Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବିବାହ ପୂର୍ବରୁ ଡେଙ୍ଗୁରେ ଆକ୍ରାନ୍ତ ହେଲେ ବର, ବିବାହ କଲେ ହସ୍‌ପିଟାଲରେ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଆମେ ଅନେକ ନିଆରା ବିବାହ ଦେଖିବାକୁ ପାଇଥାନ୍ତି । ସେଥିମଧ୍ୟରୁ କିଛି ଭିଡିଓ ମନୋରଞ୍ଜନ ଖୋରାକ ଖୋରାକ ଯୋଗାଇଥିବା ବେଳେ ଆଉ କିଛି ମନକୁ ଛୁଇଁ ଯାଇଥାଏ । ଏବେ ସେମିତି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକି ନିଶ୍ଚିତ ଭାବରେ ଆପଣଙ୍କ ହୃଦୟକୁ…

ଅଟୋ ଚଳାଇବାବେଳେ ଗୀତ ଗାଆନ୍ତି ଡ୍ରାଇଭର, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ପ୍ରତ୍ୟେକ ଲୋକ ଗୀତକୁ ଭଲ ପାଇଥାନ୍ତି । ସେଥିଲାଗି ସେମାନେ ଗୁଣୁଗୁଣୁ ହୋଇଥାନ୍ତି । କେହି ପ୍ୟାଶନ ଭାବେ ଗୀତ ବୋଲିଥାଏ ତ ଆଉ କିଏ ଖୁସି ଲାଗିଲେ ଗୀତ ବୋଲିଥାନ୍ତି । ହେଲେ ନିକଟରେ ସୋସିଆଲ ମିଡ଼ିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଠି ଜଣେ ଅଟୋ ଡ୍ରାଇଭର ଅଟୋ ଚଳାଇବାବେଳେ…

ଯମଜ ସନ୍ତାନଙ୍କୁ ଜନ୍ମ ଦେଲେ ୭୦ ବର୍ଷୀୟା

ମାଆ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ନିଆରା ଅନୁଭୁତି ଆଣିଥାଏ । ପ୍ରତ୍ୟେକ ମହିଳା ମାଆ ହେବାକୁ ସ୍ୱପ୍ନ ଦେଖିଥାନ୍ତି । ସେଥିଲାଗି ମହିଳାମାନଙ୍କ ଗର୍ଭଧାରଣର ଏକ ନିର୍ଦ୍ଦିଷ୍ଟ ବୟସସୀମା ରହିଛି । ତେବେ ଏବେ ଉଗାଣ୍ଡାର ଜଣେ ୭୦ ବର୍ଷୀୟା ମହିଳା ଯମଜ ସନ୍ତାନଙ୍କୁ ଜନ୍ମ ଦେଇ ଚର୍ଚ୍ଚାକୁ…

କିପରି ହୋଇଥାଏ କିନ୍ନର ମାନଙ୍କ ଅନ୍ତିମ ସଂସ୍କାର, ସତରେ କ’ଣ ତାଙ୍କ ଶବକୁ ଚପଲରେ ପିଟାଯାଏ, ଜାଣନ୍ତୁ ଏହା ପଛରେ…

ଭୁବନେଶ୍ଵର: ଆମ ଦେଶରେ କିନ୍ନର ସମ୍ପ୍ରଦାୟ ପାଇଁ ଭିନ୍ନ ଭିନ୍ନ ରୀତିନୀତି ପ୍ରଚଳିତ ଅଛି । କିନ୍ନରମାନେ ସାଧାରଣ ଲୋକଙ୍କଠାରୁ ଏକ ପୃଥକ ସମ୍ପ୍ରଦାୟ, ଯେଉଁଥି ପାଇଁ ସେମାନଙ୍କର ଭିନ୍ନ ଭିନ୍ନ ପ୍ରଥା ଅଛି । ଆମେ ସମସ୍ତେ ସେମାନଙ୍କ ବିଷୟରେ ସବୁକିଛି ଜାଣିବାକୁ ଚାହୁଁ, କିନ୍ତୁ ସେମାନଙ୍କ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : କ୍ଷତ୍ରଜ୍ଞ ଓ଼ କ୍ଷେତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଜଗନ୍ନାଥ ନିଜର ମହନୀୟତା ପ୍ରତ୍ୟେକ ସ୍ତରରେ ଦେଖାଇଛନ୍ତି । ତେଣୁ ଏ ପୁରୁଷୋତ୍ତମ କ୍ଷେତ୍ରରେ, କ୍ଷତ୍ରଜ୍ଞ ଓ଼ କ୍ଷେତ୍ର ଉଭୟ ସମାନ…

