Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାଧା-କୃଷ୍ଣଙ୍କ ଦିବ୍ୟ ପ୍ରେମର ପ୍ରତୀକ ଏହି ପ୍ରେମ ମନ୍ଦିର

ଲକ୍ଷ୍ନୌ: ମଥୁରା, ଭଗବାନ ଶ୍ରୀକୃଷ୍ଣଙ୍କ କ୍ରୀଡା ସ୍ଥଳୀ ଭାବରେ ଜଣାଶୁଣା ବୃନ୍ଦାବନରେ ଶ୍ରୀକୃଷ୍ଣ ଏବଂ ରାଧା ରାଣୀଙ୍କ ପ୍ରେମର ଅଗଣିତ କଥା ଏବଂ କାହାଣୀ ଶୁଣିବାକୁ ମିଳେ। ଏଥି ସହିତ, ଶ୍ରୀମନ୍ଦିରର ପ୍ରେମ ମନ୍ଦିର ଏପରି ଯେ ଏହା ଅବିସ୍ମରଣୀୟ ପ୍ରେମର ପ୍ରତୀକ | ବୃନ୍ଦାବନର 'ପ୍ରେମ…

ବସନ୍ତ ପଞ୍ଚମୀରେ ଏପରି ସଜାନ୍ତୁ ଗୃହ, ପ୍ରସନ୍ନ ହେବେ ମା’ ସରସ୍ଵତୀ

ଭୁବନେଶ୍ଵର: ଆସନ୍ତାକାଲି ବସନ୍ତ ପଞ୍ଚମୀ । ଏହି ବସନ୍ତ ପଞ୍ଚମୀରେ ଜ୍ଞାନର ଦେବୀ ମା’ ସରସ୍ଵତୀଙ୍କୁ ପୂଜାର୍ଚ୍ଚନା କରାଯାଏ । ତେଣୁ ବସନ୍ତ ପଞ୍ଚମୀକୁ କେହି କେହି ସରସ୍ଵତୀ ପୂଜା ବୋଲି ମଧ୍ୟ କହିଥାଆନ୍ତି । ଏହି ପୂଜା ପାଇଁ ଏବେ ଚଳଚଞ୍ଚଳ ସାରା ରାଜ୍ୟ । ସାଧାରଣତଃ ଶିକ୍ଷାନୁଷ୍ଠାନ,…

ହ୍ଵାଟସଆପର ନୂଆ ଫିଚର୍: ଏବେ ସହଜରେ ସ୍ପାମ୍ ନମ୍ବରକୁ କରିପାରିବେ ବ୍ଲକ୍

ଭୁବନେଶ୍ଵର: ଗତ କିଛି ମାସ ମଧ୍ୟରେ ଅନଲାଇନ୍ ଠକେଇ ମାମଲା ବହୁତ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ହଜାର ହଜାର ଲୋକଙ୍କୁ ଅଜଣା ଲୋକଙ୍କ କଲ କିମ୍ବା ମେସେଜ୍ ଆସିବା ପରେ ସେମାନେ ଲୋକ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । ବର୍ତ୍ତମାନ ହ୍ଵାଟସ୍ଆପ୍ ପାଲଟିଛି ଏହି ଠକମାନଙ୍କର ଆଡ୍ଡା ସ୍ଥଳି । …

କିସ୍ ଡେ’: ପ୍ରେମରେ ନିବିଡତା ବଢାଏ ଚୁମ୍ବନ

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ଏହି ପ୍ରେମ ସପ୍ତାହର ଆଜି ସପ୍ତମ ଦିନ । ଭାଲେଣ୍ଟାଇନ୍ ଦିବସର ସପ୍ତମ ଦିବସକୁ “କିସ-ଡେ’ବା “ଚୁମ୍ବନ ଦିବସ’ ଭାବରେ ପାଳନ କରାଯାଏ । କୁହାଯାଏ ଚୁମ୍ବନ ଦ୍ୱାରା ପ୍ରେମରେ ପ୍ରଗଢତା ବୃଦ୍ଧି ହୋଇଥାଏ । ତେଣୁ ଏହି କିସ୍ ଡେ’ ବା ଚୁମ୍ବନ ଦିବସକୁ ପ୍ରେମୀ…

