ-ସମୃଦ୍ଧି ବଢ଼ିଥାଏ ବୋଲି ଲୋକେ ବିଶ୍ବାସ କରନ୍ତି । ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଏକ ପବିତ୍ର ଏବଂ ପୂଜନିୟ ଗଛ ବୋଲି କୁହାଯାଇ । ତେଣୁ ଲୋକମାନେ ଏହି ଗଛକୁ ପୂଜା ମଧ୍ୟ କରନ୍ତି । ତୁଳସୀ ଗଛ ଏକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବାଳମୁକୁନ୍ଦ ରୁପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାଳମୁକୁନ୍ଦ ରୁପ ଧରି ବଟ ପତ୍ରରେ ଶୟନ ଓ ପ୍ରଳୟ ଜଳରେ ଭାସି ଆସୁଥିବା ମାର୍କଣ୍ଡେୟ ଋଷିଙ୍କୁ ଉଦ୍ଧାର କରି ନିଜ ଉଦର ମଧ୍ୟରେ ପ୍ରବେଶ କରାଇ ବିଶ୍ୱବ୍ରହ୍ମlଣ୍ଡ…

ୟୁଟ୍ୟୁବକୁ ଟକ୍କର ଦେବ ଏକ୍ସ, ମସ୍କ ଜାରି କରିବେ ଟେଲିଭିଜନ୍ ଆପ

ନୂଆଦିଲ୍ଲୀ: ୟୁଟ୍ୟୁବକୁ କଡା ଟକ୍କର ଦେବ ଏକ୍ସ । ସୋସିଆଲ ମିଡିଆ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ଦର୍ଶାଇ ଫର୍ଚ୍ୟୁନ କହିଛି ଯେ ଏଲୋନ୍ ମସ୍କଙ୍କ X ଆସନ୍ତା ସପ୍ତାହରେ ଆମାଜନ ଏବଂ ସାମସଙ୍ଗ ସ୍ମାର୍ଟ ଟେଲିଭିଜନ ପାଇଁ ଏକ ଟେଲିଭିଜନ ଆପ୍ ଲଞ୍ଚ କରିବାକୁ ପ୍ରସ୍ତୁତି…

ଓଡ଼ିଶା ଲଲିତ କଳା ଏକାଡ଼େମର ରାଜ୍ୟସ୍ତରୀୟ ମହିଳା ଚିତ୍ର ଶିଳ୍ପୀ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ଲଲିତ କଳା ଏକାଡ଼େମୀ , ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ସ୍ଥାନୀୟ ପାନ୍ଥନିବାସଠାରେ ଆୟୋଜିତ ରାଜ୍ୟସ୍ତରୀୟ ନାରୀ ଚିତ୍ରଶିଳ୍ପୀ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପରଂବ୍ରହ୍ମ ସ୍ୱରୂପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରକଟ ହେବାର ଠିକ ପୂର୍ଵରୁ ନୀଳାଚଳରେ ନୀଳମାଧବ ପୂଜିତ ହେଉଥିଲେ କିନ୍ତୁ ଅତ୍ୟନ୍ତ ଗୋପନୀୟ ଭାବରେ କେବଳ ଦେବତା ଓ ଶବର ରାଜା ବିଶ୍ୱାବସୁ ହିଁ ପ୍ରଭୁଙ୍କର ପୂଜାର…