Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଜଣେ କି ଦୁଇ ଜଣ ନୁହେଁ, ୩୬୫ ରାଣୀଙ୍କୁ ସମ୍ଭାଳୁଥିଲେ ଏହି ରାଜା, ଜାଣନ୍ତୁ କିଏ ସେ…

ଭୁବନେଶ୍ଵର: ଆପଣମାନେ ଶୁଣିଥିବେ ଯେ, ପୂର୍ବ କାଳରେ ରାଜା-ମହାରାଜା ମାନେ ଅନେକ ରାଣୀଙ୍କୁ ବିବାହ କରୁଥିଲେ । କିଏ ୨ଟି ତ କିଏ ୮ଟି । ସେ ତାଙ୍କର ଏହି ରଙ୍ଗୀନ ସ୍ୱଭାବ ପାଇଁ ମଧ୍ୟ ବେଶ୍ ଜଣାଶୁଣା ଥାଆନ୍ତି । କିନ୍ତୁ କଣ ଆପଣ ଏପରି ଜଣେ ରାଜାଙ୍କ ବିଷୟରେ ଜାଣିଛନ୍ତି କି ଯାହାର ୨ କି ୪ଟି…

ଭାଇରାଲ ଭିଡିଓ: ଫୁଲରେ ନୁହେଁ ଚିପ୍ସ ପ୍ୟାକେଟରେ ସଜା ହୋଇଛି ବରର ଗାଡି

ଭୁବନେଶ୍ଵର: ସୋସିଆଲ ମିଡିଆରେ ଆମେ ପ୍ରାୟତଃ ସବୁଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଥିବାର ଦେଖିଥାଉ । ସେଥିମଧ୍ୟରୁ କିଛି ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବା ତ କିଛି ଭିଡିଓ ଆପଣଙ୍କ ଆଖିରେ ଲୁହ ଆଣିଦେଉଥିବା । ସେହିପରି କିଛି ଭିଡିଓକୁ ଦେଖି ଆପଣ ଆପଣଙ୍କ ହସକୁ ରୋକିପାରୁନଥିବେ ତ…

କିଏ ପ୍ରଥମେ ପ୍ରସ୍ତୁତ କରିଥିଲେ ଗାଜର ହାଲୱ, ଜାଣନ୍ତୁ ଏହି ହାଲୱାର ଇତିହାସ

ଭୁବନେଶ୍ଵର: ସାଧାରଣତଃ ଆମେ ମାନେ ପେଟ ଭରିବା ପାଇଁ ଖାଦ୍ୟ ଖାଇଥାଉ । କିନ୍ତୁ କିଛି ଏପରି ଖାଦ୍ୟ ଥାଏ ଯେଉଁଥିରେ ଆମର ଇମୋଶନ ଯୋଡି ହୋଇ ରହିଥାଏ । ଯେପରିକି ଗାଜର ହାଲୱା । ଗାଜର ହାଲୱା ଖାଇବାକୁ ଯେତିକି ସ୍ଵାଦିଷ୍ଟ ସେତିକି ସ୍ଵାସ୍ଥ୍ୟପ୍ରଦ ମଧ୍ୟ । ଶୀତଦିନେ ପ୍ରାୟ ସମସ୍ତଙ୍କ ଘରେ…

ମହାଶିବରାତ୍ରୀରେ ପାଇବାକୁ ଚାହୁଁଛନ୍ତି ମହାଦେବ ଆଶିର୍ବାଦ, ତେବେ ପୂଜାରେ ଲଗାନ୍ତୁ ଏହି ପୁଷ୍ପ

ଭୁବନେଶ୍ଵର: ସନାତନ ଧର୍ମରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମହାଶିବରାତ୍ରୀ ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଦିନ ଭଗବାନ ଶିବଙ୍କର ମା’ ପାର୍ବତୀଙ୍କ ସହ ବିବାହ ସମ୍ପର୍ଣ୍ଣ ହୋଇଥିଲା । ଏହି ଦିନ ଭଗବାନ ଶିବ ଜ୍ୟୋତିର୍ଲିଙ୍ଗ ଅବତାରରେ ମଧ୍ୟ ପ୍ରକଟ ହୋଇଥିଲେ । ଶିବ…

