Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ

କୋରାପୁଟ : ଓଡ଼ିଶା ଲଳିତ କଳା ଏକାଡେମୀ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ସହଯୋଗରେ କୋରାପୁଟର ଦେଓମାଳୀଠାରେ ଏକ ରାଜ୍ୟ ସ୍ତରୀୟ ଯୁବ ଚିତ୍ରଶିଳ୍ପୀ ଶିବିର ଆୟୋଜିତ ହୋଇଯାଇଛି । ଏହି ଚିତ୍ରକଳା ପ୍ରଦର୍ଶନୀକୁ ପ୍ରଦର୍ଶନୀ…

ଆସନ୍ତୁ ଜାଣିବା ଭଗବାନଙ୍କ ନିକଟରେ ଭୋଗ ଲଗାଇବାର ନିୟମ

ଭୁବନେଶ୍ୱର: ସନାତନ ଧର୍ମରେ ଠାକୁର ପୂଜାର ଅନେକ ନିୟମ ରହିଛି। ବିଶ୍ୱାସର ସହ ପୂଜା କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ। ଆଉ ଭଗବାନ ତମ ଉପରେ ପ୍ରସନ୍ନ ରୁହନ୍ତି । ପୂଜା କରିବା ସମୟରେ ଦେବୀ ଦେବତାଙ୍କୁ ଭୋଗ ଲଗାଯାଏ। ଭଗବାନଙ୍କ ଆଗରେ ଦୀପ ଧୂପ ଦେବା ପରେ ମିଠା …

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶ୍ରୀମନ୍ଦିର ଓ ପ୍ରତ୍ନତତ୍ତ୍ଵ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ନିର୍ମାଣ ଶୈଳୀ ଆଲୋଚନା ସମୟରେ ଆମେ ଜାଣିବାକୁ ପାଇଥିଲେ ଯେ ବର୍ତ୍ତମାନ ଦୃଶ୍ୟ ହେଉଥିବା ମନ୍ଦିର ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଶ୍ରୀମନ୍ଦିର…

ହାର୍ଟ ଆଟାକ ଓ କାର୍ଡିୟକ ଆରେଷ୍ଟ ମଧ୍ୟରେ ପାର୍ଥକ୍ୟ କ’ଣ? ଜାଣନ୍ତୁ କେଉଁ ଲକ୍ଷଣରୁ କିପରି ବୁଝିବେ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହାର୍ଟ ଆଟାକ ଏବଂ କାର୍ଡିୟକ ଆରେଷ୍ଟର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ହାର୍ଟ ଆଟାକ ଏବଂ କାର୍ଡିୟକ ଆରେଷ୍ଟର ଲକ୍ଷଣଗୁଡ଼ିକ ପ୍ରାୟତଃ ସମାନ ଅଟେ । ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକ ହାର୍ଟ ଆଟାକ ଏବଂ କାର୍ଡିୟକ ଆରେଷ୍ଟର ପାର୍ଥକ୍ୟ ଜାଣିପାରନ୍ତି…

ବିଶ୍ବର ୭ଟି ଏପରି ସ୍ଥାନ ଯାହା ସୃଷ୍ଟି କରେ ସ୍ବର୍ଗର ଭ୍ରମ, ଥରେ ଯାଇ ବୁଲିକି ଆସନ୍ତୁ…

ନୂଆଦିଲ୍ଲୀ: ଦୁନିଆରେ ଏପରି ଅଦ୍ଭୁତ ପ୍ରାକୃତିକ ଦୃଶ୍ୟ ରହିଛି ଯାହା ଆଖିରେ ନଦେଖିଲେ ଆପଣ ବିଶ୍ବାସ କରିପାରିବେ ନାହିଁ । ଏହା ଦେଖିବା ପରେ ଆପଣ ମଧ୍ୟ ନିଶ୍ଚିତ ଭାବରେ ଜୀବନରେ ଥରେ ହେଲେ ସେହି ସ୍ଥାନକୁ ପରିଦର୍ଶନ କରିବାକୁ ଚାହିଁବେ । ପ୍ରକୃତି ନିଜେ ଏଗୁଡିକ ତିଆରି କରିଛି, ଯାହା…

