Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ମହାପ୍ରଭୁଙ୍କ ଯାତ୍ରା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି, ଏଠାରେ ପ୍ରଶ୍ନ ଉଠେ ମହାପ୍ରଭୁ ତ ପ୍ରତିଦିନ ସ୍ନାନ କରନ୍ତି, ତେବେ ଏ ସ୍ୱତନ୍ତ୍ର ସ୍ନାନ ଉତ୍ସବ କଣ ପାଇଁ ? ଏଇଠି ଗୋଟିଏ କଥା…

ନାଟକ ଉତ୍ସବର ଅନ୍ତିମ ସନ୍ଧ୍ୟା, ମଞ୍ଚସ୍ଥ ହେଲା ‘ଆଦିକବି’

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ନାଟକ ଉତ୍ସବର ଅନ୍ତିମ ସନ୍ଧ୍ୟାରେ ସୀତେଶ ତ୍ରିପାଠୀଙ୍କ ରଚିତ ତଥା ଦର୍ପ ନାରାୟଣ ସେଠୀଙ୍କ ନିର୍ଦ୍ଦେଶିତ ନାଟକ ଆଦିକବି ମଞ୍ଚସ୍ଥ…

ଛାତ୍ରୀଙ୍କ ସହ ‘ଗୁଲାବୀ ସାରାରା’ ଗୀତରେ ଡ଼୍ୟାନ୍ସ କଲେ ଶିକ୍ଷୟିତ୍ରୀ, ପ୍ରଶଂସା କଲେ ଲୋକ

ନୂଆଦିଲ୍ଲୀ: ଆଜିକାଲି ଯୁବପିଢୀଙ୍କ ପାଇଁ ରିଲ୍ସ କରିବା ଏକ ପ୍ରକାର ଫ୍ୟାଶନ ହୋଇଯାଇଛି । ଏମିତି କି ରିଲ୍ସ ପାଇଁ ନିଜ ଜୀବନକୁ ବାଜି ମଧ୍ୟ ଲଗାଇ ଦେଇଥାନ୍ତି । ଆଉ କିଛି ସ୍ଥାନ,କାଳ, ପାତ୍ର ବି ଭୁଲି ଯାଆନ୍ତି । ମନଛୁଆଁ ଗୀତର ତାଳେ ତାଳେ ନୃତ୍ୟ କରି ଭିଡିଓ କରିଥାନ୍ତି । ଏବେ ସେମିତି ଏକ…

ଏପରି ରେଷ୍ଟୁରାଣ୍ଟ,ଯେଉଁଠିକି ଗଲେ ୱେଟର ମାରନ୍ତି ଚାପୁଡା, ତଥାପି ଏଠାରେ ଲାଗିରହେ ଲୋକଙ୍କ ଭିଡ

ନୂଆଦିଲ୍ଲୀ: ରେଷ୍ଟୁରାଣ୍ଟରେ ଖାଇବା କାହାକୁ ବା ଭଲ ନ ଲାଗେ । ରେଷ୍ଟୁରାଣ୍ଟରେ ଖାଇବାକୁ ଯିବାବେଳେ ଅନେକ ରେଷ୍ଟୁରାଣ୍ଟ ଗ୍ରାହକ ମାନଙ୍କର ସ୍ଵତନ୍ତ୍ର ଢଙ୍ଗରେ ସ୍ଵାଗତ କରାଯାଏ । କିନ୍ତୁ ଦୁନିଆରେ ଏପରି ଏକ ରେଷ୍ଟୁରାଣ୍ଟ ଅଛି ଯେଉଁଠାରେ ଗ୍ରାହକମାନେ ପ୍ରବେଶ କରିବା ମାତ୍ରେ ୱେଟରମାନେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପୁରୁଷୋତ୍ତମ କ୍ଷେତ୍ରର ଯାତ୍ରା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଜଗନ୍ନାଥଙ୍କ କ୍ଷେତ୍ରରେ ବାର ମାସରେ ତେର ଯାତ୍ରା ହୁଏ ବୋଲି ଲୋକମୁଖରେ ପ୍ରଚଳିତ ପ୍ରବାଦରୁ ଜଣାଯାଏ । ପ୍ରାଚୀନ ଗ୍ରନ୍ଥ ନୀଳାଦ୍ରି ମହୋଦୟ, ଯାତ୍ରା ଭାଗବତ ଇତ୍ୟାଦିରେ ଏ ବିଷୟରେ…

