Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଡିସେମ୍ବରରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କ’ଣ ପାଇଁ…

ନୂଆଦିଲ୍ଲୀ: ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବର ଆରମ୍ଭ ହେବାକୁ ଯାଉଛି | ଏହି ମାସରେ ବ୍ୟାଙ୍କଗୁଡିକରେ ଅନେକ ଛୁଟିଦିନ ରହିଛି | ଏପରି ପରିସ୍ଥିତିରେ, ଯଦି ଆପଣଙ୍କୁ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ କରିବାର ଅଛି ତେବେ ନିଶ୍ଚିତ ଭାବରେ ଏହି ଛୁଟିଦିନର…

କ’ଣ ଆପଣ ବି ପୁରା ସପ୍ତାହ ପାଇଁ କିଣୁଛନ୍ତି ପରିବା, ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ସବୁଜ ଶାଗ-ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ | ଋତୁ ଅନୁଯାୟୀ ମିଳୁଥିବା ପନିପରିବାରେ ଅନେକ ଫାଇଦା ମିଳିଥାଏ । ସେଗୁଡ଼ିକୁ ଖାଇବା ଦ୍ୱାରା ଶରୀର ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ | ଡାକ୍ତରଙ୍କ ମତାନୁସାରେ, ଯଦି ଆମେ ପ୍ରତିଦିନ ବିଭିନ୍ନ ରଙ୍ଗର ପନିପରିବା ଖାଇଥାଉ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ୱରୂପ

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଓ ନିଜେ ବିଶ୍ଵକର୍ମା (ଅନନ୍ତ ମହାରଣା )ରୂପେ ଆସି ଚତୁର୍ଦ୍ଧା ମୂର୍ତ୍ତି ଗଠନ କାହାଣୀ ଆମେ ଅଳ୍ପେ ବହୁତେ ଜାଣିଛେ । କିନ୍ତୁ ଏହି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରକୃତ ସ୍ୱରୂପ ଅବା ତତ୍ତ୍ୱ ସଠିକ ଭାବେ…

ଡବଲ ଡେକର ସାଇକେଲ ଚଲାଉଛନ୍ତି ବୃଦ୍ଧ: ଭିଡ଼ିଓ ଭାଇରାଲ

ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଅଜବ ଭିଡ଼ିଓ ସବୁ ଭାଇରାଲ ହୁଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟଜନକ ହୋଇଥାଏ । ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବୃଦ୍ଧ ସାଇକେଲରେ ଷ୍ଟଣ୍ଟ୍ ଦେଖାଉଛନ୍ତି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି…

ହ୍ୟାଣ୍ଡ ପମ୍ପରୁ ପାଣି ବଦଳରେ ବାହାରୁଛି କ୍ଷୀର, ଲୋକେ ବୋହିନେଲେ

ମୋରଦାବାଦ: ହ୍ୟାଣ୍ଡ ପମ୍ପରୁ ପାଣି ବଦଳରେ ବାହାରୁଛି କ୍ଷୀର । ଏହା ପଡ଼ିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ହେଲେ ଉତ୍ତରପ୍ରଦେଶର ମୋରାଦାବାଦର ବିଲାରୀ ପୋଲିସ ଷ୍ଟେଶନ ଅଞ୍ଚଳରୁ ଏମିତି ଏକ ଅଜବ ଖବର ସାମ୍ନାକୁ ଆସିଛି । ଏଠାରେ ସରକାରୀ ହ୍ୟାଣ୍ଡ ପମ୍ପରୁ କ୍ଷୀର ବାହାରୁଛି । ଏହି…

