Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଲଗେଜ ଆସିବାକୁ ଡେରି ହେବାରୁ କନଭେଅର ବେଲ୍ଟ ଉପରେ ଚଢି ହରକତ କଲେ ଯାତ୍ରୀ

ଲଣ୍ଡନ: ଲଣ୍ଡନ ଗ୍ୟାଟୱିକ୍ ଏୟାରପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଲଗେଜ ଆସିବାକୁ ଡେରି ହେବାରୁ ଯାତ୍ରୀଜଣକ ରାଗିଯାଇ ଲଗେଜ କନଭେଅର ବେଲ୍ଟ ଉପରେ ଚଢି ଯାଇଥିଲେ । ଉପରେ ଚଢିବା ସହ କନଭେଅର ଉପରେ ଶୌଚ କରିବାକୁ ଏୟାରପୋର୍ଟ ଅଧିକାରୀଙ୍କୁ ଧମକ ମଧ୍ୟ ଦେଇଥିଲେ ।…

ନିଜ ସହରରେ କଲମ୍ବୀୟ ପପ୍ ଗାୟିକାଙ୍କ ବିଶାଳ ପ୍ରତିମୂର୍ତ୍ତି

କଲମ୍ବିଆ: ନିଜ ଜନ୍ମ ସହରରେ ନିଜର ପ୍ରତିମୂର୍ତ୍ତି । ତାହାପୁଣି ବିଶାଳକାୟ ପ୍ରତିମୂର୍ତ୍ତି । ଏପରି ପ୍ରତିମୂର୍ତ୍ତି ଶୋଭା ପାଇବା କିଛି କମ୍ କଥା ନୁହେଁ । ଏ ପରିପ୍ରେକ୍ଷୀରେ ଗତ ମଙ୍ଗଳବାର ପ୍ରଖ୍ୟାତ କଲମ୍ବୀୟ ପପ୍ ଗାୟିକା ସାକିରାଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ତାଙ୍କ ଜନ୍ମ ସହର…

ବାଇକ୍ ପଛରେ ବସି ଫ୍ଲାଇଙ୍ଗ୍ କିସ୍ ଦେଲେ ମହିଳା: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଭିଡ଼ିଓ ଦେଖିବାକୁ ପାଇଥାନ୍ତି । ସେଥିମଧ୍ୟରୁ କିଛି ଭିଡ଼ିଓ ଆମକୁ ଆଶ୍ଚର୍ଯ୍ୟ କରୁଥିବା ବେଳେ ଆଉ କିଛି ଆମକୁ ଶିଖିବାର ସୁଯୋଗ ଦେଇଥାଏ । ସୋସିଆଲ ମିଡ଼ିଆରେ ଖୁବଶୀଘ୍ର ଲୋକପ୍ରିୟତା ପାଇବା ପାଇଁ କିଛି ଲୋକ ନିଜ ଜୀବନକୁ ବାଜି ଲଗାଇ…

ବିନା ମାଲିକରେ ଶପିଙ୍ଗ କରୁଛି କୁକୁର

ବିନା ମାଲିକରେ ଶପିଙ୍ଗ କରୁଛି କୁକୁର । ଏମିତି ଏକ ଭିଡିଓ ଏବେ ସୋସେିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଗୋଟିଏ କୁକୁର ତାହାର ମାଲିକ ବିନା ସପିଂ କରୁଥିବା ଦେଖିବାକୁ ମିଳୁଛି । ବିଶେଷ କଥା ହେଉଛି ମାଲିକ ଯାହା ପସନ୍ଦ କରନ୍ତି କୁକୁରକୁ ଭଲ ଭାବେ ଜଣା । ଏହି ଭିଡିଓ…

