Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଅଜବ ବିବାହ: ଛୋଟବେଳେ ପାଳିଥିବା ଝିଅକୁ ବିବାହ କଲେ ଯୁବକ

ନୂଆଦିଲ୍ଲୀ: ଅନେକ ବୟସ ଅନ୍ତର ଥାଇ ଲୋକେ ବିବାହ କରୁଥିବା କିଛି ନୂଆ କଥା ନୁହେଁ । ହେଲେ ନିକଟରେ ଏମିତି ଏକ ଅଜବ ବିବାହ ଦେଖିବାକୁ ମିଳିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ୪୪ ବର୍ଷୀୟ ଯୁବକ ଛୋଟବେଳୁ ପାଳି ଆସୁଥିବା ଜଣେ ଝିଅକୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ।…

ପାଣି ଭିତରେ ଦୁନିଆର ସବୁଠୁ ବଡ଼ ଶ୍ମଶାନ

ପାଲିକିର: ପାଣି ଭିତରେ ଦୁନିଆର ସବୁଠୁ ବଡ଼ ଶ୍ମଶାନ । ଏହା ଚୁଉକ ଦ୍ୱୀପର ପାଣି ତଳେ ଥିବା ଦେଖିବାକୁ ମିଳିଛି । ଏହାର ଏକ ଫଟୋ ଏବେ ସୋସିଆଲ ମିିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତିି । ମଣିଷ କଙ୍କାଳ, ଜାହାଜରେ ଲଦା ହୋଇଥିବା ଜିନିଷ ଏବଂ ଅନ୍ୟ…

ଗୁଗୁଲ ପେ ଓ ପେଟିଏମ୍ କୁ ଏବେ ଟକ୍କର ଦେବ ଟାଟା ପେ, ଆରବିଆଇ ଦେଲା ପେମେଣ୍ଟ ଏଗ୍ରିଗେଟର ଲାଇସେନ୍ସ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଟାଟା ଗ୍ରୁପ୍‌ର ଡିଜିଟାଲ୍ ପେମେଣ୍ଟ ଆପ୍ ଟାଟା ପେମେଣ୍ଟକୁ ପେମେଣ୍ଟ ଏଗ୍ରିଗେଟର (PA) ଲାଇସେନ୍ସ ପ୍ରଦାନ କରିଛି । ଯାହା କମ୍ପାନୀକୁ ଏହାର ପ୍ଲାଟଫର୍ମ ମାଧ୍ୟମରେ ଇ-କମର୍ସ କାରବାରକୁ ସହଜ କରିବ। ଟାଟା ପେମେଣ୍ଟଗୁଡିକ ଗୃପ୍ ର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବିଷ୍ଣୁ ସ୍ୱରୂପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସର୍ବବ୍ୟାପକତା ଯୋଗୁ ଆମେ ତାଙ୍କୁ ବିଷ୍ଣୁ ସ୍ୱରୂପ ଜ୍ଞାନ କରି, ବୈଷ୍ଣବ ତନ୍ତ୍ର ଓ କର୍ମକାଣ୍ଡ ଅନୁସାରେ ପୂଜା କରୁଛୁ। ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ପୂର୍ବରୁ…

ଗଳି ଗଳି ବୁଲି ପରିବା ବିକୁଛନ୍ତି ପ୍ରଫେସର

ପଞ୍ଜାବ: ଚାରୋଟି ବିଷୟରେ ମାଷ୍ଟର ଡିଗ୍ରୀ । ଆଇନ୍‌ରେ ପିଏଚଡି କରିବା ପରେ ଯେକୌଣସି ସରକାରୀ ଚାକିର କରିବାକୁ ପସନ୍ଦ କରନ୍ତି । ଯେତେବେଳେ ସେହି ଚାକିରିରେ ପରିବାରର ଖର୍ଚ୍ଚ ପୂରଣ କରିବା କଷ୍ଟସାଧ୍ୟ ହୁଏ, ସେତେବେଳେ ବ୍ୟକ୍ତି ଜଣକ ଆଉ କିଛି କରିବାକୁ ପ୍ରସ୍ତୁତ ହୋଇଯାନ୍ତି । ପଞ୍ଜାବର…

ବଦଳିଛି ଦିନ, ବଦଳିଛି କ୍ୟାଲେଣ୍ଡର: ନୂଆବର୍ଷରେ ଆଜି ବି ମନେପଡେ ସେଇ ଗ୍ରିଟିଙ୍ଗସ୍ କାର୍ଡ ଓ ସେଥିରେ ଲେଖାଥିବା ଢଗ