ଭାରତର ସବୁଠାରୁ ବଡ ନଦୀ ଗଙ୍ଗା, କିନ୍ତୁ ଭାରତର ସବୁଠାରୁ ସଫା ନଦୀ…

ଶୀଲୋଙ୍ଗ: ଗଙ୍ଗା-ଯମୁନା ପରି ପ୍ରବାହିତ ଅନେକ ନଦୀ ଗୁଡିକୁ ସଫା ରଖିବା ପାଇଁ ପ୍ରତି ବର୍ଷ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତଥାପି ଏହି ନଦୀ ଗୁଡିକୁ ସମ୍ପୁର୍ଣ୍ଣ ଭାବରେ ସଫା କରାଯାଉନାହିଁ । ଯମୁନାର ଜଳ ଏତେ ଅପରିଷ୍କାର ଯେ ଲୋକମାନେ ଏହି ନଦୀ ଭିତରକୁ ଯିବାକୁ…

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ: କେଉଁ ଦେଶରେ ହେବ ଦୃଶ୍ୟମାନ

ନୂଆଦିଲ୍ଲୀ: ଆସନ୍ତା ଅପ୍ରେଲ ମାସରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଚଳିତ ବର୍ଷର ସୂର୍ଯ୍ୟ ପରାଗ ଅପ୍ରେଲ ୫ ସୋମବାର ଦିନ ଲାଗିବାକୁ ଯାଉଛି । ଏହି ସୂର୍ଯ୍ୟପରାଗ ଉତ୍ତର ଆମେରିକା, ମେକ୍ସିକୋ, କାନାଡା ସମେତ ପ୍ରଶାନ୍ତ ମହାସାଗରରେ ଦୃଶ୍ୟମାନ ହେବ । ଭାରତରେ ଏହି…

ଏମିତି କଟେ ଦୁନିଆର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସକାଳ

ନୂଆଦିଲ୍ଲୀ: ସବୁବେଳେ ଚେଷ୍ଟା କରିବା ସକାଳେ ଶଯ୍ୟା ତ୍ୟାଗ ପରେ ଆମେ କିପରି ଫୁର୍ତ୍ତି ରହିବା। ଯଦ୍ୱାରା ଆମକୁ ଦିନସାରା ସତେଜ ଲାଗିବ। ଯଦି ସକାଳେ ଉଠିବା ଠିକ୍ ନ ହୁଏ, ପୂରା ଦିନ ଭଲରେ କଟି ନଥାଏ। ସାଧାରଣତଃ ଭାବେ ଦୁନିଆରେ ପ୍ରସିଦ୍ଧି ଲାଭ କରିଥିବା ଲୋକଙ୍କ ଜୀବନଶୈଳୀକୁ ସମସ୍ତେ ଅନୁକରଣ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶିଳାଲେଖର କଥା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ ଶୈଳୀକୁ ବିଭିନ୍ନ ଗବେଷକ ବିଭିନ୍ନ ଭାବରେ ଉପସ୍ଥାପନା କରିଛନ୍ତି ରାମଚନ୍ଦ୍ର ମିଶ୍ରଙ୍କ "ପୁରୁଷୋତ୍ତମ କ୍ଷେତ୍ର "ପୁସ୍ତକରେ ପ୍ରଦତ୍ତ ତଥ୍ୟ…

ଇଟିଭି ଭାରତ ଓଡ଼ିଶା କ୍ୟାମେରାମ୍ୟାନ୍ ମନୋରଞ୍ଜନ ସାହୁଙ୍କ ପରଲୋକ

ଭୁବନେଶ୍ବର : ଇଟିଭି ଭାରତ ଓଡ଼ିଶାର କ୍ୟାମେରାମ୍ୟାନ୍ ମନୋରଞ୍ଜନ ସାହୁଙ୍କର ବୁଧବାର ପ୍ରବଳ ଜ୍ୱରରେ ଆକ୍ରାନ୍ତ ହୋଇ ଚିିକିତ୍ସିତ ହେଉଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା। ତାଙ୍କ ପରିବାରରେ ପତ୍ନୀ ଓ ପୁଅ ଅଛନ୍ତି। ମିଳିଥିବା ସୂଚନା…