ରାସ୍ତାରେ ପଡ଼ିଥିବା ମୃତ ଜୀବଜନ୍ତୁଙ୍କ ମାଂସ ଖାଆନ୍ତି ମହିଳା, କାରଣ ଜାଣିଲେ ହୋଇଯିବେ ଚକିତ

ନ୍ୟୁୟର୍କ: ସାଧାରଣତଃ ରାସ୍ତାରେ ଅନେକ ପଶୁପକ୍ଷୀଙ୍କର ମୃତ ଦେହ ପଡ଼ିଥିବା ଆପଣ ଦେଖିଥିବେ । ଏହି ମୃତଦେହଗୁଡ଼ିକ ପଡ଼ି ପଡ଼ି ନଷ୍ଟ ହୋଇଯାଏ ତ କେବେ ଚିଲ ଶାଗୁଣାଙ୍କର ଆହାର ପାଲଟିଯାଏ । ଏହାର ଦୁର୍ଗନ୍ଦରେ ସେହି ରାସ୍ତା ଦେଇ ଯିବା ଆସିବା କରିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼େ । ହେଲେ…

ଟ୍ରେଣ୍ଡ୍ ରେ ଏବେ ସ୍ନେକ ହ୍ବିସ୍କି, ଜାଣନ୍ତୁ କିପରି ହୁଏ ପ୍ରସ୍ତୁତ…

ନୂଆଦିଲ୍ଲୀ: ଦୁନିଆରେ ଅନେକ ପ୍ରକାରର ଖାଦ୍ୟ ଓ ପାନୀୟ ରହିଥିବାବେଳେ ସେଥିମଧ୍ୟରୁ ମଦ କୁ ଲୋକେ ବେଶ୍ ପସନ୍ଦ କରିଥାନ୍ତି । ଆଉ ଏହାର ସବୁଠୁ ଅଧିକ ଭେରାଇଟି ମଧ୍ୟ ରହିଛି । ଏହି ମଦ ଚାଉଳ, ଫଳ ଓ ଗହମରେ ପ୍ରସ୍ତୁତ କରାଯାଉଥିବାବେଳେ, ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ…

୨୪ ଘଣ୍ଟାରେ ମାତ୍ର ୪ ସେକେଣ୍ଡ ପାଇଁ ଶୋଇଥାଏ ଏହି ପ୍ରାଣୀ, ବୈଜ୍ଞାନିକ ବି ଜାଣି ହେଲେ ଆଶ୍ଚର୍ଯ୍ୟ…

ଭୁବନେଶ୍ଵର: ମଣିଷ ହେଉ କି ପଶୁ-ପକ୍ଷୀ । କ୍ଳାନ୍ତ ତ ସମସ୍ତେ ହୋଇଥାନ୍ତି । ଖାସକରି ସେତେବେଳେ ଯେତେବେଳେ ସେମାନଙ୍କ ପାଖରେ ଛୋଟ ଛୁଆକୁ ସମ୍ଭାଳିବାର ଦାୟିତ୍ଵ ରହିଥାଏ । ଗୋଟେ ନବଜାତ ଶିଶୁର ଦେଖାଶୁଣା କରିବା ବେଳେ ପ୍ରାୟ ବାପା-ମା ମାନେ ଶୋଇପାରନ୍ତି ନାହିଁ । କିନ୍ତୁ ଆପଣ ଜାଣି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସର୍ବନାମ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଶ୍ରୀଜଗନ୍ନାଥ ସ୍ୱୟଂ ହିଁ ବିଶ୍ୱରାଟ, ସ୍ୱରଟ, ସମ୍ରାଟ ଓ ବିରାଟ । ସେଥିପାଇଁ ସର୍ବନାମ, ସର୍ବକର୍ମ ସ୍ୱରୂପ ଶ୍ରୀଜଗନ୍ନାଥଙ୍କୁ ବାସୁଦେବାୟ ଭାବରେ ଉପାସନା କରାଗଲା । ବାସୁଦେବ, କୌଣସି ନାମ ବାଚକ…

ନାଟକ ଉତ୍ସବର ତୃତୀୟ ସନ୍ଧ୍ୟା, ବିନୋଦ କାନୁନ୍‌ଗୋଙ୍କ ଜୀବନୀ ଆଧାରିତ ‘ଜ୍ଞାନ ତପସ୍ୱୀ’ ମଞ୍ଚସ୍ଥ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ନାଟକ ଉତ୍ସବର ତୃତୀୟ ସନ୍ଧ୍ୟାରେ ସ୍ୱର୍ଗତବିନୋଦ କାନୁନ୍‌ଗୋଙ୍କ ଦର୍ଶନ ଉପରେ ଆଧାରିତ ନାଟକ ‘ଜ୍ଞାନ ତପସ୍ୱୀ’ ମଞ୍ଚସ୍ଥ ହୋଇଯାଇଛି । ଏହି…