ବିଶ୍ଵ ରେଡିଓ ଦିବସ, ନୂଆରୂପରେ ଭଭା ହେଲାଣି ବେତାର ଯନ୍ତ୍ର

ଭୁବନେଶ୍ଵର: ଆଜି ବିଶ୍ଵ ରେଡିଓ ଦିବସ । ଆଜିର ଏହି ଡିଜିଟାଲ ଜମାନାରେ ବି କମିନି ରେଡିଓର କ୍ରେଜ। ଆଜି ବି ବିଭିନ୍ନ ଦୋକାନ ବଜାର, ଚା ଖଟି, ଗାଡିରେ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଆସୁଛି ଏହି ରେଡିଓ । ରାଜନୀତି ଖବରଠାରୁ ନେଇ ପାଣିପାଗ, କ୍ରିକେଟ, ଏବଂ ମନୋରଞ୍ଜନ ସମ୍ବନ୍ଧୀୟ ସୂଚନା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀମନ୍ଦିରର ଶୈଳୀ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ଆଲୋଚନା ଜାରିଥିବା ସମୟରେ ଗୋଟିଏ କଥା ମନକୁ ଆସେ ଏହି ମନ୍ଦିରର ଶୈଳୀ କଣ? ଏ ବିଷୟରେ ଥିବା ଶିଳାଲେଖ ଅନୁଧ୍ୟାନ କଲେ ଜଣାଯାଏ ଯେ ଭାରତରେ ମୁଖ୍ୟତଃ…

ଇତିହାସର ସବୁଠାରୁ କ୍ରୁର ମୃତ୍ୟୁ ଦଣ୍ଡ, ୧୦ମିନିଟ୍ ରେ କାମ ଶେଷ

ଭୁବନେଶ୍ଵର: ଆଜି ଯଦି କାହାକୁ ମୃତ୍ୟୁଦଣ୍ଡ ଦେବାକୁ ପଡେ ତେବେ ତାଙ୍କ ପାଇଁ ଫାଶୀ ଦେବାର ବ୍ୟବସ୍ଥା ରହିଛି | କିନ୍ତୁ ଇତିହାସରେ ଫାଶୀ ଦେବା ମୃତ୍ୟୁଦଣ୍ଡର ଏକମାତ୍ର ମାଧ୍ୟମ ନଥିଲା । ଆଜି ଆମେ ଆପଣଙ୍କୁ ଏକ ଏପରି ପଦ୍ଧତି ବିଷୟରେ କହିବାକୁ ଯାଉଛୁ ଯାହାକୁ ଇତିହାସର ସବୁଠାରୁ ନିଷ୍ଠୁର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଆତ୍ମ ସ୍ଵରୁପର ଜ୍ଞାନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଦାରବୀ ପ୍ରତିମାଟିଏ ବୋଲି ବିବେଚନା ନକରି ଆତ୍ମ ସ୍ୱରୂପରେ ପରମାତ୍ମା ଜ୍ଞାନ କରିବା। କାରଣ ଯେଭଳି ସମସ୍ତ ଜୀବଙ୍କର ଜଡ ଶରୀରରେ ପ୍ରାଣ (ଆତ୍ମା )ର ଉପସ୍ଥିତି ଜଡ଼କୁ…

ହଗ୍ ଡେ: ସଂପର୍କକୁ ମଜବୁତ କରେ ‘ହଗ୍’

ଭୁବନେଶ୍ଵର: ଚାଲିଛି ପ୍ରେମ ସପ୍ତାହ । ପ୍ରେମ ଏମିତି ଏକ ଭାବନା, ଯାହା ସବୁବେଳେ ସଙ୍ଗୀତର ରାଗ ଭଳି ମନ ମଧ୍ୟରେ ପ୍ରଭାବିତ ହୋଇଥାଏ । ଭାଲେଣ୍ଟାଇନ୍ସ ଡେ କୁ ଆଉ ମାତ୍ର ୨ ଦିନ ରହିଛି । ଭାଲେଣ୍ଟାଇନ୍ ସପ୍ତାହର ଷଷ୍ଠ ଦିବସକୁ ହଗ୍-ଡେ ଭାବରେ ପାଳନ କରାଯାଇଥାଏ । ଏହି ଦିନ ସବୁ ପ୍ରେମୀ ଯୁଗଳ…

କଣ ଆପଣ ଜାଣନ୍ତି ଇମୋଜିରେ ଥିବା ସବୁ ପ୍ରକାର ହାର୍ଟର ଅର୍ଥ, ଜାଣନ୍ତୁ…

ଭୁବନେଶ୍ଵର: ଆଜିକାଲି ସୋସିଆଲ ମିଡିଆର ଆପଣମାନେ ନିଜ ଭାବନାକୁ ପ୍ରକାଶ କରିବା ପାଇଁ ପ୍ରତିଦିନ କିଛି ନା କିଛି ଇମୋଜି ବ୍ୟବହାର କରୁଥିବେ ନିଶ୍ଚୟ । ଇମୋଜି କଥା କହିବାକୁ ଗଲେ, ଆପଣମାନେ ଦେଖୁଥିବେ ଯେ ସେଥିରେ ଅନେକ ପ୍ରକାରର ଏବଂ ଅନେକ ରଙ୍ଗର ହାର୍ଟ ଇମୋଜି ରହିଛି । କିନ୍ତୁ ଅନେକ ଲୋକ…