ଭୁବନେଶ୍ଵର: ଆଜି ନୂଆ ବର୍ଷ। ବିଦାୟ ନେଇଛି ୨୦୨୩। ଆନନ୍ଦ, ଉଲ୍ଲାସର ସହ ସାରା ବିଶ୍ୱବାସୀ ୨୦୨୪କୁ କରିଛନ୍ତି ସ୍ୱାଗତ। ନୂଆ ସକାଳର ନୂଆ ଆଶା ନେଇ ୨୦୨୪ ଆସିଥିବାରୁ ଚାରିଆଡ଼ ଉତ୍ସବମୁଖର ହୋଇ ଉଠିଛି। ପରସ୍ପରକୁ ‘ହ୍ୟାପି ନ୍ୟୁ ଇୟର’ କହି ଶୁଭେଚ୍ଛା ଜଣାଇଛନ୍ତି। ୨୦୨୩ ଡିସେମ୍ବର ୩୧ରୁ ସବୁଠି…

ନୂଆବର୍ଷର ପ୍ରଥମ ଦିନ କେଉଁଠି,କେମିତି ପାଳନ୍ତି, ଜାଣନ୍ତୁ…..

ଆସିଛି ନୂଆ ବର୍ଷ । ଲୋକେ ଧୁମ୍‌ଧାମ୍‌ରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ତେବେ ୨୦୨୪ରେ ସକରାତ୍ମକ ଚିନ୍ତାଧାରା ନେଇ ଆଗକୁ ବଢିବା ସହ ବର୍ଷଯାକ ଭଲରେ କଟିବା ପାଇଁ ଲୋକେ ଭିନ୍ନ ଭିନ୍ନ ପରମ୍ପରା ପାଳନ କରଥାନ୍ତି । ତେବେ ନୂଆବର୍ଷ ଭଲରେ କଟିବା ପାଇଁ ଦୁନିଆରେ ଏମିତି କିଛି ପରମ୍ପରା ରହିଛି…

ଅଭିନବ ଉଦ୍ୟମ, ବର୍ଷକରେ ୧୦ ହଜାର କଣ୍ଡୋମ୍ ଅର୍ଡର କରି ସମ୍ମାନିତ

ନୂଆଦିଲ୍ଲୀ : ବ୍ୟବସାୟ ଦୁନିଆରେ ଅନେକ ସମୟରେ ଉଠାଣି ଗଡାଣି ଦେଖିବାକୁ ମିଳିଥାଏ । ଏହି କାରଣରୁ ନିଜ ଉତ୍ପାଦକୁ ଗ୍ରାହକଙ୍କ ପାଖରେ ପହଂଚାଇବା ପାଇଁ ବିଭିନ୍ନ କମ୍ପାନୀ ଭିନ୍ନ ଭିନ୍ନ କୌଶଳ ଆପଣେଇଥାନ୍ତି ଯାହାକୁ ନେଇ ଚର୍ଚ୍ଚା ଲାଗିରହିଥାଏ । ନିକଟରେ ଅନଲାଇନ୍ ଷ୍ଟୋର କମ୍ପାନୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସର୍ବବ୍ୟାପି ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ,ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଯେଭଳି ସର୍ବବ୍ୟାପୀ, ସେଭଳି ସର୍ବନାମ ମଧ୍ୟ । ତେଣୁ ସମୟ ସମୟରେ, ନାରାୟଣ, ଗୋବିନ୍ଦ, ବାସୁଦେବ, ହୃଷିକେଶ, ବିଷ୍ଣୁ, ହରି ଓ ସର୍ବୋପରି ଜଗନ୍ନାଥ, ଜଗମୋହନ, ଜଗଦୀଶ,…

ସୋଫାରେ ବସି ରାସ୍ତାରେ ବୁଲିଲେ ଦୁଇ ଯୁବକ

ନୂଆଦିଲ୍ଲୀ: ସୋଫାରେ ବସି ରାସ୍ତାରେ ବୁଲିଲେ ଦୁଇ ଯୁବକ । ଏବେ ଆପଣ ଭାବୁଥିବେ ସୋଫାରେ ବସି ରାସ୍ତାରେ ବୁଲିବେ କିପରି ? ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ସୋଫା କାର ଭଳି ରାସ୍ତାରେ ଯାଉଥିବା ଦେଖିବାକୁ ମିଳୁଛି । ବିଶିଷ୍ଟ ଶିଳ୍ପପତି…