Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୪ ମାସର ଶିଶୁ କୋଟିପତି, ଜେଜେ ଉପହାର ଦେଲେ ୨୪୦ କୋଟି

ନୂଆଦିଲ୍ଲୀ: ୪ ମାସର ଶିଶୁ ଆଜି କୋଟିପତି। ଗତ ବର୍ଷ ନଭେମ୍ବର ୧୦, ୨୦୨୩ରେ ଜନ୍ମ ହୋଇଥିବା ଏହି ଶିଶୁ ବର୍ତ୍ତମାନ କୋଟିପତି ହୋଇଛନ୍ତି। ଶିଶୁର ନାମ ହେଉଛି ଏକାଗ୍ରହ ରୋହନ ମୂର୍ତ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏକାଗ୍ରହ ବୋଧହୁଏ ଭାରତର ସର୍ବକନିଷ୍ଠ କୋଟିପତି। କାରଣ ଏତେ କମ ବୟସରୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବୈରାଗ୍ୟର ପ୍ରଭାବ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ମହାତ୍ମ୍ୟ ଆମେ ଏହା କିପରି ଓ କେଉଁଠି କରିବା ସେ ସମ୍ପର୍କରେ ଜାଣିଲେ। ତଥାପି କିଛି ବ୍ୟକ୍ତି ନିଜ ଧନ ଯୌବନର ମୋହରେ ମତ୍ତ ହୋଇ ଧର୍ମ ଅର୍ଜନ ଓ ନାମ କୀର୍ତ୍ତନକୁ…

ଭାରତର ଏହି ସହରରେ ରହିଛି ଦୁନିଆର ସବୁଠାରୁ ବଡ କୋରାନ, ଓଜନ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଜୟପୁର: ଚାଲିଛି ଇସଲାମ ବିଶ୍ୱାସି ଲୋକଙ୍କର ସବୁଠାରୁ ପବିତ୍ର ମାସ ରମଜାନ । ସାଧାରଣତଃ ଆପଣମାନେ ଇସଲାମ ଧର୍ମର ଧାର୍ମିକ ଗ୍ରନ୍ଥ କୋରାନ ତ ଦେଖିଥିବେ । ତେବେ କ’ଣ ଆପଣ ବିଶ୍ୱର ସର୍ବବୃହତ କୋରାନ ଦେଖିଛନ୍ତି କି? ତା’ହା କେଉଁଠି ଅଛି ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ସେ ବିଷୟରେ..…

ଭାଇରାଲ ଭିଡିଓ: ସିଙ୍ଗଡାରେ ନାହିଁ ଆଳୁ, ଭାଇରାଲ ହେଇଛି ଭେଣ୍ଡି ସିଙ୍ଗଡା

ନୂଆଦିଲ୍ଲୀ: ଆଜିକାଲିର ଟ୍ରେଣ୍ଡିଙ୍ଗ ଅନୁସାରେ ଲୋକମାନଙ୍କର ରୁଚି ମଧ୍ୟ ବଦଳିବାରେ ଲାଗିଛି । ବଡବଡ ରେଷ୍ଟୁରାଣ୍ଟ ଛାଡି ଲୋକେ ଆଜିକାଲି ରାସ୍ତା କଡରେ ଥିବା ଛୋଟ ଛୋଟ ଠେଲା ଦୋକାନରୁ ଖାଇବାକୁ ପସନ୍ଦ କରୁଛନ୍ତି । ସ୍ଵାଦରେ ଯେମିତୋ ବଜେଟରେ ବି ସେମିତି । ତେବେ ସିଙ୍ଗଡା ପ୍ରାୟ ସମସ୍ତଙ୍କର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ହରେକୃଷ୍ଣ ମନ୍ତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ମାହାତ୍ମ୍ୟ ଆଲୋଚନା ଜାରି ଥିବା ସମୟ ରେ ଅନେକ ପ୍ରଶ୍ନ କଲେ କେଉଁ ନାମ କୀର୍ତ୍ତନ ସବୁଠାରୁ ଉତ୍ତମ। କେହି କେହି ଉତ୍ତର ମଧ୍ୟ ଦେଲେ କୃଷ୍ଣ ନାମ ଅଥବା “ହରେ…

ବିଦେଶ ମାଟିରେ ଚମକିଲେ ଜନଜାତି ଶିଳ୍ପୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ଵାରା ଦୁବାଇଠାରେ ଓଡ଼ିଶା ଜନଜାତି ଚିତ୍ର କଳା ପ୍ରଦର୍ଶନୀ ଭାରତର କନ୍ସୁଲ ଜେନେରାଲ  ସତିଶ କୁମାର ଶିବମଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏକାଡେମୀର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ମାହାତ୍ମ୍ୟ ଆଲୋଚନା ଜାରି ରଖିବା ପାଇଁ ଆଜି ଏହି ନାମ କିପରି ମନ୍ୟୁଷକୁ ଭବରୋଗରୁ ମୁକ୍ତି ଦିଏ ଏବଂ ଏହା କିଭଳି ଓ କେଉଁ ପ୍ରକାର ଜପ କରି ହୁଏ ସେ ବିଷୟରେ…

ପ୍ରଥମ ଥର ଓଡ଼ିଶା ଜନଜାତି ଶିଳ୍ପୀମାନେ ବିଦେଶ ମାଟିରେ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଓଡ଼ିଶାର ୧୫ ଜଣ ଜନଜାତି ଶିଳ୍ପୀ ଦୁବାଇଠାରେ ଆଦିବାସୀ ଜୀବନୀ ଓ ଚାଲିଚଳଣି ଚିତ୍ର ଅଙ୍କନ କରୁଛନ୍ତି । ପ୍ରଥମ ଥର ପାଇଁ ବିଦେଶ ମାଟିରେ, ହ୍ୟାଟ ପ୍ଲେସ ଦୁବାଇ ଅଲ ରିଗାଠାରେ ୩ ଦିନ ଧରି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନାମ ମହାତ୍ମ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ, ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ମହାତ୍ମ୍ୟ ଆଲୋଚନା ଜାରି ଥିବା ବେଳେ ପଞ୍ଚ ସଖାଙ୍କ ବ୍ୟତୀତ ସେହି ସମସlମୟିକ କିଛି କଵି ମଧ୍ୟ ଏହାକୁ (ନାମ ମାହାତ୍ମ୍ୟ )ଖୁବ ସୁନ୍ଦର ଭାବରେ ବର୍ଣ୍ଣନା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନାମ ସଂକୀର୍ତ୍ତନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ମହାତ୍ମା ଅବା ଭଗବାନଙ୍କ ନାମ ସଂକୀର୍ତ୍ତନର ଉପାଦେୟତା ବିଷୟରେ ଅନେକ ମତ ଦେଖିବାକୁ ମିଳେ। ସେଥିମଧ୍ୟରୁ କବି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ନିଶ୍ଟିତ ଭାବରେ…