ଇସ୍କନ ମନ୍ଦିରର କ’ଣ ରହିଛି ଇତିହାସ? କିପରି ହୋଇଥିଲା ‘ହରେ କୃଷ୍ଣ ମୁଭମେଣ୍ଟ’ ର ଆରମ୍ଭ…

ନୂଆଦିଲ୍ଲୀ: 'ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ, ହରେ ରାମ ହରେ ରାମ ରାମ ରାମ ହରେ ...' ଏହି ମନ୍ତ୍ର ଜପ କରି ଭକ୍ତମାନେ ମନ୍ଦିର ଠାରୁ ଆରମ୍ଭ କରି ମଥୁରା, ଶ୍ରୀମନ୍ଦିର ତଥା ଭାରତର ଅନ୍ୟାନ୍ୟ ଅଞ୍ଚଳରେ କୃଷ୍ଣ ଭକ୍ତିରେ ଲିନ ଥିବା ନଜର ଆସିଥାନ୍ତି । ଭାରତ ବ୍ୟତୀତ ଲଣ୍ଡନ,…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ: ଶ୍ରୀମନ୍ଦିର ଶିଳ୍ପକଳା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା  ଜୟ ଜଗନ୍ନାଥ। ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଶିଳ୍ପ କଳାର ଆଲୋଚନା ପ୍ରସଙ୍ଗରେ ଆମେ ଅନେକ କିଛି ବିଷୟରେ ଆଲୋଚନା କରିସାରିଲେଣି। ତଥାପି ଗୋଟିଏ କଥା ମନେ ରଖିବାକୁ ହେବ ଏହା ଶହ ଶହ ଶିଳ୍ପୀଙ୍କ…

ସ୍ୱାଧୀନତା ପୂର୍ବରୁ ଗୋଟିଏ ଥିଲେ ଭାରତ ଏବଂ ପାକିସ୍ତାନ,ତେବେ ସେଠାର ଇତିହାସ ପୁସ୍ତକରେ କ’ଣ ଲେଖାଯାଇଛି?

ନୂଆଦିଲ୍ଲୀ: ୧୫ ଅଗଷ୍ଟ ୧୯୪୭ରେ ବ୍ରିଟିଶମାନଙ୍କ ଠାରୁ ଭାରତ ସ୍ଵାଧିନତା ହାସଲ କରିଥିଲା । କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ ଭାରତର ଏକ ଅଂଶ ଅଲଗା ହୋଇ ପାକିସ୍ତାନ ହୋଇଥିଲା । ଏହାର ଅର୍ଥ ହେଉଛି, ୧୯୪୭ ପୂର୍ବରୁ, ଭାରତ ସହିତ ଜଡିତ ସମସ୍ତ ଜିନିଷ ପାକିସ୍ତାନ ସହିତ ମଧ୍ୟ ଜଡିତ ଥିଲା |…

ବିଦେଶୀ ମାନଙ୍କର ମଧ୍ୟ ପସନ୍ଦ ଦିଲ୍ଲୀର ଏହି ୫ଟି ସ୍ଥାନ, କଣ ଆପଣ ଯାଇଛନ୍ତି କି କେବେ…

ନୂଆଦିଲ୍ଲୀ: ଆମେ ସବୁବେଳେ ସାପ୍ତାହିକ ଛୁଟି କିମ୍ବା କିଛି ଲମ୍ବା ସମୟର ଛୁଟି ନେଇ କିଛି ସୁନ୍ଦର ସ୍ଥାନକୁ ଯିବାକୁ ଇଚ୍ଛା କରନ୍ତି । ଏପରି ସ୍ଥଳେ ଯଦି ଆପଣ ଦିଲ୍ଲୀ ଯାଉଛନ୍ତି ଏବଂ ସେ ଯାଗା ବିଷୟରେ ଆପଣଙ୍କର କୌଣସି ଧାରଣା ନାହିଁ ତେବେ ଆଜି ଆମେ ଆପଣଙ୍କୁ ଦିଲ୍ଲୀର ଏପରି ୫ଟି ପର୍ଯ୍ୟଟନ…

ଏହି ତିନୋଟି ରୋଗ ପାଇଁ ରାମ ବାଣ ଅଟେ ପୋଟଳ, ଜାଣନ୍ତୁ ଏହାର ଉପକାରିତା ବିଷୟରେ

ନୂଆଦିଲ୍ଲୀ: ଏବେ ଆରମ୍ଭ ହୋଇଯାଇଛି ପୋଟଳ ର ଋତୁ । ଆପଣ ବଜାରରେ ସହଜରେ ଏହି ପରିବା ପାଇପାରିବେ । ଅଧିକାଂଶ ଲୋକ ପୋଟଳ ଖାଇବାକୁ ପସନ୍ଦ କରିଥାନ୍ତି । କେତେକ ସ୍ଥାନରେ ପୋଟଳରେ ଭଜା, ତରକାରି, ପୋଟଳ ରସା, ଡାଲମା ଆଦି ବିଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ଏହା ଯେପରି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ।: ଶ୍ରୀମନ୍ଦିର ନିର୍ମାଣ ଶୈଳୀ (୩)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ ଶୈଳୀ ଆଲୋଚନା ସମୟରେ ପ୍ରlବନ୍ଧିକ ତଥା ଐତିହାସିକ ଶରତ ଚନ୍ଦ୍ର ମହାପାତ୍ରଙ୍କ ପ୍ରବନ୍ଧ ଅନୁସାରେ ଜଣାଯାଏ ଉତ୍କଳର ପ୍ରାଚୀନ…