Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗ୍ରାହକଙ୍କ ଇଚ୍ଛାକୁ ପୂରଣ କଲା ସ୍ୱିଗି, ବ୍ୟାଣ୍ଡ-ବାଜା ବଜାଇ ଘରେ ପହଞ୍ଚିଲା

ନୂଆଦିଲ୍ଲୀ: ସ୍ୱିଗି ତାର ଜଣେ ଗ୍ରାହକଙ୍କ ଇଚ୍ଛାକୁ ପୂରଣ କରି ଚର୍ଚ୍ଚାର ପରିସରକୁ ଆସିଛି । ବ୍ୟାଣ୍ଡ ବାଜା ବଜାଇ ଗ୍ରାହକଙ୍କ ଘରେ ପହଞ୍ଚିଥିଲା ସ୍ୱିଗି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସ୍ୱିଗି ଇନଷ୍ଟାମାର୍ଟ ଏକ୍ସରେ ଏକ ଟ୍ୱିଟ କରିଥିଲା ।…

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଚତୁର୍ଥ ଦିବସ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବିନ୍ଦ୍ର ମଣ୍ଡପରେ ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଚତୁର୍ଥ ଦିବସରେ ପୂର୍ବାହ୍ନ ଅଧିବେଶନରେ ଓଡ଼ିଶୀ ନୃତ୍ୟ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ,…

ମାକେର୍ଟକୁ ଆସିଲା ‘ବ୍ଲୁ ଦୋସା’, ଚାହିଦା ଅଧିକ

ଛତିଶଗଡ: ସୋସିଆଲ ମିଡ଼ିଆରେ ସବୁଠୁ ବେଶୀ ଖାଦ୍ୟପେୟ ଉପରେ ଭିଡିଓ ଦେଖିବାକୁ ମିଳିଥାଏ । ଲୋକମାନେ କେବଳ ଫୁଡ ଏକ୍ସପେରିମେଣ୍ଟାଲ ଜିନିଷକୁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଫୁଡ ଏକ୍ସପେରିାମଣ୍ଟର ପ୍ରୋସେସିଂକୁ ମଧ୍ୟ ପସନ୍ଦ କରନ୍ତି । ସାଂପ୍ରତିକ ସମୟରେ, ଏପରି ଏକ ଫୁଡ ଏକ୍ସପେରିମେଣ୍ଟର…

ପୁରୁଷ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମେକଅପ ନିଅନ୍ତି ମହିଳା କର୍ମଚାରୀ

ବେଜିଂ: ସାଧାରଣତଃ ମହିଳାମାନେ ନିଜକୁ ସୁନ୍ଦର ଦେଖାଯିବା ପାଇଁ ଚେଷ୍ଟା କରିଥାନ୍ତି । ସେଥିଲାଗି ସେମାନେ ଅଧିକାଂଶ ସମୟ ମେକ୍‌ଅପ୍ ନେଇଥାନ୍ତି । ଅଫିସ ହେଉ କି କୁଆଡ଼େ ବୁଲିବାକୁ ସବୁ ସ୍ଥାନକୁ ଯିବା ବେଳେ ମହିଳାମାନେ ମେକ୍‌ଅପ୍ ନେଇଥାନ୍ତି । ହେଲେ ଚୀନ୍‌ର ଏମିତି ଏକ କମ୍ପାନୀ ଅଛି ଯେଉଁଠି…

ସାପକୁ ଚୁମ୍ବନ ଦେବା ମହଙ୍ଗା ପଡ଼ିଲା

ଆଜିକାଲି ଯୁବପିଢି ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ କୌଣସି ବି କାମ କରିବାକୁ ପଛାଉ ନାହାନ୍ତି । ଏମିତି କି କିଛି ପିଲା ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ ବନାଉଛନ୍ତି । ନିକଟରେ ଜଣେ ଯୁବକ ଗୋଟେ ଅଜଗର ସାପକୁ ଧରି ଗେଲ ହେବା ମହଙ୍ଗା ପଡ଼ିଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ…

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ତୃତୀୟ ଦିବସ

ଭୁବନେଶ୍ଵର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ ଜେଜୁଟରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ତୃତୀୟ ଦିବସର ତିନୋଟି ଯାକ ଅଧିବେଶନରେ ଉତ୍ସାହର ସହ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଯାଇଛି । ପ୍ରଥମ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଭାବଗ୍ରାହୀ ଶ୍ରୀଜଗନ୍ନାଥ

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନେକ ଗୁଣ ଆମେ ଆଲୋଚନା କରିସାରିଲେଣି। ଆଜି ତାଙ୍କର ବିଶେଷ ଗୁଣ ଯେଉଁଥିପାଇଁ ସେ ସମସ୍ତଙ୍କ ପ୍ରିୟ ତାହା ବର୍ଣ୍ଣନା କରିବା । ଭାବଗ୍ରାହୀ- ଓଡ଼ିଆର ପ୍ରସିଦ୍ଧ ଜଣାଣ “ସେତ ଭକତ ଭାବରେ ବନ୍ଧାରେ ସେତ ଭକତ ଜୀବନ ଧନ…

ଐତିହ୍ୟ ପଦଯାତ୍ରୀଙ୍କ ଯାଜପୁର ପରିଦର୍ଶନ

ଯାଜପୁର : କଟକ ହେରିଟେଜ ୱାକସ ନେତୃତ୍ୱରେ ଆୟୋଜିତ ଯାଜପୁରର ଡାକ ଯାତ୍ରାରେ ପ୍ରାୟ ପଚିଶ ଜଣ ଐତିହ୍ୟ ପ୍ରେମୀ ବିରଜା କ୍ଷେତ୍ର ପରିଦର୍ଶନ କରିଛନ୍ତି । ପ୍ରାରମ୍ଭରେ ଆବାହକ ଦୀପକ ସାମନ୍ତରାୟଙ୍କ ସ୍ୱାଗତ ତଥା ଯାଜପୁର ଜିଲ୍ଲା ସମ୍ପର୍କିତ ସାମାନ୍ୟ ସୂଚନା ସହ ଆରମ୍ଭ ହୋଇଥିବା ଏହି…

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ

ଭୁବନେଶ୍ୱର :  ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ସ୍ଥାନୀୟ ଜନତା ମଇଦାନଠାରେ, ଆୟୋଜିତ ୧୮ ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦଯାପିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ଵତ ମିଶ୍ର ଅତିଥି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପରଂବ୍ରହ୍ମ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରମବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ପରଂବ୍ରହ୍ମ କାହିଁକି କହିବା? ଏହି ପ୍ରଶ୍ନର ଉତ୍ତରରେ କିଛି ନିର୍ଦ୍ଧିଷ୍ଟ ଗୁଣର ଉପସ୍ଥିତି ବିଷୟରେ ଆଜି ଆଲୋଚନା କରିବା । ୧ . ସ୍ୱୟଂମ୍ଭୁ -ସେ ନିଜେ ନିଜ କୁ…