ଇଟାଲୀର ରହସ୍ୟମୟ ଆଇସଲାଣ୍ଡ..ଯିଏ ଏହାକୁ କିଣିଲା ସେ ଚାଲିଗଲା ଆରପାରିକୁ

ଇଟାଲୀକୁ ବୁଲିଯିବାକୁ କିଏ ବା ଭଲ ନ ପାଏ । ଏଠାରେ ଏପରି ସ୍ଥାନ ଅଛି ଯାହାକି ସ୍ୱର୍ଗ ସହିତ ମଧ୍ୟ ତୁଳନା କରାଯାଏ । ତେବେ ଏଠାରେ ଏପରି ଏକ ଦ୍ୱୀପ ଅଛି ଯାହାକୁ ନେଇ ରହିଛି ରହସ୍ୟମୟ କାହାଣୀ । ଏହି ଦ୍ୱୀପ ଅଶୁଭ । ଏହାକୁ ଯିଏ କିଣିଛି ସେ ଆରପାରିକୁ ଯାଇଛି କିମ୍ବା ତାର ପରିବାର ବର୍ବାଦ ହୋଇ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପତିତପାବନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନ୍ୟ ଏକ ଅତ୍ୟନ୍ତ ଭାବପୂର୍ଣ୍ଣ ନାମ ହେଲା ପତିତପାବନ । କେବଳ ଭାବପୂର୍ଣ୍ଣ ନୁହେଁ ଏକ ଆକର୍ଷଣ ଓ ଆବେଗର ଚେତନାକୁ ଧାରଣ କରିଥିବା ନାମ “ପତିତପାବନ ପତିତଜନଙ୍କ ଉଦ୍ଧାର…

ଏମିତି ଫୁଲ, ଯାହା ଦେଖିବାକୁ ମଣିଷ ଓଠ ପରି

କେପ୍‌ଟାଉନ: ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର। ଏହି ବିଚିତ୍ର ସୃଷ୍ଟି ଭିତରେ ବେଳେ ବେଳେ ମଣିଷ ସାମ୍ନାକୁ ଚାଲିଆସେ ଏଭଳି କିଛି ସୃଷ୍ଟି ଯାହାକୁ ମଣିଷ ବୁଝିବାକୁ ସମୟ ଲାଗିଯାଏ। ପ୍ରକୃତିର ଏହି ବିଚିତ୍ର ସୃଷ୍ଟିର ଉଦ୍ୟମ ହେଲା ହୁକର ପ୍ଲାଣ୍ଟ। ଏପରି ଏକ ଗଛ ଅଛି, ଯାହା ଦେଖିବାକୁ…

ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୪୧ତମ ରାଜ୍ୟ ଚାରୁକଲା ପୁରସ୍କାର ପ୍ରଦାନ ଉତ୍ସବ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଦ୍ୱାରା ଆୟୋଜିତ ୪୧ତମ ରାଜ୍ୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଚ୍ଚସ୍ତରୀୟ ଚୟନ କମିଟି…

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବିନ୍ଦ୍ର ମଣ୍ଡପରେ ପାଞ୍ଚ ଦିନ ଧରି ଆୟୋଜିତ ହେଉଥିବା ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସର ପ୍ରଥମ ଅଧିବେଶନରେ ବି…

ଏମିତି ଦେଶ, ଯେଉଁଠି ପରସ୍ପରକୁ ଚୁମ୍ବନ ଦେଇ ପାଳନ୍ତିି ନୂଆବର୍ଷ

ୟୁରୋପ: ଆଉ ମାତ୍ର ଗୋଟିଏ ଦିନ । ପୁରୁଣା ବର୍ଷ ବିଦାୟ ନେବ ନୂତନ ବର୍ଷ ଆସିବ । ନୂତନବର୍ଷକୁ ସ୍ୱାଗତ କରିବା ପାଇଁ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କେଉଁଠି ବାଜାବାଣ ଫୁଟାଇ ତ ଆଉ କେଉଁଠି ନାଚ ଗୀତ,ଭୋଜିଭାତ କରି ନୂଆବର୍ଷକୁ ସ୍ୱାଗତ କରିଥାନ୍ତି । କିନ୍ତୁ ଏମିତି ଏକ ଦେଶ…