୬୨ବର୍ଷ ପରେ ବ୍ୟକ୍ତି ଜାଣିଲେ ଦେଶର ନୁହଁନ୍ତି ନାଗରିକ, ଏବେ କୋର୍ଟ ଦୌଡ଼ୁଛନ୍ତି

ୱାଶିଂଟନ୍‌: ଆମେରିକାର ଉତ୍ତର ଭର୍ଜିନିଆରେ ରୁହନ୍ତି ଡ଼ାକ୍ତର ସିୟାବଶ ସୋଭାନି । ଦୀର୍ଘ ୬୨ବର୍ଷ ପରେ ସେ ଦେଶର ନାଗରିକ ନୁହଁନ୍ତି ବୋଲି ଜାଣିବାକୁ ପାଇଛନ୍ତି । ଏତେବର୍ଷ ପରେ ସେ ଯେତେବେଳେ ପାର୍ସପୋର୍ଟ ନବୀକରଣ କରିବାକୁ ବିଭାଗରେ ପହଞ୍ଚିଥିଲେ, ସେଠାରେ ସେ ଜାଣିବାକୁ ପାଇଥିଲେ ଯେ,…

ଦୁନିଆର ସବୁଠୁ ବଡ଼ ଗାଲଥିବା ମହିଳା, କରିଛନ୍ତି ଅନେକ ସର୍ଜରୀ

ୟୁକ୍ରେନ: ଆଜିକାଲି ଲୋକମାନେ ସୋସିଆଲ ମିଡିଆ ପସିଦ୍ଧି ଅର୍ଜନ ପାଇଁ ଯେକୌଣସି ସ୍ତରକୁ ଯିବାକୁ ପଛାଉ ନାହାନ୍ତି । ନିଜର ପରିଚୟ ସୃଷ୍ଟି କରିବାକୁ ଲୋକେ ଏମିତି କିଛି କରନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି । ୟୁକ୍ରେନର ଜଣେ ଯୁବତୀ ସର୍ଜରୀ ଦ୍ୱାରା ନିଜର ଗାଲକୁ ବଡ଼ କରିଛନ୍ତି ।…

ଛାଡପତ୍ରର ୫ବର୍ଷ ପରେ ପୁଣି ବିବାହ କଲେ ଦମ୍ପତି

ଗାଜିଆବାଦ: କୁହାଯାଏ ସ୍ୱାମୀ-ସ୍ତ୍ରୀ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି । ଯଦି କେବେ ଦୁଇ ଜଣଙ୍କ ଭିତରେ ମନୋମାଳିନ ହେଲେ ବି ପରବର୍ତ୍ତୀ ସମୟରେ ପରସ୍ପର ପାଇଁ ସାହାରା ପାଲଟିଥାନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗାଜିଆବାଦରେ । ଜିଲାର ଏକ ଦମ୍ପତି…

ମଣିଷ କେଶରୁ ପ୍ରସ୍ତୁତ ହେଲା ଶୀତବସ୍ତ୍ର : ଚାହିଦା ଅଧିକ

ହଲାଣ୍ଡ : ସାଧାରଣତଃ ମେଣ୍ଢା ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଲୋମରେ ଶୀତବସ୍ତ୍ରମାନ ପ୍ରସ୍ତୁତ କରାଯାଇଥାଏ । ଏଭଳି ଶୀତ ବସ୍ତ୍ରର ଆଦର କ୍ରମାଗତ ଭାବରେ ରହି ଆସିଛି । ତେବେ ହଲାଣ୍ଡର ‘ହ୍ୟୁମାନ୍ ମାଟେରିଆଲ୍ ଲୁପ୍‌’ ନାମକ ଏକ କମ୍ପାନି ମଣିଷର କେଶ ପରି ଏକ ଅସ୍ୱାଭାବିକ ବର୍ଜ୍ୟ ଉତ୍ସକୁ ବ୍ୟବହାର…

ଟ୍ରେନ୍ ଭିତରେ ବିବାହ କଲେ ପ୍ରେମୀ ଯୁଗଳ , ଭାଇରାଲ୍ ହେଲା ଭିଡିଓ

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡ଼ିଆର କ୍ରେଜ୍ ଖୁବ୍ ଅଧିକ । ଏହାକୁ ଦୃଷ୍ଟିରେ ରଖି ଏବେ ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି । ଏହିକ୍ରମରେ ଦିଲ୍ଲୀର ଏକ ପ୍ରେମୀଯୁଗଳ ଚଳନ୍ତା ଟ୍ରେନ୍ ଭିତରେ ବିବାହ କରି ଚର୍ଚ୍ଚାକୁ…