ଆଜି ଛାଡ଼ଖାଇ, ଜାଣନ୍ତୁ ଛାଡଖାଇର ପ୍ରକୃତ ଅର୍ଥ

ଭୁବନେଶ୍ଵର: ସରିଲା ଧର୍ମ ମାସ କାର୍ତ୍ତିକ । ଆଜି ହେଉଛି ଛାଡଖାଇ । ମାସକ ଯାକ ନିରାମିଷ ଖାଇବା ପରେ ଆଜି ପାଟିରେ ଟିକିଏ ଆମିଷ ବାଜିବ । ଚଳିତ ବର୍ଷ ମଙ୍ଗଳବାରରେ ଛାଡଖାଇ ପଡିଥିଲେ ମଧ୍ୟ ଆମିଷ ଦୋକାନରେ ଖଚାଖଚ୍ ଭିଡ । କିନ୍ତୁ କଣ ଆପଣ ଜାଣିଛନ୍ତି କି, ପ୍ରକୃତରେ ଛାଡଖାଇର ଅର୍ଥ କ’ଣ ?…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ପ୍ରଥମ ବିଗ୍ରହ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରଥମ ବିଗ୍ରହ କଣ ନିମ୍ବ ଦାରୁ ଥିଲା ? ନା ଏହା ବ୍ରହ୍ମଦାରୁ ଥିଲା, କେଉଁ ବୃକ୍ଷର ଦାରୁ ଥିଲା ତାହା ପୁରାଣମାନଙ୍କରେ ସ୍ପଷ୍ଟ ହୋଇନାହିଁ, ତଥାପି ସ୍କନ୍ଦ ପୁରାଣ…

ଏମିତିି ମନ୍ଦିର, ଯେଉଁଠି ବିବସ୍ତ୍ର ପୁରୁଷ କରନ୍ତି ପୂଜାର୍ଚ୍ଚନା

ଟୋକିଓ: ଦକ୍ଷିଣ-ପଶ୍ଚିମ ଜାପାନର ଓକିନୋସିମା ଏପରି ଏକ ମନ୍ଦିର ଅଛି, ଯାହା ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଉଛି, ଏହି ପବିତ୍ର ସ୍ଥାନକୁ କୌଣସି ମହିଳା ପ୍ରବେଶ କରିବାର ଅନୁମତି ନାହିଁ । କେବଳ ବିବସ୍ତ୍ର ପୁୁରୁଷମାନେ କରିଥାନ୍ତି ପୂଜାର୍ଚ୍ଚନା । ଏହି ମନ୍ଦିରକୁ ମହିଳାଙ୍କୁ…

ଦୁନିଆର ସବୁଠୁ ମହଙ୍ଗା ଚା’: ଦାମ ଜାଣିଲେ ଉଡ଼ିଯିବ ହୋସ୍

ଚୀନ୍‌: ତାରକା ହୋଟେଲରୁ ଆରମ୍ଭ କରି ରାସ୍ତା କଡ଼ ଷ୍ଟଲ ପର୍ଯ୍ୟନ୍ତ ସବୁଠି ଚା’ ମିଳିଥାଏ । ଭାରତରେ ଚା’ର ମୂଲ୍ୟ ସ୍ଥାନ ଅନୁଯାୟୀ ସ୍ଥିର କରାଯାଏ । ଯଦି ଆପଣ ଏକ ଷ୍ଟ୍ରିଟ ଷ୍ଟଲରୁ ଚା’ ପିଉଛନ୍ତି, ତେବେ ଏହାର ମୂଲ୍ୟ ୫ ରୁ ୧୦ ଟଙ୍କା ମଧ୍ୟରେ ହେବ । ଯଦି ଆପଣ ପଞ୍ଚ ତାରକା ହୋଟେଲରେ ସମାନ…

ବିମାନରେ ସିଟରୁ କୁଶନ ଗାଏବ, ମହିଳା ଯାତ୍ରୀ ହଟହଟା

ନୂଆଦିଲ୍ଲୀ: ବିମାନର ସିଟ୍‌ରୁ କୁଶନ ଗାଏବ । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ହେଲେ ନିକଟରେ ଇଣ୍ଡିଗୋ ବିମାନରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛିି । ଯାହାକୁ ଶୁଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ରବିବାର ପୁଣେରୁ ନାଗପୁର ଅଭିମୁଖେ ଇଣ୍ଡିଗୋ ବିମାନ…